CHARIDHAM
Browsing Category

Featured

ସେନାରେ ବାହାରିବାକୁ ଯାଉଛି ଅଗ୍ନିବୀର ନିଯୁକ୍ତି: ଜାଣନ୍ତୁ କ’ଣ ରହିଛି ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନୂତନ ବର୍ଷରେ ଭାରତୀୟ ସେନାରେ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ କରିପାରିବେ।…

କେଉଁ ଲୋକମାନଙ୍କୁ ହରଡ ଡାଲି ଖାଇବାକୁ କରାଯାଇଛି ବାରଣ ? ନଚେତ ଭୋଗିପାରନ୍ତି କିଡନୀ ଭଳି ସମସ୍ୟା

ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ଯୋଗ ବ୍ୟାୟାମ୍ ଠାରୁ ଆରମ୍ଭ କରି ବିଭିନ୍ନଫଳ ଏବଂ ସୁଷମ ଖାଦ୍ୟ ସେବନ କରିଥାନ୍ତି । ଯେଉଁଥିରେ ହରଡ ଡାଲି ମଧ୍ୟ ସାମିଲ ରହିଛି ।…

ଅସୁରକ୍ଷିତ କୋର୍ଟ ପରିସର: ଶୁଣାଣି ପାଇଁ ଆସିଥିବା କଏଦୀଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାର ରାଜଧାନୀ ପାଟନାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଚାରପତିଙ୍କ ସାମ୍ନାରେ ହାଜର କରିବା ପାଇଁ ନିଆଯାଉଥିବା କଏଦୀଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି । ତେବେ ଏହି ଘଟଣା…

୨୦୨୪ ଜାନୁଆରୀରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଲାଗିବ VLTD: ରାଜ୍ୟ ପରିବହନ ବିଭାଗ

ଭୁବନେଶ୍ୱର : ୨୦୨୪ ଜାନୁଆରୀ ପହିଲାରୁ ପଞ୍ଜିକୃତ ହେବାକୁ ଥିବା ସମସ୍ତ ନୂଆ ଯାତ୍ରୀବାହୀ ଗାଡ଼ିରେ ଭେହିକିଲ୍‌ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ (VLTD) ଲାଗିବ। ଏନେଇ ଆଜି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ହାର୍ଦ୍ଦିକ ପାଣ୍ଡ୍ୟା ହେଲେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍, ରୋହିତ ଶର୍ମାଙ୍କର ଛୁଟି: ଆଇପିଏଲ ୨୦୨୪ ପୂର୍ବରୁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଅକ୍ସନ କିଛି ଦିନ ମଧ୍ୟରେ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ଏକ ବଡ ଖବର ସାମ୍ନା ଆସିଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରୁ ହଟାଇ ହାର୍ଦ୍ଦିକ…

(Video) “ମୋଦି-ଯୋଗୀ ଯୁଗ ପରେ ରାମ ମନ୍ଦିରକୁ ଭାଙ୍ଗି ଫୋପାଡ଼ି ଦେବୁ”: ଜାଣନ୍ତୁ ମୁସଲମାନ ବ୍ୟକ୍ତିଙ୍କର ଏପରି ବିବୃତି ପଛର…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ବିଶାଳ ଉଦଘାଟନ ଯେତିକି ପାଖେଇ ଆସୁଛି ଲୋକମାନଙ୍କ ମନରେ ଉକ୍ରଣ୍ଠା ମଧ୍ୟ ସେତେ ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ସ୍ଥାନୀୟ ସମ୍ପ୍ରଦାୟର ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କ ଏକ…

ୟୁପିରେ ଶ୍ରଦ୍ଧାଙ୍କ ପରି ମାମଲା! ଲିଭ୍-ଇନ୍ ଗର୍ଲଫ୍ରେଣ୍ଡ ଗର୍ଭବତୀ ହେବାରୁ ହତ୍ୟା କଲା ପ୍ରେମିକ, ଶରୀରକୁ କରିଦେଲା ଖଣ୍ଡ ଖଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଦେଓରିଆରେ ୩୦ ସେପ୍ଟେମ୍ବରରେ, ୩୦ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ତିନି ଖଣ୍ଡରେ ମିଳିଥିଲା । ଏହି ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ମୁନ୍ନା ନିଶାଦଙ୍କୁ ଗିରଫ କରାଯାଇଛି ।…

କଖାରୁ ଚୋରକୁ ମୁଣ୍ଡ କାଟ ନୀତି: ରସୁଣ ଚୋରି କରିବା ସନ୍ଦେହରେ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କଲେ ଦୋକାନୀ

ମହାରାଷ୍ଟ୍ର: ଓଡ଼ିଆରେ ଏକ କଥା ଅଛି ଯେ କଖାରୁ ଚୋରକୁ ମୁଣ୍ଡ କାଟ, ଅର୍ଥାତ ଛୋଟ ଅପରାଧ ପାଇଁ ବଡ଼ ଦଣ୍ଡ । ତେବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇର ବୋରିଭଲି ଅଞ୍ଚଳରେ । ଏଠାରେ ରସୁଣ ଚୋରି…

ଆଜିଠାରୁ ଲୋନ୍ ମହଙ୍ଗା କଲା SBI: ଏଣିକି ହୋମ୍ ଲୋନ୍ ଓ ପର୍ସନାଲ ଲୋନ୍ ଇତ୍ୟାଦିର ବଢ଼ିବ EMI

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶୁକ୍ରବାର ଦିନ ଚୟନ ଅବଧି ପାଇଁ ଏମସିଏଲଆରର ମାର୍ଜିନାଲ ମୂଲ୍ୟରେ ୫-୧୦ ଆଧାର ପଏଣ୍ଟ ବୃଦ୍ଧି କରିବାକୁ ଘୋଷଣା କରିଛି । ଏହାର ଅର୍ଥ ସାଧାରଣ ଲୋକଙ୍କ ପାଇଁ ହୋମ୍…

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଜେପି ବିଧାୟକ: ୨୫ ବର୍ଷ କାରାଦଣ୍ଡ ଘୋଷଣା

ଉତ୍ତରପ୍ରଦେଶ: ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଜେପି ବିଧାୟକ । ଉତ୍ତରପ୍ରଦେଶ ଜିଲ୍ଲା ଦୁଧୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମଦୁଲାର ଗୌଡ଼ଙ୍କୁ ସୋନଭଦ୍ରା…