Browsing Category

Featured

କ୍ଲେମ ସମାଧାନ ଉପରେ ପ୍ରତିବନ୍ଧକ ଲଗାଇଲା EPFO, ୨୩ ଫେବୃଆରୀରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ: EPFO ​​ଗ୍ରାହକ ଯେଉଁମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କ୍ଲେମ କରବେ ସେମାନେ ଏକ ବଡ଼ ଝଟକା ପାଇବାକୁ ଯାଉଛନ୍ତି। ଇପିଏଫଓ ଏହାର ଫିଲଡ କାର୍ଯ୍ୟାଳୟକୁ ଏକ ସର୍କୁଲାର ଜାରି କରିଛି ଏବଂ…

ମାଳଦ୍ୱୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପରେ କ’ଣ ହେବ? ଏନେଇ ସୂଚନା ଦେଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମାଳଦ୍ୱୀପ ସହ ସଂଘର୍ଷର ବାତାବରଣ ମଧ୍ୟରେ ସେଠାରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପରେ କ'ଣ ହେବ ଏନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ। ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ…

ସ୍କୁଲରେ ଛାତ୍ରଛାତ୍ରୀମାନେ ପଢିବେ ଭାଗବତ ଗୀତା: ବିଧାନସଭାରେ ପାରିତ ହେଲା ବିଲ୍

ଭୁବନେଶ୍ୱର: ଏଣିକି ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଆସନ୍ତା ଜୁନ ମାସରୁ ପିଲାମାନଙ୍କୁ ଭଗବତ ଗୀତାଜ୍ଞାନ ଦିଆଯିବ । ସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀର…

ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମିଳିଲା ଅଧିକ ଅର୍ଥ, ଜାଣନ୍ତୁ ଡିଟେଲ୍ସ

ଭୁବନେଶ୍ୱର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଏହି ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିଛନ୍ତି । ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର…

Odisha Budget: ମେଟ୍ରୋ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶା ଭାସ୍କର: ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ…

ଟେଷ୍ଟ ସିରିଜରେ ଶ୍ରେୟସ ଆୟରଙ୍କୁ ମିଳିବନି ସୁଯୋଗ! ତୃତୀୟ ଟେଷ୍ଟ ପୂର୍ବରୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୩ଟି ମ୍ୟାଚ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇପାରେ । ତେବେ ଏହି ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ସେ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ବିରାଟ କୋହଲିଙ୍କ…

ବିଶ୍ୱରେ ପ୍ରଥମ ଥର ୧.୫ ଡିଗ୍ରୀ ସେଲସିୟସ ଟପିଲା ଗ୍ଲୋବାଲ ୱାର୍ମିଂ; ଦେଖିବାକୁ ମିଳିବ ଭୟଙ୍କର ପରିଣାମ

ନୂଆଦିଲ୍ଲୀ: ବିଶ୍ୱରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ଗ୍ଲୋବାଲ ୱାର୍ମିଂ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି । ୟୁରୋପୀୟ ସଂଘର ଜଳବାୟୁ ସର୍ଭିସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ…

ସଂସଦୀୟ କ୍ଷେତ୍ରକୁ ରାଜ୍ୟ ବିଜେପିର ଫୋକସ: ପ୍ରଭାରୀ ସାଙ୍ଗକୁ ସଂଯୋଜକଙ୍କ ନାମ ଘୋଷଣା

ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇଟା ମାସ ବାକିଥିବା ବେଳେ ରାଜ୍ୟରେ ଏବେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶାସକ ବିଜେଡି ସମସ୍ତ ସଂସଦ ଓ ବିଧାନସଭା କ୍ଷେତ୍ର…

ସେଓ ଖାଇବା ସମୟରେ କରନ୍ତୁନି ଏହିସବୁ ଭୁଲ୍‌, ଲାଭ ବଦଳରେ ବିଗିଡିଯିବ ସ୍ୱାସ୍ଥ୍ୟ

ଓଡ଼ିଶା ଭାସ୍କର: ଫଳ ଭିତରେ ଆପଣ ସେଓ ସବୁଦିନ ନିଶ୍ଚୟ ଖାଉଥିବେ । ସ୍ୱାସ୍ଥ୍ୟ ଲାଗି ସେଓ ବହୁତ ଲାଭଦାୟକ । ଏଥିରେ ଢେର ପୋଷକତତ୍ତ୍ୱ ରହିଛି ଯେପରିକି ଡାଏଟରୀ ଫାଇବର, ଫସଫରସ୍‌, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ୍…

କୃଷକ ନୁହେଁ, ବିଲରେ ଚାଷ କରିବେ ରୋବୋଟ! ଆଗାମୀ ଭବିଷ୍ୟତ ପାଇଁ ସାହାଯ୍ୟରେ ହେବ ଫସଲ

ନୂଆଦିଲ୍ଲୀ: ଗତ କିଛି ଦିନରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଉପରେ ଖୁବ ଆଲୋଚନା ହେବାରେ ଲାଗିଛି । ଏହାସହିତ ଦ୍ରୁତ ଭତିରେ ବଢିବାରେ ଲାଗିଛି ଏମାନଙ୍କ ଚାହିଦା । ଯେକୌଣସି କାର୍ଯ୍ୟକୁ ମଣିଷ ଭଳି କରିବା…