Browsing Category

Featured

Airtel Business CEO ଅଜୟ ଚିତକାରାଙ୍କ ଇସ୍ତଫା: ୨୩ ବର୍ଷ ପରେ କମ୍ପାନୀ ଛାଡ଼ିଲେ

ନୂଆଦିଲ୍ଲୀ: ଟେଲିକମ୍ ଜଗତରୁ ଆସିଛି ଏକ ବଡ଼ ଖବର । ଏୟାରଟେଲ ବିଜିନେସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅଜୟ ଚିତକାରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଜୟ ଏୟାରଟେଲ କମ୍ପାନୀ ସହିତ ଦୀର୍ଘ ୨୩ ବର୍ଷ ଧରି…

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ଯୁକ୍ତଦୁଇ ଆଡମିଶନ ପାଇଁ ଆବେଦନ ତାରିଖ ବୃଦ୍ଧି, ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ତାରିଖ ବୃଦ୍ଧି ପାଇଛି । ପୂର୍ବରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ତାରିଖ ଜୁନ ୨୦ରୁ ଜୁନ ୨୬…

‘ଦିଲ ସେ ବୁରା ଲଗତା ହୈ’ ଡାଇଲଗ୍ କହୁଥିବା ଶିଶୁ କମେଡ଼ିଆନଙ୍କ ପରଲୋକ: ସଡ଼କ ଦୁର୍ଘଟଣାରେ ଦେବରାଜଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଦିଲ ସେ ବୁରା ଲଗତା ହୈ’ ଡାଇଲଗ୍ ମାଧ୍ୟମରେ କୋଟି କୋଟି ଲୋକଙ୍କ ମନକୁ ଜିତି ପାରିଥିବା ଶିଶୁ କମେଡ଼ିଆନ୍ ଆଉ ନାହାନ୍ତି । ନିଜର କମେଡ଼ି ଭିଡିଓ ପାଇଁ…

ପ୍ରସିଦ୍ଧ ଟୁରିଷ୍ଟ ଗାଇଡ୍ କାଲୁଙ୍କ ଆତ୍ମହତ୍ୟା! ଶିକ୍ଷାଗତ ଯୋଗ୍ୟତା ପଞ୍ଚମ, କିନ୍ତୁ ଜାଣିଥିଲେ ୮ଟି ବିଦେଶୀ ଭାଷା

ନୂଆଦିଲ୍ଲୀ: ଜଣାଶୁଣା ଟୁରିଷ୍ଟ ଗାଇଡ୍ କାଲୁ ଆଉ ନାହାନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରର ଏହି ଟୁରିଷ୍ଟ ଗାଇଡ୍ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଶିକ୍ଷାଗତ ଯୋଗ୍ୟତା ମାତ୍ର ୫ମ ହୋଇଥିଲେ ହେଁ କାଲୁ ଇଂରାଜୀ…

ସରକାରଙ୍କ ବଡ଼ ଘୋଷଣା: ୪୦ ଲକ୍ଷ ମହିଳାଙ୍କୁ ବଣ୍ଟାଯିବ ସ୍ମାର୍ଟଫୋନ, ୩ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ଇଣ୍ଟରନେଟ

ଜୟପୁର: ଜନସାଧାରଣଙ୍କ ପାଇଁ ସରକାର ଭିନ୍ନ ଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରି ଟଙ୍କା ପ୍ରଦାନ କରୁଛନ୍ତି । ଏହାରି ମଧ୍ୟରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ରାଜ୍ୟର ମହିଳା ମାନଙ୍କ ପାଇଁ ଏକ ଖୂସି ଖବର…

ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ୍: Group-D ଠାରୁ Group-A ପର୍ଯ୍ୟନ୍ତ ନିର୍ଦ୍ଧାରିତ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ତାଲିମ୍ । ଏହି ତାଲିମ୍ ପାଇଁ ପାଠ୍ୟକ୍ରମ ବିକଶିତ ହେବ । ଏନେଇ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର…

ଦେଶର ୮୦ ପ୍ରତିଶତ ଭାଗ ଛୁଇଁଲା ମୌସୁମୀ, ଚଳିତ ବର୍ଷ ସୃଷ୍ଟି କରିବ ଦୁଇଟି ଭିନ୍ନ ରେକର୍ଡ

ନୂଆଦିଲ୍ଲୀ: ଦେଶର ୮୦ ପ୍ରତିଶତ ଭାଗରେ ମୌସୁମୀ ପହଁଚି ସାରିଛି । ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଗତି ଉପରେ ଭାରତ ମୌସୁମୀ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଡା. ନରେଶ କୁମାର କହିଛନ୍ତି ଯେ, ଚଳିତ ବର୍ଷ…

ବାହାନଗା ପରେ ଦିଗପହଣ୍ଡି: ଟ୍ରେନ ପରେ ବସ୍ ଦୁର୍ଘଟଣା, କି ଦୋଷ କରିଛନ୍ତି ଓଡ଼ିଶାବାସୀ, କାହିଁକି ବାରମ୍ବାର ଘଟୁଛି ଏପରି ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…

ସାଧାରଣ ଜନତାଙ୍କ ପାଇଁ ବଡ଼ ଝଟକା: ଆକାଶ ଛୁଇଁଲା ବିଲାତି ମୂଲ୍ୟ, ଜାଣନ୍ତୁ ୧ କିଲୋର ଦର କେତେ

ନୂଆଦିଲ୍ଲୀ : ଦେଶରେ ଏବେ ପ୍ରତିଦିନ ମହଙ୍ଗା ବଢି ବଢି ଚାଲିଛି । ଗ୍ରୀଷ୍ମ ପ୍ରବାହ କାରଣରୁ ପନିପରିବାର ମୂଲ୍ୟ ବଢିବା ଦେଖାଯାଇଛି । ଏହି ସମୟରେ ଟମାଟର ମୂଲ୍ୟ ଦୁଇଗୁଣା ହୋଇଯାଇଛି । ଖୁଚୁରା ମୂଲ୍ୟରେ ଟମାଟର ଦର ୮୦…

ଟାର୍ଗେଟ ପୂରଣ କରି ନପାରିଲେ କର୍ମଚାରୀ ଖାଇବେ କଞ୍ଚା କଲରା: କମ୍ପାନୀ ଲାଗୁ କଲା ଅଜବ ନିୟମ

ନୂଆଦିଲ୍ଲୀ: କର୍ପୋରେଟ ସେକ୍ଟରରେ କାମର ଚାପ କେତେ ଅଧିକ ତାହା ଜଣେ ଭୁକ୍ତଭୋଗୀ ହିଁ ଭଲଭାବେ କହିପାରିବ । ଏହି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବଡ଼ଧରଣର ଟାର୍ଗେଟ ଦିଆଯାଇଥାଏ । ସେହି ହିସାବରେ କର୍ମଚାରୀଙ୍କ…