Browsing Category

Featured

ମଣିଷ ଠାରୁ ଅଧିକ ସ୍ମାର୍ଟ ହୋଇଯିବ AI, ଏଲନ ମସ୍କ କହିଲେ ଖାଲି ଏତିକି ସମୟର କଥା!

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏଲନ ମସ୍କଙ୍କ କହିବାନୁଯାୟୀ, ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏଆଇ ଯେକୌଣସି ଏକ ମଣିଷ…

ନିଜ ନେମପ୍ଲେଟ୍ ପରେ ମୁଖ୍ୟମନ୍ତ୍ରୀ ବଦଳାଇଲେ ଏହି ଜିଲ୍ଲାର ନାମ, ଆଗାମୀ ନିର୍ବାଚନକୁ ଲକ୍ଷ୍ୟରେ ରଖି ଏଭଳି ପଦକ୍ଷେପ

ନୂଆଦିଲ୍ଲୀ:ମହାରାଷ୍ଟ୍ରରୁ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ର ସରକାର ରାଜ୍ୟର ଏକ ଜିଲ୍ଲାର ନାମ ବଦଳାଇ ଦେଇଛନ୍ତି । ଅହମଦନଗରର ନାମ ବଦଳି ଅହିଲ୍ୟାଦେବୀ ନଗର ହୋଇଛି । ମହାରାଷ୍ଟ୍ର କ୍ୟାବିନେଟ୍‌ରେ…

BIG BREAKING…ହରିୟାଣା ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ନୟାବ ସିଂ ସାଇନି ସରକାର

ନୂଆଦିଲ୍ଲୀ: ହରିୟାଣାର ନୟାବ ସିଂହ ସାଇନିଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆସ୍ଥା ଭୋଟ କୁ ନେଇ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା।…

ରାଜଧାନୀବାସୀଙ୍କୁ ମୋଦୀ ସରକାରଙ୍କ ଉପହାର: ୨ଟି ନୂଆ ମେଟ୍ରୋ ଲାଇନ୍ସକୁ କ୍ୟାବିନେଟ୍ ମଞ୍ଜୁରୀ, ଜାଣନ୍ତୁ ରୁଟ୍

ନୂଆଦିଲ୍ଲୀ: ଶେଷ କ୍ୟାବିନେଟ ବୈଠକରେ ମୋଦି ସରକାର ଦିଲ୍ଲୀବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଫେଜ୍ -୪ ରେ ଦୁଇଟି ନୂତନ କରିଡରକୁ ମୋଦୀ କ୍ୟାବିନେଟ୍ ସବୁଜ ସଙ୍କେତ ଦେଇଛି । ଏହା ଅଧୀନରେ ୮୩୯୯ କୋଟି ଟଙ୍କା ବ୍ୟୟରେ…

ପଞ୍ଚାୟତିରାଜ ବିଭାଗରେ ନିଯୁକ୍ତି ପାଇବେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: OPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଓଡ଼ିଶା ପଞ୍ଚାୟତିରାଜ ଇଞ୍ଜିନିୟରିଂ ସେବା କ୍ୟାଡରରେ ଗ୍ରୁପ-ଏ’ରେ…

ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ପହଞ୍ଚିଲେ ଆର ଅଶ୍ୱିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଆର ଅଶ୍ୱିନ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ନିଜ ୧୦୦ ତମ ଟେଷ୍ଟ ମ୍ୟାଚରେ ୯ ୱିକେଟ୍ ନେଇ ଶୀର୍ଷ ଟେଷ୍ଟ ବୋଲର ହୋଇଛନ୍ତି ।…

ପାଟନା ସିଭିଲ କୋର୍ଟରେ ବିସ୍ଫୋରଣ, ଜଣେ ମୃତ, ୨ ଗୁରୁତର; ଟ୍ରାନ୍ସଫର୍ମର ଫାଟିବାରୁ ହଇଚଇ

ନୂଆଦିଲ୍ଲୀ: ପାଟନା ସିଭିଲ କୋର୍ଟ କମ୍ପେ୍ଲକ୍ସର ଗେଟ୍ ନମ୍ବର ୱାନ ନିକଟରେ ଏକ ଟ୍ରାନ୍ସଫର୍ମର ବ୍ଲାଷ୍ଟ ହୋଇଛି । ଏହି ଦୁର୍ଘଟଣାରେ ଦୋକାନୀ ଏବଂ ଓକିଲ ସମେତ ୪ ଜଣ ଜଳିଯାଇଛନ୍ତି । ଏଥିରେ ଆଡଭୋକେଟ୍ ଦେବେନ୍ଦ୍ର…

ମାଫିଆ ମୁଖ୍‌ତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ, ୩୬ ବର୍ଷ ପୁରୁଣା ମାମଲାରେ କୋର୍ଟ ଶୁଣାଇଲେ ସଜା

ବାରାଣସୀ: ବାନ୍ଦା ଜେଲ୍‌ରେ ବନ୍ଦ ପୂର୍ବାଞ୍ଚଳ ମାଫିଆ ମୁଖ୍‌ତାର ଅନସାରୀଙ୍କୁ ୩୬ ବର୍ଷ ତଳର ପୁରୁଣା ଗନ୍ ଲାଇସେନ୍ସ ମାମଲାରେ ବାରାଣସୀର ଏମପି/ଏମ୍‌ଏଲ୍‌ଏ କୋର୍ଟ ଆଜୀବନ କାରାଦଣ୍ଡ ସଜା ଶୁଣାଇଛନ୍ତି । ଏହା ସହିତ…

(Video) ‘ଯଦି କଂଗ୍ରେସ ସରକାର ଆସେ ତେବେ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ’, ମହିଳାମାନଙ୍କୁ ପ୍ରତିଜ୍ଞା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ କହିଛନ୍ତି ଯେ, କଂଗ୍ରେସ ପାର୍ଟୀର ସରକାର ଆସିଲେ ମହିଳାମାନଙ୍କୁ ବିନା ସର୍ଭେରେ ଦିଆଯିବ ସଂରକ୍ଷଣ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

ଅରୁଣାଚଳ ପ୍ରଦେଶର ୬୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଅରୁଣାଚଳ ବିଧାନସଭା ନିର୍ବାଚନ ପାଇଁ ୬୦ ଜଣ ପ୍ରାର୍ଥୀଙ୍କ ତାଲିକା…