Browsing Category
Featured
ଆସନ୍ତା କାଲିଠୁ ରତ୍ନଭଣ୍ଡାର ଲେଜର ସ୍କାନିଂ: ଏଏସଆଇ ଦେବ ଫାଇନାଲ ରିପୋର୍ଟ
ପୁରୀ: ଆସନ୍ତା କାଲିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ ହେବ । କାର୍ତ୍ତିକ ମାସରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ଣ୍ଣିମା ପରଦିନ ଏହି ସ୍କାନିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବାହାର ପଟ କାନ୍ଥର…
ମସ୍କଙ୍କ ଉପରେ ରାଗିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଏଲନ୍ ମସ୍କଙ୍କ ଉପରେ ଖପ୍ପା ହୋଇଛନ୍ତି । ସୁନକ ତାଙ୍କୁ ନେଇ ଆଲୋଚନା କରିବା ସହ ତାଙ୍କ ଉପରେ କଡା ଟିପ୍ପଣୀ କରିଛନ୍ତି । ମସ୍କ ତାଙ୍କର ଏକ ପୋଷ୍ଟରେ ଇହୁଦୀ ବିରୋଧୀ…
ସରକାର ଭରିବେ ପାଠପଢା ଖର୍ଚ୍ଚ! ଏଣିକି ଟଙ୍କା ପାଇଁ ଅଟକିବନି ପିଲାଙ୍କ Education
ହରିୟାଣା: ଝିଅମାନଙ୍କର ଉପଯୁକ୍ତ ଶିକ୍ଷା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରୁଛନ୍ତି । ତେବେ ଅନେକ ସ୍ଥାନରେ ଦେଖାଯାଇଥାଏ ଯେ ଅର୍ଥ ଅଭାବରୁ ପରିବାରରେ ଝିଅମାନଙ୍କର ଶିକ୍ଷା କଷ୍ଟକର ହୋଇପଡେ । ଉଚ୍ଚ…
ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଉପସ୍ଥାପନ ହେବ ଏହିସବୁ ଗୁରୁତ୍ୱପୂର୍ଣ୍ଣ ବିଲ୍
ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହେବ ଓ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା ପୂର୍ବରୁ ୨ ଡିସେମ୍ବରରେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି ।…
ଆକାଶରୁ ବୃଷ୍ଟି ହେଲା ‘ମୃତ୍ୟୁ’ର ଭୟଙ୍କର ରୂପ: ବଜ୍ରପାତରେ ୨୦ ଜଣଙ୍କର ମୃତ୍ୟୁ
ଗୁଜୁରାଟ: ଗୁଜୁରାଟରେ ଅଚାନକ ବଦଳିଯାଇଛି ପାଣିପାଗର ରୂପ । ଆକାଶରୁ ହଠାତ୍ ଭୟଙ୍କର ରୂପ ନେଇ ଖସିଛି ବିଜୁଳି । ଏଥିରେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରପାତ ଅନେକ…
ପ୍ରତିଦିନ ୩୦ ମିନିଟ ଜଗିଂ ପକାଇଥାଏ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏପରି ପ୍ରଭାବ: ଦୂର ହୋଇଥାଏ ଏହି ସମସ୍ୟା
ସୁସ୍ଥ ରହିବା ପାଇଁ ଆମକୁ ସକାଳେ ବିଭିନ୍ନ ବ୍ୟାୟାମ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେବେ ଏଥିରେ ସେମାନେ ଜଗିଂକୁ ମଧ୍ୟ ଯୋଗ କରିଥାନ୍ତି । ଏଥିରେ ଆପଣଙ୍କୁ ଧୀର ଗତିରେ ଚାଲିବାକୁ ପଡ଼ିଥାଏ…
BJDରେ ସାମିଲ ହେଲେ ଭି.କେ. ପାଣ୍ଡିଆନ୍: ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ୫ଟି ସଚିବ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରୁ ଆସିଛି ଏକ ବଡ଼ ଖବର । ବିଜୁ ଜନତା ଦଳରେ ଯୋଗେ ଦେଇଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ ।…
Big Breaking; ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ! ନବୀନ ନିବାସରେ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର: ଆଜି ନବୀନ ନିବାସ ସମ୍ମୁଖରେ ଲାଗିଛି ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼ । ଜଣକ ପରେ ଜଣେ ଦଳର ଅନେକ ନାମୀ ଚେହେରା ନବୀ ନିବାସରେ ଆସି ପହଞ୍ଚିଛନ୍ତି । ଏଠାରେ ଦଳ ତରପରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର…
ନୂଆ ସପ୍ତାହରେ ଏହି ୩ ରାଶିର ଲୋକଙ୍କୁ ମିଳିବ ସଫଳତା: ଧନଲାଭ ହେବାର ସୁଯୋଗ
ନୂଆଦିଲ୍ଲୀ: ନଭେମ୍ବର ମାସର ଆଉ ଏକ ନୂଆ ତଥା ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜ୍ୟୋତିଶ ଶାସ୍ତ୍ର…
ଭାରୀ ଉପକାରୀ ମୁଗ ଡାଲି: ଶରୀରରେ ବ୍ଲଡ ପ୍ରେସରକୁ କରେ ନିୟନ୍ତ୍ରଣ
ନୂଆଦିଲ୍ଲୀ: ମୁଗଡାଲି ପ୍ରାୟତଃ ଘରେ ଏବଂ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି । ଏଥିରେ ଭରପୂର ରହିଛି ଆଣ୍ଟିଅକ୍ସିଡାଣ୍ଟ । ପ୍ରତଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର…