CHARIDHAM
Browsing Category

Featured

ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା-୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୁପ-ବି ପଦ/ସେବାରେ ପ୍ରାର୍ଥୀଙ୍କୁ…

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ଆଇଡ଼ିଆ କ’ଣ? ଜାଣନ୍ତୁ ଏଥିରେ ଦେଶକୁ ମିଳିବ କେଉଁସବୁ ଫାଇଦା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ, ୱାନ ଇଲେକ୍ସନ’କୁ ନେଇ ଗଠିତ ଉଚ୍ଚ ସ୍ତରୀୟ ସମିତି ଗୁରୁବାର ଦିନ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଉଚ୍ଚ ସ୍ତରୀୟ ସମିତି ଗୁରୁବାର…

ସପ୍ତାହରେ ୭ଦିନ କାମ କରିବାକୁ କହିବାରୁ ସମୂହ ଚାକିରୀ ଛାଡିଲେ ସବୁ କର୍ମଚାରୀ, କମ୍ପାନୀ ଆଗରେ ସାଇନ ବୋର୍ଡ ମାରି ଗ୍ରାହକଙ୍କୁ ଦେଲେ ସୂଚନା

ନୂଆଦିଲ୍ଲୀ: ସପ୍ତାହସାରା ଅର୍ଥାତ୍ ପୁରା ୭ ଦିନ କାମ କରିବାକୁ କୁହାଯିବାରୁ ଆମେରିକାର ଏକ ଷ୍ଟୋରରେ କାମ କରୁଥିବା ସମସ୍ତ କର୍ମଚାରୀ ଚାକିରୀ ଛାଡିଛନ୍ତି । ଏମାନେ ସମସ୍ତେ କମ୍ ଦରମା ଓ ଅଧିକ କାମବୋଝ ପାଇଁ ଚାକିରୀ…

ମାର୍ଚ୍ଚ ୩୦ରେ ଦିଆଯିବ ଭାରତ ରତ୍ନ: ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖରେ କେନ୍ଦ୍ର ସରକାର ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବେ । ଦେଶର ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କେନ୍ଦ୍ର ସରକାର ସମ୍ମାନିତ କରିବେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧରୀ ଚରଣ…

ସମ୍ପର୍କରେ ଏହି ତିନୋଟି ଜିନିଷ ହେତୁ ଜୀବନ ନଷ୍ଟ ହୋଇଯାଏ, ଆପଣଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥାଏ

ସମ୍ପର୍କ ଉପରେ ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବର୍ଷ ବର୍ଷ ଧରି ଲୋକଙ୍କୁ ସଠିକ୍ ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଉଛି। ଚାଣକ୍ୟ ଏପରି ଅନେକ କଥା କହିଛନ୍ତି ଯାହା ଆଜିର ସମୟରେ ସତ ବୋଲି ପ୍ରମାଣିତ…

AIIMS ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର।…

ରାଜନୀତିକୁ ଓହ୍ଲାଇଲେ ରାମ ଗୋପାଳ ବର୍ମା, ଜାଣନ୍ତୁ କେଉଁଠୁ ଓ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଚିତ୍ରପଟ୍ଟରୁ ସେତେ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି ।…

(video)ଏମିତି ଅବସ୍ଥାରେ ବିକ୍ରୀ ହେଉଛି ଆପଣଙ୍କ ପ୍ରିୟ ନୁଡୁଲ୍ସ, ଭିଡିଓ ଦେଖି ଆପଣ ବି ହୋଇଯିବେ ତାଜୁବ

ଓଡ଼ିଶା ଭାସ୍କର: ପିଲା ଠାରୁ ବୁଢା ପର୍ଯ୍ୟନ୍ତ ମ୍ୟାଗି ନୁଡୁଲ୍ସ ସମସ୍ତଙ୍କର ବହୁତ ପସନ୍ଦ । ଏହା ବନାଇବା ଯେତିକି ସହଜ ସେତିକି କମ୍ ସମୟ ମଧ୍ୟରେ ମଧ୍ୟ ଏହା ପ୍ରସ୍ତୁତ ହୋଇଯାଏ । ଆପଣଙ୍କୁ ହଠାତ୍ ଭୋକ ଲାଗିଲେ ଓ…

ଭାରତ ନା ଚୀନ? କେଉଁ ଦେଶରେ ଅଧିକ ଅମଳ ହୁଏ ଆଳୁ? ଏହା ଅନେକ ଦେଶକୁ କରିଥାଏ ରପ୍ତାନୀ

ନୂଆଦିଲ୍ଲୀ: ଭାରତରେ ଆଳୁ ବହୁ ପରିମାଣରେ ଚାଷ ହୋଇଥାଏ । ଏହି ସମୟରେ ଚାଷ ଜମିରେ ଅନେକ ମାତ୍ରାରେ ଆଳୁ ଖୋଳା ଚାଲିଛି ଏବଂ ଆଳୁକୁ ବଜାର ଏବଂ କୋଲ୍ଡ ଷ୍ଟୋରକୁ ପଠାଯାଉଛି । ହେଲେ ଆପଣ ଜାଣିଛନ୍ତି କି କେଉଁ ଦେଶରେ…

ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ରରେ ନିଯୁକ୍ତି: ପ୍ରାର୍ଥୀଙ୍କୁ ମିଳିବ ହାଇ ସ୍କେଲରେ ବେତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପଦ ପୂୂରଣ ପାଇଁ ବର୍ତ୍ତମାନ ଏକାଧିକ ସଂସ୍ଥା ତରଫରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ମହାକାଶ…