Browsing Category
Featured
ବିନା ଲୁହା ସିମେଣ୍ଟରେ ତିଆରି ହେଉଛି ଅଯୋଧ୍ୟା ରାମ ମନ୍ଦିର, ଏହା କିପରି ସମ୍ଭବ ହୋଇଛି ଜାଣନ୍ତୁ
ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିର ନା କେବଳ ଏହାର ଭବ୍ୟତା ଲାଗି ଦିବ୍ୟ ବରଂ ଭାରତକୁ ଏକତା ସୂତ୍ରରେ ବାନ୍ଧିବା ଲାଗି ମଧ୍ୟ କାର୍ଯ୍ୟ କରୁଛି । ଅଯୋଧ୍ୟାରେ ଦଶକ ଦଶକ ଧରି କଠିନ ସଂଘର୍ଷ ଓ ହଜାର ହଜାର ରାମ ଭକ୍ତଙ୍କ…
ରାଜସ୍ଥାନ: ପୂର୍ବତନ କଂଗ୍ରେସ ବିଧାୟକ ସସପେଣ୍ଡ: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକିୟା ଆରମ୍ଭ କରିଦେଲେଣି । ଏନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)…
ଟିମ ଇଣ୍ଡିଆକୁ ଫେରିବେ Mr. Dependable! ରଣଜୀରେ ଦମଦାର ଡବଲ ସେଞ୍ଚୁରୀ ହାସଲ କଲେ ଚେତେଶ୍ୱର ପୂଜାରା
ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ବର୍ତ୍ତମାନ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ତାଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କୁ ସୁଯୋଗ ଦେଇଛି ବିସିସିଆଇ । କିନ୍ତୁ ପୂଜାରା…
ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସୀତାଂଶୁ ମୋହନ ଦ୍ୱିବେଦୀ
କଟକ(ଓଡ଼ିଶା ଭାସ୍କର): ବହୁ ପ୍ରତୀକ୍ଷିତ ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଏଥିରେ ରାଜ୍ୟର ଜଣାଶୁଣା ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ…
ଅମୃତ ଭାରତ ଯାତ୍ରୀଙ୍କୁ ମିଳିବ ବିଶେଷ ରିହାତି, ଟିକେଟ ଶସ୍ତା ସହ ରହିଛି ଏହିସବୁ ସୁବିଧା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅମୃତ ଭାରତ ଏକ୍ସପ୍ରେସ ରୂପରେ ବଡ ଉପହାର ଦେଇଛନ୍ତି । ଅଯୋଧ୍ୟାରେ ସବୁଜ ପତାକା ଦେଖାଯିବା ପରେ ଅମୃତ ଭାରତ ଟ୍ରେନର ଯାତାୟତ ଆରମ୍ଭ ହୋଇଯାଇଛି । ଏହି…
ନାବାଳିକାଙ୍କ ସହ କଥା ହୋଇ କାହାକୁ ଅଡିଓ ସେୟାର କରୁଥିଲେ ସାବଧାନ! ପୋସ୍କୋ ଆକ୍ଟରେ ପୋଲିସ କରିପାରେ ଆରେଷ୍ଟ
ନୂଆଦିଲ୍ଲୀ: ଆଜିକାଲି ଝିଅମାନଙ୍କ ସହ କଥା ହୋଇ ସେମାନଙ୍କ ପ୍ରମାଣ ପତ୍ର ଅନ୍ୟମାନଙ୍କୁ ଦେଖାଇବା ଏବଂ ସେୟାର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଏପରି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ଯେଉଁଥିରେ…
(video)ଏକ ଛୋଟ ଶିଶୁକୁ କୋଳରେ ଧରି ଖୁଆଇଦେଲେ ମୁଖ୍ୟମନ୍ତ୍ରୀ , ଭାଇରାଲ ହେଲା ଯୋଗୀ ଆଦିତ୍ୟନାଥଙ୍କ ଅଭିନବ ଭିଡିଓ
ନୂଆଦିଲ୍ଲୀ: ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଏକ ଛୋଟ ଶିଶୁକୁ ଖୁଆଉଥିବାର ଦେଖିବାକୁ ମିଳୁଛି । ଭିଡିଓଟି ଗୋରଖପୁରର ଅଟେ । ଏଠାରେ ଏକ ଅନ୍ନ ପ୍ରାଶନ ଓ…
ସନ୍ତାନକୁ ଜନ୍ମ କରିବା ସମୟରେ କାନ୍ଦିପାରିବେନି ମହିଳା: ଏହି ସମ୍ପ୍ରଦାୟରେ ରହିଛି ଅଜବ ନିୟମ
ମା ହେବା ଏକ ମହିଳା ଜୀବନରେ ଅତି ସୁନ୍ଦର ମୁହୂର୍ତ୍ତ । ମା’ ହେବାର ଖବର ସହିତ ତା’ର ଦୁନିଆ ବଦଳିଯାଏ । ପ୍ରତ୍ୟେକ ମହିଳାଙ୍କୁ ଏକ ସନ୍ତାନ ଜନ୍ମ କରିବା ସମୟରେ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡିଥାଏ । ସେ ନିଜ ପିଲାକୁ…
ଭାରତରେ ବନ୍ଦ ହେଲା ୨ ବର୍ଷିଆ B.Ed କୋର୍ସ: ଏଣିକି ୪ ବର୍ଷର ସ୍ପେଶାଲ କୋର୍ସ ମାଧ୍ୟମରେ ହୋଇପାରିବେ ଶିକ୍ଷକ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଚାଲିଥିବା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୪-୨୦୨୫ ରୁ କେବଳ ଚାରି ବର୍ଷର ସ୍ପେଶାଲ ବି.ଏଡ କୋର୍ସ…
‘ଜୀବନରେ ଆଉ କିଛି ଆଶା ନାହିଁ, ଏହାଠୁ ଭଲ ଜେଲରେ ମରିବା’: କୋର୍ଟରେ କାହିଁକି କାନ୍ଦି ପକାଇଲେ ଜେଟ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋୟଲ
ନୂଆଦିଲ୍ଲୀ: କାନାରା ବ୍ୟାଙ୍କରେ ୫୩୮ କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଶନିବାର ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ, ଏହି ସମୟ…