Browsing Category
Featured
ଯୌନ ନିର୍ଯାତନା ମାମଲାରେ ୮୩.୩ କୋଟି ଡଲାର ଦେବେ ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହାନି ମାମଲାରେ ୮.୩୩ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ ଅଦାଲତ। ସେ ରାଷ୍ଟ୍ରପତି ଥିବା ବେଳେ ଲେଖକ ଏପି…
ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।…
ରାଜ୍ୟରେ ଆଜିଠୁ ପୁଣି ବଢ଼ିବ ଶୀତ, ୩ ଦିନ ପାଇଁ ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର: ରାଜ୍ୟରେ ଆଜିଠୁ ପାଣିପାଗରେ ପରିବର୍ତ୍ତନ ଦେଖାଯିବ । ଏଥିସହ ବର୍ଷାରେ ବ୍ରେକ ମଧ୍ୟ ଲାଗିଛି। ଆଜିଠୁ ପ୍ରବଳ ଜାଡ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ…
ଡାଏଟରେ ଏହି ଖାଦ୍ୟ ସାମିଲ କଲେ ନିୟନ୍ତ୍ରଣକୁ ଆସିଥାଏ ଖରାପ କୋଲେଷ୍ଟ୍ରଲ, ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି
ଖରାପ ଖାଦ୍ୟ ଅଭ୍ୟାସ ହେତୁ ଅନେକ ପ୍ରକାରର ଅନାବଶ୍ୟକ ଜିନିଷ ଶରୀରରେ ଜମା ହେବା ଆରମ୍ଭ କରେ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଅନେକ ଥର ଫାଷ୍ଟଫୁଡ୍ କିମ୍ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ୍ର…
ଜାତିସଂଘ କୋର୍ଟଙ୍କ ରାୟ ପରେ ୩ ଇସ୍ରାଏଲ ବନ୍ଦୀ ମହିଳାଙ୍କ ଭିଡିଓ ଜାରି କଲା ହାମାସ
ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଶୁକ୍ରବାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଅକ୍ଟୋବର ୭ ଆକ୍ରମଣ ପରଠାରୁ ଗାଜାରେ ୩ ଜଣ ଇସ୍ରାଏଲ ମହିଳା ବନ୍ଦୀ ଥିବା ଦେଖାଯାଇଛି।
ପାଞ୍ଚ ମିନିଟ୍ର ଏହି…
ଖସିଲା ଭରି ପିଛା ସୁନା ଦର: କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ
ଓଡିଶା ଭାସ୍କର: ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। କିନ୍ତୁ ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ତେଣୁ ସୁନା କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ। ଯଦି ଆପଣ ଆଜି…
ଗ୍ରାହକଙ୍କ ପାଇଁ ଖୁସି ଖବର: ଗଣତନ୍ତ୍ର ଦିବସ ଅବସରରେ ତେଲ ଦରରେ ସାମାନ୍ୟ ହ୍ରାସ
ଓଡିଶା ଭାସ୍କର: ଭାରତରେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସ୍ଥିର କରନ୍ତି। ଏହା ସହ ବିଶ୍ୱର ଅଶୋଧିତ ତୈଳ ମୂଲ୍ୟ…
ବିହାର ରାଜନୀତି ଓ ନୀତୀଶ କୁମାରଙ୍କୁ ନେଇ କ’ଣ କହିଲେ ବାବା ରାମଦେବ?
ପାଟନା: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ଏବଂ ନୀତୀଶ କୁମାର ପୁଣି ଥରେ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ରାମଦେବ କହିଛନ୍ତି ଯେ ନୀତୀଶ କୁମାର ମଧ୍ୟ ଦେଶର ମୌଳିକ ଭାବନା ସହିତ…
୪୮ ପ୍ରତିଶତ ଭାଗିଦାରୀ ସହିତ ଇ-ବାଣିଜ୍ୟ ବଜାରରେ ସବୁଠାରୁ ଆଗରେ ଫ୍ଲିପକାର୍ଟ
ନୂଆଦିଲ୍ଲୀ: ୱାଲମାର୍ଟ ଗ୍ରୁପ୍ କମ୍ପାନୀ ଫ୍ଲିପକାର୍ଟ ୪୮ ପ୍ରତିଶତ ବଜାର ଭାଗିଦାରୀ ସହିତ ଇ-ବାଣିଜ୍ୟ ବିଭାଗରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି। ଅନ୍ୟପକ୍ଷରେ, ସଫ୍ଟବ୍ୟାଙ୍କ ସମର୍ଥିତ ମେଶୋ ଦ୍ରୁତ ଗତିରେ ବଢୁଥିବା…
ଦୁଃଖଦ ଖବର: ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପ୍ରାଣ ହରାଇଲେ ୨ଜଣ ଯୁବକ
ନୂଆଦିଲ୍ଲୀ: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏଣୁ ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ…