Browsing Category

Featured

୧୯୫୦ରୁ ତମ୍ବୁ ତଳେ ରହି ଆସୁଥିବା ରାମଲଲା ଏବେ କେଉଁଠି ରହିବେ? କ’ଣ କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହାସଚିବ

ଅଯୋଧ୍ୟା: ରାମ ନଗରୀ ଅଯୋଧ୍ୟାରେ ବୈଦିକ ମନ୍ତ୍ରୋଚାର ସହିତ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ବିଧିବଦ୍ଧ ଭାବରେ ଆରମ୍ଭ ହୋଇସାରିଛି । ୨୨ ଜାନୁୟାରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଆଜି…

(LIVE) ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ: ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୂର୍ଣ୍ଣାହୁତି ଦେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

Gold Silver Price Today : ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା-ରୂପା ଦରରେ ବୁଧବାର ଦିନ ହ୍ରାସ ଘଟିଛି । ଏମସିଏକ୍ସ ଏକ୍ସଚେଞ୍ଜ ପରେ ସୁନାର ଫ୍ୟୁଚର ମୂଲ୍ୟ କମିବା ଦେଖାଦେଇଛି । ୫ ଫେବୃଆରୀ ୨୦୨୪ରେ ଡେଲିଭରୀ ସୁନା ୦.୨୪ ପ୍ରତିଶତ ବା ୧୫୦ ଟଙ୍କାର ହ୍ରାସ ସହିତ…

୫୦୦ ମିଟର ଖାଇକୁ ଖସିପଡିଲା ବୋଲେରୋ, ଘଟଣାସ୍ଥଳରେ ୫ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଏବେ ଏକ ମର୍ମନ୍ତୁଦୂ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ଟି ଶବକୁ ବାହାର…

ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟ: ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ଧୂଳି ଚଟାଇଲେ ପ୍ରଜ୍ଞାନନନ୍ଦ, ବିଶ୍ୱନାଥନ ଆନନ୍ଦଙ୍କୁ ବି ପଛରେ…

ନୂଆଦିଲ୍ଲୀ:ଭାରତର ଯୁବ ଚେସ୍ ସୁପରଷ୍ଟାର ଆର୍ ପ୍ରଜ୍ଞାନନନ୍ଦଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଟାଟା ଷ୍ଟିଲ ଚେସ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପର୍ଯ୍ୟାୟରେ ଚୀନ୍‌ର ବିଶ୍ୱ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ସେ ହରାଇ…

(Video) ଶୁଭ୍ରାଂଶୁଙ୍କ ‘୨୭୭’ ରନର ଇନିଂସକୁ ନେଇ ଜାତୀୟସ୍ତରରେ ବଡ଼ ଚର୍ଚ୍ଚା: ଓଡ଼ିଆ ପୁଅର ପ୍ରଦର୍ଶନରେ ଅଭିଭୂତ ହେଲା BCCI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ କ୍ରୀଡ଼ାରେ ଓଡ଼ିଶାର କ୍ରୀଡ଼ାବିତମାନେ ଜାତୀୟସ୍ତରରେ ବହୁ ସୁନାମ ଅର୍ଜନ କରିଥିବା ବେଳେ କ୍ରିକେଟ କ୍ଷେତ୍ରରେ କିନ୍ତୁ ଆମେ ବହୁ ପଛରେ ରହିଥିବା ଭଳି ଅନୁଭବ ହୁଏ । ଆଜିର ସମୟରେ ଜଣେ…

କେବଳ ୩ ସେକେଣ୍ଡରେ Voice Cloning ! ହୋଇପାରିବେ ଠକାମୀର ଶିକାର

ନୂଆଦିଲ୍ଲୀ: ଆଜିକାଲି ଭାରତରେ ବୈଷୟିକ ଜ୍ଞାନ କୌଶଳରେ ପ୍ରଗତି ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ଏହି ସବୁ ବୈଷୟିକ ଜ୍ଞାନ କୌଶଳ ମନୁଷ୍ୟ ସମାଜ ପାଇଁ ଯେତିକି ଲାଭବାନ ସେତିକି ଖରାପ ମଧ୍ୟ । ବର୍ତ୍ତମାନ ସବୁଆଡ଼େ…

ଆର୍ଥିକ ଦୃଷ୍ଟିରୁ LIC ହେଲା ସବୁଠାରୁ ବଡ ସରକାରୀ କମ୍ପାନୀ, SBI କୁ ପଛରେ ପକାଇଦେଲା

ନୂଆଦିଲ୍ଲୀ: ସେୟାର ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ବୁଧବାର ଏଲଆଇସିର ସେୟାରରେ ଜବରଦସ୍ତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମରୁ ଏହା ୨% ବୃଦ୍ଧି ସହିତ ୯୧୯.୪୫ ଟଙ୍କାରେ କାରବାର କରୁଥିବାର ଦେଖିବାକୁ ମିଳିଥିଲା । ଗତ…

ମଣିପୁରରେ ପୁଣି ଅଘଟଣ: ଯବାନଙ୍କୁ ଅପହରଣ ପରେ ହତ୍ୟା, ୧୦ ବର୍ଷର ପୁଅ ସାମ୍ନାରେ ବାପାଙ୍କୁ ଉଠାଇନେଲେ

ନୂଆଦିଲ୍ଲୀ: ମଣିପୁରରେ ପୁଣି ଦେଖିବାକୁ ମିଳିଛି ଏକ ଅଘଟଣ । କିଛି ମାସ ତଳେ ମଣିପୁର ହିଂସାକାଣ୍ଡରେ ବହୁ ଲୋକଙ୍କର ଜୀବନ ହାନୀ ହେବା ସହିତ ବହୁ ଘରଦ୍ୱାର ନଷ୍ଟ ହୋଇଥିଲା । ସେହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁବାଦୀଙ୍କୁ ଜୀବନରୁ ମାରିଦେବାର ଦେଲେ ଧମକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ଇଡଗାହ ବିବାଦ ମାମଲା ସହ ଜଡିତ ମକଦ୍ଦମାକାରୀ ଅଶୂତ ପାଣ୍ଡେଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ପାକିସ୍ତାନରୁ ଆସିଥିବା ଅଡିଓ ବାର୍ତ୍ତାରେ କୁହାଯାଇଛି…