Browsing Category

Featured

ପୁରୀ: ASI ଅଧୀକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା, ‘୯୦% ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ’

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମକୁ ନେଇ ଆସିଲା ବଡ଼ ଖବର । ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ASI ଅଧୀକ୍ଷକ ଡିବି ଗଡ଼ନାୟକ । 'ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ୯୦% ସରିଲା' ।…

ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂହ ସନ୍ଧୁ ବିଜେପିରେ ସାମିଲ: ଲଢ଼ିପାରନ୍ତି ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ତରଣଜୀତ ସିଂହ ସନ୍ଧୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପଞ୍ଜାବରର ଅମୃତସରର ବାସିନ୍ଦା ସନ୍ଧୁ ଗତ ୨୦୨୦ ମସିହା ଫେବୃଆରୀ ୩ ତାରିଖରେ ଆମେରିକାରେ…

BIG BREAKING…୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ପଶ୍ଚିମବଙ୍ଗ ଡିଜିପି ବଦଳାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ପଶ୍ଚିମବଙ୍ଗର ପୁଲିସ ମହାନିର୍ଦ୍ଦେଶକଙ୍କୁ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାର ରାଜୀବ କୁମାରଙ୍କୁ ପଦରୁ ହଟାଇବାକୁ…

‘ଅର୍ଥ’ ପାଇଁ ଅନର୍ଥ; ଭାଇ-ଭଉଣୀଙ୍କୁ କରାଇଲେ ବିବାହ, ସାକ୍ଷୀ ରହିଲେ ଦଶ ଦିଗପାଳ

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିବାହର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାରେ ଏକ ଗଣବିବାହ କାର୍ଯ୍ୟକ୍ରମରେ ଭାଇ ବର ବଦଳରେ ଭଉଣୀକୁ ବିବାହ କରିଥିଲେ। ଲକ୍ଷ୍ମୀପୁର ବ୍ଲକ ପରିସରରେ…

ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କଲେ ରାଜ୍ୟ ସରକାର: ଆଗାମୀ ୫ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଏହା ମଧ୍ୟରେ ବୟସ ଶିଳ୍ପ…

ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି: ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ…

OMC ପକ୍ଷରୁ ସୂଚନା: ଏପ୍ରିଲ ୩ ଓ ୪ରେ ହେବାକୁ ଥିବା କନିଷ୍ଠ ଯନ୍ତ୍ରୀ, ନର୍ସ ଓ ଫାର୍ମାସିଷ୍ଟ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ଏକ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନିୟର ଇଞ୍ଜିନିୟର (ମେକାନିକାଲ) / ଇଲେକ୍ଟ୍ରିସିଆନ-୩ ଓ…

BIG BREAKING…ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବିକୁ ଅଯଥା ବୋଲି କହିଲା ଭାରତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଦାବିକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଯଥା ବୋଲି କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁଣି ଥରେ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ…

ଶିଶୁ ଜନ୍ମ କରୁନାହାନ୍ତି ଏହି ଦେଶର ଲୋକେ, ହସ୍ପିଟାଲରେ ବନ୍ଦ ହୋଇଯାଉଛି ଡେଲିଭରୀ ସେଣ୍ଟର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଚୀନରେ କୋଭିଡ ମହାମାରୀକୁ ନେଇ ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ବର୍ତ୍ତମାନ ଏହି ଦେଶରେ ଅନ୍ୟ ଏକ ନୂଆ ମାମଲା ସାମ୍ନାକୁ ଆସୁଛି । ରିପୋର୍ଟ ମୁତାବକ ଚୀନର ଅନେକ ହସ୍ପିଟାଲରେ ଚଳିତ ବର୍ଷ ଏଠାରେ ନବଜାତ…

IPL ଲଢେଇ ପୂର୍ବରୁ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲା କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ଲଣ୍ଡନରେ କିଛି ମାସ ବିତାଇବା ପରେ ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପୂର୍ବରୁ ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ତେବେ…