Browsing Category

Featured

ଅମୃତପାଲ ସିଂହଙ୍କ ନିକଟରୁ ନିଶା ଦ୍ରବ୍ୟ ଜବତ ଘଟଣାରେ ଗିରଫ ହେଲେ ଡିବ୍ରୁଗଡ଼ ଜେଲ୍ ଅଧୀକ୍ଷକ

ନୂଆଦିଲ୍ଲୀ: ଗୁରୁବାର ରାତିରେ ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ୍ ଅଧୀକ୍ଷକ ନିପେନ ଦାସଙ୍କୁ ଆସାମ ପୁଲିସ ଗିରଫ କରିଛି। ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା 'ଓ୍ଵାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ତଥା ଖାଲିସ୍ତାନ…

ଜାଗରରେ ବିରଳ ସଂଯୋଗ: ମହାନଦୀରୁ ୬୦ ନାଗ ଓ ୨ଟି ବୃଷଭ ମୂର୍ତ୍ତି ଉଦ୍ଧାର

ଓଡ଼ିଶା ଭାସ୍କର: ଆଜି ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ତେଣୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶିବ ମନ୍ଦିର। ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଉପବାସ…

ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଏକାଧିକ କାରଣ ଦର୍ଶାଇ ଦେଲେ ଇସ୍ତଫା

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସିଛି ବିଭିନ୍ନ ରାଜନୈତିକ ଦଳରୁ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏବେ ବାଲେଶ୍ୱରରେ ବିଜେଡିରୁ ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରେମୁଣାର ପୂର୍ବତନ ବିଧାୟକ…

ଇଂଲଣ୍ଡ ଦେଖିଲା ପ୍ରକୃତ Bazball Test: ଇଂରେଜର ନୂଆ ଫର୍ମାଟରେ ଟିମ ଇଣ୍ଡିଆ

ଓଡ଼ିଶା ଭାସ୍କର: ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଆଇନା ଦେଖାଇଛି ଟିମ ଇଣ୍ଡିଆ । ଇଂରେଜ ଦଳ ଆରମ୍ଭ କରିଥିବା ବାଜବଲ୍ ଟେଷ୍ଟ ଫର୍ମାଟରେ ଭାରତ ନିଜର ଦମ୍ ଦେଖାଇଛି । ଟିମ ଇଣ୍ଡିଆର ଟପ୍ ଅର୍ଡର ଇଂଲଣ୍ଡକୁ ବାଜବଲ ଟେଷ୍ଟର…

ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ ମହିଳା ଦିବସ? ଏହା ପଛରେ ବି ଥିଲା ଏକ ସଂଘର୍ଷ କାହାଣୀ

ଓଡ଼ିଶା ଭାସ୍କର: ନାରୀର ଜୀବନ ସଂଘର୍ଷ ପୂର୍ଣ୍ଣ। ଆଉ ଯେତେ ସମୟ ବିତିଗଲେ ମଧ୍ୟ ଏଥିରେ ପରିବର୍ତ୍ତନ ହେବ ନାହିଁ । ବରଂ ଏହି ସଂଘର୍ଷ ବଢ଼ି ଚାଲିବ । କିନ୍ତୁ ନାରୀ ଏବେ ଲଢ଼ିବା ଶିଖିଲାଣି। ନିଜକୁ ଆତ୍ମନିର୍ଭର କରିବା…

ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଆରମ୍ଭ କଲା ‘ସଂସଦରେ ବି କେଜ୍ରିୱାଲ’ ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣାର କିଛି ଦିନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଶୁକ୍ରବାର 'ସଂସଦରେ ବି କେଜ୍ରିୱାଲ' ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର! ନୋବେଲ୍ ଫାଉଣ୍ଡେସନକୁ ଚିଠି ଲେଖିଲା ଏହି ସଂସ୍ଥା

ନୂଆଦିଲ୍ଲୀ: ହିନ୍ଦୁ ସେନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଦାବୀ କରିଛି । ହିନ୍ଦୁ ସେନାର ସଂସ୍ଥାପକ ଓ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ଏ ସଂକ୍ରାନ୍ତରେ ନୋବେଲ୍ ଫାଉଣ୍ଡେସନକୁ ଏକ ପତ୍ର…

ଜଳ ବିନା ତ୍ରାହି ତ୍ରାହି… କାର୍ ଧୋଇବା-ଗଛରେ ପାଣି ଦେବା ବି ମନା: ବେଙ୍ଗଲୁରୁରେ ନୂଆ ନିୟମ

ନୂଆଦିଲ୍ଲୀ: ଭାରତର ସିଲିକନ୍ ଭ୍ୟାଲେ କୁହାଯାଉଥିବା ବେଙ୍ଗଲୁରୁ ସହର ଆଜି ପାଣି ନ ପାଇ ତ୍ରାହି ତ୍ରାହି ଡାକୁଛି । ଶୋଷ ମେଣ୍ଟାଇବାକୁ ଲୋକଙ୍କୁ ପାଣି ମୁନ୍ଦାଏ ବି ମିଳିବା କଷ୍ଟକର ହୋଇପଡ଼ିଛି । ଯାହା ଫଳରେ ସହରରେ…

ଖୁସି ଖବର: ଓଡ଼ିଶାରେ କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ମୂଲ୍ୟ କେତେ

ଓଡ଼ିଶା ଭାସ୍କର: ଭାରତରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରନ୍ତି। ଏହା ପ୍ରତିଦିନ ସ୍ଥିର କରାଯାଇଥାଏ ଏବଂ…

ପୁଣି କୁମ୍ଭୀର ଆତଙ୍କ; ଗାଧୋଉଥିଲେ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର

କେନ୍ଦ୍ରାପଡ଼ା: ଦୀର୍ଘଦିନ ର ନୀରବତା ପରେ ପୁଣି ମାତିଛି ମଣିଷଖିଆ କୁମ୍ଭୀର । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଏ…