Browsing Category
Featured
BCCIର ବଡ଼ ନିଷ୍ପତ୍ତି! ଟେଷ୍ଟ ମ୍ୟାଚର ଫିସ୍ ବଢ଼ିବ, ବାର୍ଷିକ ଚୁକ୍ତି ସହିତ ଖେଳାଳିଙ୍କୁ ମିଳିବ ଅତିରିକ୍ତ ବୋନସ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଦିନକୁ ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପ୍ରତି ଖେଳାଳିମାନେ ଅଧିକ ଆକର୍ଷିତ ହେଉଥିବା ବେଳେ ଟେଷ୍ଟ…
Amazon Payକୁ ମିଳିଲା Payment Aggregator ଲାଇସେନ୍ସ: ରିଜର୍ଭ ବ୍ୟାଙ୍କ ଦେଲା ଅନୁମତି
ନୂଆଦିଲ୍ଲୀ: ଇ-କମର୍ସ ଦୁନିଆର ବଡ଼ ଡିଲରଙ୍କ ମଧ୍ୟରେ ଖୁବ ଆଗରେ ରହିଛି ଆମାଜନ୍ । ଏହାର ଫାଇନାନ୍ସିଆଲ ଟେକନୋଲୋଜି ଡିଭିଜନ୍ 'ଆମାଜନ୍ ପେ'କୁ ଏବେ ବଡ଼ ଉପହାର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । 'ଆମାଜନ୍ ପେ'କୁ…
ମିଶନ ଶକ୍ତି ମା’ଙ୍କ ପାଇଁ ୩ଟି ବଡ଼ ଉପହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ୫ ବର୍ଷରେ ଖୋଲିବ ୫ ହଜାର ମିଶନ ବଜାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହିଳା ସଶକ୍ତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରି ଆସିଛନ୍ତି । ସେମାନଙ୍କ ଜୀବନ ଧାରଣର ବିକାଶ ପାଇଁ ଅନେକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ…
+2 Physics ପରୀକ୍ଷା ତ୍ରୁଟି ମାନିଲେ କର୍ତ୍ତୃପକ୍ଷ: ସୂଚନା ଦେଲେ CHSE ପରୀକ୍ଷା ନିୟନ୍ତ୍ରକ
ଭୁବନେଶ୍ୱର: CHSE ଯୁକ୍ତ ୨ ଭୌତିକ ବିଜ୍ଞାନ ପରୀକ୍ଷାରେ ତ୍ରୁଟି ହୋଇଥିବା ନେଇ ସ୍ୱୀକାର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଏ ନେଇ ଏକ ପ୍ରେସମିଟ ଯୋଗେ ସୂଚନା ଜାରି କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ।…
ଅଧାବାଟରୁ ବିଦାୟ ନେଲା ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ସ୍ୱପ୍ନ: ଦୁର୍ଘଟଣାରେ ୪ ଜଣ ଆଖି ବୁଜିଲେ, ୬ରୁ ଅଧିକ ପିଲା ଆହତ
ନୂଆଦିଲ୍ଲୀ: ଦୁର୍ଘଟଣା କୌଣସି ବଡ଼ ଅଭିଶାପ ଠାରୁ କମ୍ ନୁହେଁ । ଦୁର୍ଘଟଣାରେ କେବଳ ଜୀବନ ହାନୀ ହୁଏନି, ଅନେକ ସମୟରେ ଦୁର୍ଘଟଣା ବହୁ କମ୍ ବୟସର ପିଲାଙ୍କର ଭବିଷ୍ୟତକୁ ସବୁଦିନ ପାଇଁ ଚୁରମାର୍ କରିଦେଇଥାଏ । ପରୀକ୍ଷା…
(Video) ଲଣ୍ଡନରେ ଝିଅଙ୍କ ସହ ମସ୍ତି କରୁଛନ୍ତି ବିରାଟ: ଖେଳିଲେନି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ
ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି । ଏହି ସିରିଜ ପାଇଁ ଦଳ ଘୋଷଣା ପରେ ଅଚାନକ ପ୍ରଥମ ୨ଟି ଟେଷ୍ଟରୁ ସେ ବିରତୀ ପାଇଁ ଆବେଦନ…
ଶରୀରରୁ ଏଭଳି ଦୁର୍ଗନ୍ଧ ଆସୁଛି କି ? ଏହା ଡାଇବେଟିସର ଗମ୍ଭୀର ଲକ୍ଷଣକୁ ସୂଚାଇଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ
ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନ ଏବଂ ଅସନ୍ତୁଳିତ ଖାଦ୍ୟପେୟ ସ୍ୱାସ୍ଥ୍ୟକୁ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ…
ଚାଲିଛି ରାଜ୍ୟସଭା ନିର୍ବାଚନର ଭୋଟିଂ: ସାଂସଦ ଶଫିକୁର ରହମାନଙ୍କ ପରଲୋକ
ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ରାଜ୍ୟରେ ୪୧ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ଆଜି ୩ଟି ରାଜ୍ୟର ୧୫ଟି ଆସନ…
ସପାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଲେ ବିଧାୟକ ମନୋଜ ପାଣ୍ଡେ: ରାଜ୍ୟସଭା ନିର୍ବାଚନରେ ଅଖିଳେଶଙ୍କୁ ବଡ଼ ଝଟକା
ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ରାଜ୍ୟରେ ୪୧ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି । ଆଜି ୩ଟି ରାଜ୍ୟର ୧୫ଟି ଆସନ…
ବଡ଼ ଦୁଃଖ ଖବର: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଭୋଜପୁରୀ ସିନେମାର ୪ ଜଣ ତାରକା
ନୂଆଦିଲ୍ଲୀ: ଦୁର୍ଘଟଣା କେବେ ଆସିବ ତାହା କେହି ବି କହିପାରିବେ ନାହିଁ । ଅନେକ ସମୟରେ ଦୁର୍ଘଟଣାରେ ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଯାଇଥାଏ । ତେବେ ଏହା ମଧ୍ୟରେ ବିହାରରୁ ଆସିଛି ଏକ ଦୁଃଖଦ ଖବର । ଏକ ଭୟଙ୍କର…