Browsing Category

Featured

ନେମ୍‌ପ୍ଲେଟ୍ ଲଗାଇବା ସମୟରେ କରନ୍ତୁନି ଏହି ଭୁଲ, ଘରେ ଦେଖାଦେଇଥାଏ ବାସ୍ତୁଦୋଷ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁ ଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ନିୟମର ପାଳନ କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଦେଖାଯାଏ ।…

ଅପେକ୍ଷାର ଘଟିଲା ଅନ୍ତ, ପୁଷ୍ପା-୨ ରିଲିଜ ହେବା ମାତ୍ରେ କଲା ଧମାଲ, ଲୋକେ କହିଲେ-ଏହି ଫିଲ୍ମ ‘ଫାୟର’

ନୂଆଦିଲ୍ଲୀ: ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିଛି। ସିନେମା ହଲରେ ଶୁଭ ମୂହୁର୍ତ୍ତରେ ରିଲିଜ ହୋଇଛି 'ପୁଷ୍ପା-୨'। ଦ ମୋଷ୍ଟ ଆୱେଟେଡ୍ ଫିଲ୍ମ 'ପୁଷ୍ପା-୨' ରିଲିଜ ହେବା ନେଇ ଅନେକ ତାରିଖ ଘୁଞ୍ଚିବା ପରେ ଆଜି ସିନେମା ଘରେ…

ପ୍ରେମ ମଇଦାନରେ Debut କଲେ ସିରାଜ! ଏହି TV ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍, ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: କ୍ରିକେଟରଙ୍କ ସହ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବଲିଉଡ ଜଗତର ଅନେକ ହିରୋଇନଙ୍କ ସହ କ୍ରିକେଟରଙ୍କ ନାଁ ଯୋଡ଼ି ହୋଇଛି ଏବଂ ଅନେକ ଯୋଡ଼ି ମଧ୍ୟ ଦେଖିବାକୁ ମିଳିଛି । ବିରାଟ-ଅନୁଷ୍କା ଏବଂ…

ମୁଁ ସମୁଦ୍ର, ନିଶ୍ଚୟ ଫେରିବି… କଥା ରଖିଲେ ଫଡନାଭିସ: ଆଜି ମୁଖ୍ୟମନ୍ତ୍ରୀ ଭାବରେ ନେବେ ଶପଥ, ଡେପୁଟୀ ହେବେ ସିନ୍ଦେ!

ଓଡ଼ିଶା ଭାସ୍କର: ୨୦୧୯ ମସିହାରେ ମହାରାଷ୍ଟ୍ର କେବଳ ଟ୍ରେଲର ଦେଖିଥିଲା । ଆଉ ଆଜିଠାରୁ ସାରା ଦେଶ ଦେଖିବ ମହାରାଷ୍ଟ୍ରରେ ‘ଫଡନାଭିସ ଶାସନ’ । ଆଜିଠାରୁ ରାଜ୍ୟରେ ଫଡନାଭିସ ୩.୦ ସରକାର ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର…

(Video) କ୍ରିକେଟ ଖେଳିବା ସମୟରେ ଏପରି ମାରିଲେ ସଟ୍ ହୋଇଗଲା ବ୍ଲାଷ୍ଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କ୍ରିକେଟ ଖେଳର ଅସଲି ମଜା ନିଜ ଅଞ୍ଚଳ ଏବଂ ଗଳିରେ ଦେଖିବାକୁ ବହୁତ ମଜା ଆସିଥାଏ। ତେବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ ମିଳିଛି। ଏଠାରେ ଜଣେ ଯୁବକଙ୍କୁ କ୍ରିକେଟ ଖେଳିବା…

ଶୋଭିତା ଧୁଲିପାଲାଙ୍କର ହାତ ଧରିଲେ ନାଗା ଚୈତନ୍ୟ, ପୁଅ-ବୋହୂଙ୍କ ଫଟୋ ସେୟାର କରି ଇମୋସନାଲ ହେଲେ ନାଗାର୍ଜୁନ

ନୂଆଦିଲ୍ଲୀ: ଅଭିନେତା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କର ବିବାହ ସଂପର୍ଣ୍ଣ ହୋଇଛି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓଜରେ ଏହି ଦମ୍ପତ୍ତି ପରିବାର ଉପସ୍ଥିତିରେ ସମସ୍ତ ନୀତି ସହ ବିବାହ…

‘ପୁଷ୍ପା-୨’ ପ୍ରିମିୟରରେ ରକ୍ତର ଛିଟା: ରିଲିଜ ବେଳେ ଦଳାଚକଟାରୁ ମହିଳାଙ୍କ ମୃତ୍ୟୁ

ହାଇଦ୍ରାବାଦ: ୩ ବର୍ଷର ଅପେକ୍ଷା ପରେ ଆଜି ରିଲିଜ ହେଉଛି ଆଇକନ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ । ଏହାର ପ୍ରଥମ ପାର୍ଟ ବ୍ଲକବଷ୍ଟର ହେବା ପରେ ଦ୍ୱିତୀୟ ପାର୍ଟକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥିଲେ ପ୍ରଶଂସକ…

କ୍ଷୀର ଚା’ ସହିତ ବିସ୍କୁଟ ଖାଉଛନ୍ତି କି ? Diabetes-BP ସହିତ ହୋଇପାରେ ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ: ଆମ ଦେଶରେ ସମସ୍ତେ ଚା’କୁ ଏନର୍ଜି ଡ୍ରିଙ୍କ ପରି ପିଇଥାନ୍ତି । କିଛି ଲୋକଙ୍କ ଲାଗି ଏହା ନିଦ ଭାଙ୍ଗିବାର ଉପାୟ ତ ଆଉ କିଛି ଏହାକୁ ପେଟ ସଫା କରିବାର ମେଡିସିନ୍ ବୋଲି ଭାବନ୍ତି । ଚା’ ସହିତ ଆମେ ବିସ୍କୁଟ…

(Video) ରାସନ ସାମଗ୍ରୀ ନିର୍ଦ୍ଧାରିତ ସମୟରେ ସଂଗ୍ରହ କରୁନଥିଲେ ଏମିତି ସମସ୍ୟାର ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ- ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ । ଏଥିରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାର ବ୍ୟବସ୍ଥା ରହିଛି । କିଛି ରାଜ୍ୟରେ ଚାଉଳ ବ୍ୟତୀତ ତେଲ, ଅଟା ଆଦି ମଧ୍ୟ…

ମୃତ୍ୟୁ ପରେ ଦିଆ ଯାଏନି କବର, ଶବକୁ ଘରେ ରଖନ୍ତି ଲୋକେ: କ’ଣ ରହିଛି ଏଠାକାର ପରମ୍ପରା?

ଓଡ଼ିଶା ଭାସ୍କର: ଦୁନିଆରେ ଅନେକ ପ୍ରକାରର ଜନଜାତି ବସବାସ କରନ୍ତି । କିଛି ଜନଜାତିଙ୍କ ବିଷୟରେ ଅଧିକାଂଶ ଲୋକେ ଏବେ ବି ଜାଣିନାହାନ୍ତି । ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ପୁରୁଣା ପରମ୍ପରା ଏବଂ ନୀତି ନିୟମକୁ…