CHARIDHAM
Browsing Category

Featured

କଂଗ୍ରେସର ଏହି ଆସନରୁ ନିର୍ବାଚନ ଲଢ଼ି ପାରନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ବିଜେପିର ନୀତି ବିରୋଧରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥାଏ ।୨୦୨୦ରେ, ସେ ମହାରାଷ୍ଟ୍ରରେ ସିଏଏ ବିରୋଧରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଭାଗ ନେଇଥିଲେ ଯେଉଁଥିରେ…

CBSE ବୋର୍ଡ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ: ୧୦ଟି ରାଜ୍ୟର ୨୦ଟି ସ୍କୁଲର ଆଫିଲିଏସନ ବାତିଲ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ କିଛି ସ୍କୁଲ ଉପରେ ଏକ ବଡ଼ ଧରଣର ଆକ୍ସନ ନିଆଯାଇଛି । ଦେଶର ୧୦ଟି ରାଜ୍ୟର ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରି ଦିଆଯାଇଛି । ଅନେକ ସ୍କୁଲ ସିବିଏସଇ…

ଅଜଣା ଗାଡି ଧକ୍କାରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ ଜଗତରୁ ଆସିଛି ଏକ ଦୁଃଖ ଖବର। ଅଜଣା ଗାଡି ଧକ୍କାରେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଛି। ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର। ଜିଲ୍ଲାର ଦିଗପହଣ୍ଡି ବ୍ଲକ…

ସ୍ୱିଜରଲ୍ୟାଣ୍ଡରୁ ଆସିଲା ଖୁସି ଖବର: ଟପରେ ପହଞ୍ଚିବା ପରେ ଏତେ ହ୍ରାସ ପାଇଲା ସୁନା ମୂଲ୍ୟ

ନୂଆଦିଲ୍ଲୀ: ନିଜର ଅଲ ଟାଇମ୍ ହାଇ ଲେବଲରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ବଜାରରେ ଏପଟସେପଟ ହେତୁ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ହ୍ରାସ ପାଇଛି । ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଏକ ଭଲ ଖବର ମଧ୍ୟ ହୋଲିର ରଙ୍ଗ ପରି…

ଆସିଲା କୋର୍ଟଙ୍କ ନିଷ୍ପତ୍ତି: ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ED ରିମାଣ୍ଡରେ ରହିବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଘୋଟାଲାରେ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ଏହା ମଧ୍ୟରେ ଆଜି କେଜ୍ରିୱାଲଙ୍କୁ ରାଊଜ ଏଭିନ୍ୟୁ କୋର୍ଟରେ…

ମୋବାଇଲ ନିଶାରେ ଅଛନ୍ତି କି ଆପଣଙ୍କ ପିଲା ? ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୋବାଇଲ ଆଜିର ସମୟରେ ଏପରି ଜିନିଷ ପାଲଟିଛି, ଯାହାକୁ ଛାଡି ଆପଣ ବଞ୍ଚିବା କଳ୍ପନା କରିପାରିବେ ନାହିଁ । ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ନିଶ୍ଵାସ ନେବା ଯେତିକି ଜରୁରୀ ମୋବାଇଲ ମଧ୍ୟ ସେତିକି ଜରୁରୀ ହୋଇପଡିଛି ।…

ସାପ ବିଷ ମାମଲାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବିଗ ବସ ଓଟିଟି ୨ ବିଜେତା ତଥା ୟୁଟ୍ୟୁବର୍‌ ଏଲଭିଶ ଯାଦବଙ୍କୁ ମିଳିଲା ଜାମିନ। ଗତ ମାର୍ଚ୍ଚ ୧୭ ରେ ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ମାମଲାରେ ସେ…

OSSC ପକ୍ଷରୁ ଘୋଷଣା: ଏପ୍ରିଲ ୨୧ରେ ହେବ ଜୁନିୟର ଟାଇପିଷ୍ଟ, DEO, ଷ୍ଟେନୋ, କନିଷ୍ଠ କିରାଣୀ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ,…

SBI ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ଏହି ଦିନ ବନ୍ଦ ରହିବ ୟୋନୋ ସହ ଏହି ସବୁ ସେବା

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ଅନେକ ଡିଜିଟାଲ ଚ୍ୟାନେଲ ନିର୍ଦ୍ଧାରିତ କାର୍ଯ୍ୟକଳାପ ଯୋଗୁଁ କିଛି ସମୟ ପାଇଁ ଗ୍ରାହକଙ୍କ ପାଇଁ ବନ୍ଦ ରହିବ । ଏସବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ…

ଅଧିକ ବୟସରେ ମାତୃତ୍ୱ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ: ଜାଣନ୍ତୁ, ଏନେଇ କଣ କହୁଛନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର: ଭାରତରେ ପ୍ରତି ୮୩୦ ଜନ୍ମରେ ଜଣେ ଶିଶୁ ଡାଉନ୍ ସିଣ୍ଡ୍ରୋମ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଶିଶୁମାନଙ୍କର ମୁଖମଣ୍ଡଳ ସାଧାରଣତଃ ସମତଳ ହୋଇଥାଏ। ସେହିପରି ଉର୍ଦ୍ଧ୍ଵମୁଖୀ ଆଖି,…