Browsing Category

Featured

(Video) ଅଯୋଧ୍ୟାକୁ ସୁଗନ୍ଧିତ କରିବ ଗୁଜରାଟରୁ ଆସିଥିବା ୧୦୮ ଫୁଟ ଅଗରବତୀ, ଦେଖନ୍ତୁ ଜଳାଗଲା ଏପରି

ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ବିଧିମାନ ଆଜିଠାରୁ ଆରମ୍ଭ ହୋଇସାରିଛି । ଏହି ସମୟରେ ଅଯୋଧ୍ୟାରେ ଗୁଜୁରାଟରୁ ଅଣାଯାଇଥିବା ୧୦୮ ଫୁଟ ଅଗରବତୀକୁ ଜଳାଯାଇଛି । ଏହି ଅଗରବତୀ…

Australian Open: ପୁରୁଷ ସିଙ୍ଗଲ୍ସରେ ଇତିହାସ ରଚିଲେ ସୁମିତ ନାଗଲ, ୩୫ ବର୍ଷ ପରେ ବଡ଼ ସଫଳତା ହାସଲ କଲେ ଭାରତୀୟ ଟେନିସ୍ ଷ୍ଟାର

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର ସୁମିତ ନାଗଲ ଇତିହାସ ରଚିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଥର ଭାରତ ପାଇଁ ସୁମିତ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ ଓପନର ପ୍ରଥମ ରାଉଣ୍ଡରେ ଶାନଦାର ପ୍ରଦର୍ଶନ…

Breaking: ବଢିଲା ବିଏସକେୱାଇ ପଞ୍ଜିକରଣ ଅବଧି, ଆଜି ଥିଲା ଶେଷ ତାରିଖ

ଭୁବନେଶ୍ୱର: ବଢିଲା ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଅବଧି । ଅବଧି ବୃଦ୍ଧି କଲେ ରାଜ୍ୟ ସରକାର । ଏବେ ଆପଣ ଏଥିପାଇଁ ଜାନୁୟାରୀ ୨୬ ଯାଏ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ପାଇଁ ଆଜି ଅର୍ଥାତ୍ ୧୬ ଜାନୁୟାରୀ ଥିଲା…

କମିଲା ସୁନା-ରୂପା ଦର, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ବାଣିଜ୍ୟରେ, ସୁନା MCX ବିନିମୟରେ ହ୍ରାସ ସହିତ କାରବାର କରୁଥିବା ଦେଖାଯାଇଛି। ଫେବୃଆରୀ୫, ୨୦୨୪ରେ ଡେ଼ଲିଭରୀ ପାଇଁ ସୁନା ୧୦ ଗ୍ରାମ ପିଛା…

୩ ଦିନ ବହୁ କଠୋର ବୈଦିକ ନିୟମ ଭିତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ, କମ୍ବଳ ପାରି ଶୋଇବା ସହ ମାନିବେ ଏହିସବୁ ନିୟମ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ରାମଲଲାଙ୍କ ଆଗମନକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ । ୨୨ ଜାନୁୟାରୀ ୨୦୨୪ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ଦେଖିବାକୁ ଆଯୋଧ୍ୟାରେ ଏବେ ଉତ୍ସବ…

ସ୍ୱପ୍ନରେ ହନୁମାନଙ୍କୁ ଦେଖିବା କ’ଣ ସଙ୍କେତ ଦେଇଥାଏ ?

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି । ସ୍ୱପ୍ନ ଦେଖିବା ଏକ ପ୍ରକୃତିକ କ୍ରିୟା ଅଟେ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ଦେଖୁଥିବା ପ୍ରତ୍ୟେକ ସ୍ୱପ୍ନର ଅର୍ଥ ରହିଛି । ଏହା କେତେବେଳ ଶୁଭ ତ ଆଉ…

SBI ଗ୍ରାହକଙ୍କ ପାଇଁ ଲଞ୍ଚ କଲା Green Rupee Term Deposit ପ୍ଲାନ, ଜାଣନ୍ତୁ ଏଥିରେ କେଉଁମାନେ କରିବେ ନିବେଶ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ଅଫ ଇଣ୍ଡିଆ ଆଉଥରେ ଏକ ନୂଆ ଟର୍ମ ଡିପୋଜିଟ ଲଞ୍ଚ କରିଛି । ଏସବିଆଇ ଗ୍ରୀନ ରୂପୀ ଟର୍ମ ଡିପୋଜିଟ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ଫ୍ରେଣ୍ଡଲୀ ଆରମ୍ଭ ସହିତ…

ମଥୁରାର ଶାହି ଇଦଗାହର ହେବନାହିଁ ସର୍ଭେ : ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କମିଶନରଙ୍କ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁସଲମାନ ପକ୍ଷ ଦାବି କରିଥିଲେ ।…

(video)ପ୍ରାଣପ୍ରତିଷ୍ଠା ପୂର୍ବରୁ ରିଲିଜ୍ ହେଲା କୈଳାସ ଖେରଙ୍କ ଭଜନ ‘ରାମ କା ଧାମ’, ରାମ ଭକ୍ତଙ୍କ ହୃଦୟ ତନ୍ତ୍ରୀରେ ଭରିଦେବ ଅପୂର୍ବ ଆବେଗ

ନୂଆଦିଲ୍ଲୀ: କୈଳାସ ଖେର ରାମଭକ୍ତଙ୍କ ହୃଦୟରେ ଭକ୍ତି ସଞ୍ଚାର କରିବାକୁ ଓ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରତି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେବାକୁ ମନମୋହକ ଗୀତ ‘ରାମ କା ଧାମ’ ରିଲିଜ୍ କରିଛନ୍ତି । ଏହି ଗୀତରେ…

ହୋଟେଲ ବ୍ୟବସାୟୀ ହତ୍ୟା ଘଟଣାରେ ନୂଆ ମୋଡ଼: କେୟାରଟେକରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଳକାଟି ଫାଣ୍ଡି ଅଞ୍ଚଳର ହୋଟେଲ ବ୍ୟବସାୟୀ ବିଶ୍ୱଜିତ ନାୟକ ଓରଫ ବାବୁଙ୍କ ହତ୍ୟା ମାମଲାରେ ଏବେ ନୂଆ ମୋଡ଼ ନେଇଛି । ଏହି ମାମଲାରେ ବିଶ୍ୱଜିତଙ୍କ କେୟାରଟେକର ଥିବା ଜଣେ ମହିଳାଙ୍କୁ ଗିରଫ…