fbpx
Browsing Category

Featured

ଥାଲାସେମିଆ ରୋଗୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ‘Bone Marrow Transplant’- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ କରିବା ସହିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ…

୨୮୪୦ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ଓଡିଶା ସରକାର, ସୃଷ୍ଟି ହେବ ୩୭୨୧ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ଆଜି ୧୧ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିପାଇଁ ୨ ହଜାର ୮୪୦ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୩ ହଜାର ୭୨୧ ଜଣଙ୍କପାଇଁ…

ଅବିବାହିତ ଯୁବକ, ଯୁବତୀ ହୋଟେଲରେ ଶାରୀରିକ ସମ୍ପର୍କ ସ୍ଥାପନ କଲେ ସେମାନଙ୍କୁ କେହି ଗିରଫ କରିପାରିବେ ନାହିଁ: ତେବେ ପୋଲିସ ଗିରଫ କରୁଛି…

ନୂଆଦିଲ୍ଲୀ: ଭାରତରେ ଅବିବାହିତ ଯୋଡ଼ିଙ୍କୁ ସର୍ବଦା ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଏ କ୍ଷେତ୍ରରେ କିଛିଟା ସାବଧାନତା ଅବଲମ୍ବନ କଲେ, ଏହି ସମସ୍ୟାରୁ ମୁକୁଳିବା ସମ୍ଭବ ହୋଇପାରିବ । ଅନେକ ସମୟରେ…

ରେକର୍ଡ ଭାରତୀୟ ରେଳ: ୨୦୨୩ ଏପ୍ରିଲ ମାସରେ କଲା ୧୨୬.୪୬ ମେଟ୍ରିକ୍ ଟନ୍‌ର ମାଲ ପରିବହନ

ନୂଆଦିଲ୍ଲୀ: ଭାରତୀୟ ରେଳ (ଆଇଆର) ଏପ୍ରିଲ୍ ୨୦୨୩ ରେ ମାସିକ ମାଲ ପରିବହନ କ୍ଷେତ୍ରରେ ୧୨୬.୪୬ ମେଟ୍ରିକ୍ ଟନ୍‌ର ରେକର୍ଡ କରିଛି । ଏପ୍ରିଲ୍ ମାସରେ ବର୍ଦ୍ଧିତ ଲୋଡିଂର ପରିମାଣ ୪.୨୫ ମେଟ୍ରିକ୍ ଟନ୍ ରହିଛି, ଅର୍ଥାତ୍…

Ban On Diesel Vehicles: ୨୦୨୭ ସୁଦ୍ଧା ୪ ଚକିଆ ଡିଜେଲ ଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ, ପେଟ୍ରୋଲିୟମ ମନ୍ତ୍ରଣାଳୟ କମିଟି କଲା ସୁପାରିଶ

ନୂଆଦିଲ୍ଲୀ: ଡିଜେଲ୍‌ରେ ଚାଲୁଥିବା ଚାରି ଚକିଆ ଏସ୍‌ୟୁଭୀ କାର୍ ଉପରେ ଆଗାମୀ ଦିନରେ ପ୍ରତିବନ୍ଧକ ଲାଗିପାରେ। ପେଟ୍ରୋଲିୟମ ମନ୍ତ୍ରଳାୟ କମିଟି ଏ ସଂକ୍ରାନ୍ତୀୟ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି। ଏକ…

ମା କାନ୍ଦୁଥିଲେ ଅଫିସ ଯିବିନି , ୨ ବର୍ଷର ପୁଅ ଏଭଳି ବୁଝାଇଲା ଦେଖନ୍ତୁ ଭିଡିଓ, କହିଲା – ଅଫିସକୁ ଯିବାକୁ ପଡିବ

ନୂଆଦିଲ୍ଲୀ : ସପ୍ତାହ ଶେଷରେ ମଜା କରିବା ପରେ ପ୍ରାୟତଃ ପିଲାମାନେ ସ୍କୁଲ ନ ଯିବା ଜିଦ୍ କରନ୍ତି ବା କାନ୍ଦନ୍ତି । ଏଠଇ କିନ୍ତୁ କଥା ପୁରା ଓଲଟା । ଏଠି ସ୍କୁଲ ନ ଯିବାକୁ ଛୁଆ ଅଝଟ ହେଉନାହିଁ, ବରଂ ମା’ କାନ୍ଦୁଛି…

Supertech ବିଲଡର କମ୍ପାନୀର MD ଗିରଫ

ନୂଆଦିଲ୍ଲୀ: ଗ୍ରେଟର ନୋଏଡ଼ାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁପରଟେକ ବିଲଡର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କୁ ଗିରଫ କରାଯାଇଛି । କମ୍ପାନୀର ଏମଡି ରାକେଶ ଅରୋରାଙ୍କୁ ଗିରଫ କରାଯାଇଛି । ରାକେଶଙ୍କୁ…

ମଙ୍ଗଳବାର ଦିନ ଏହା ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟ କରନ୍ତୁ, ଦୂର ହେବ ସମସ୍ତ ସମସ୍ୟା

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ । ମଙ୍ଗଳବାର ହେଉଛି ବଜରଙ୍ଗ ବାଲି ବା ଭଗବାନ ହନୁମାନଙ୍କ ଦିନ । ଏହି ଦିନ ପୂର୍ଣ୍ଣ ଭକ୍ତି ସହିତ ହନୁମାନଙ୍କୁ ପୂଜା କରି ଜୀବନରେ…

ଜ୍ଞାନ ଦାନ୍ତ ନଉଠିବା ବଳାତ୍କାର ପୀଡିତାଙ୍କ ବୟସ ଆକଳନ କରିବାର ଏକ ଉପଯୁକ୍ତ ପ୍ରମାଣ ନୁହେଁ – ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଯୌନ ଅପରାଧ ଆଇନ (POCSO ଆକ୍ଟ) ଅଧୀନରେ ଶିଶୁଙ୍କ ସୁରକ୍ଷା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମାମଲାର ଶୁଣାଣି ବେଳେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ…

ବଲିଉଡ ସିଙ୍ଗର ଅରିଜିତ ସିଂହ ଆହତ: କନସର୍ଟରେ ଜଣେ ଫ୍ୟାନ୍ ଗାୟକଙ୍କ ହାତକୁ ଜୋରରେ ଝିଙ୍କିଦେଲେ

ନୂଆଦିଲ୍ଲୀ: ସାଧାରଣ ଭାବେ ବିଭିନ୍ନ ଶୋ’ମାନଙ୍କରେ ନୃତ୍ୟ ବା ସଂଗୀତ ପରିବେଷଣ କରୁଥିବା କଳାକାରଙ୍କ ଠାରୁ ସେଲଫି ନେବା ପାଇଁ ପ୍ରଶଂସକମାନେ ଘେରି ଯାଇଥାନ୍ତି । ଏଭଳି ଭିଡ଼ ଭିତରେ ଅନେକ ସମୟରେ ସେଲିବ୍ରେଟି, କ୍ରିକେଟର…