Browsing Category
Featured
ସ୍ୱାସ୍ଥ୍ୟ ପକ୍ଷେ ହିତକର ମେଥି ପାଣି: ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟାରୁ ମିଳିଥାଏ ମୁକ୍ତି
ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ । ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି…
ହିନ୍ଦୁ ମହିଳା ଓ ମୁସଲିମ୍ ଯୁବକ ଲିଭ ଇନ୍ ରିଲେସନରେ ରହିବାକୁ ନେଇ ଦାୟର କରିଥିଲେ ଯାଚିକା: କୋର୍ଟ କହିଲେ ଏହା ଅନୁଚିତ
ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜଣେ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ କରି କହିଛନ୍ତି ଇସଲାମରେ ଲିଭ୍ ଇନ୍ ରିଲେସନ୍ କୁ ସ୍ୱୀକୃତି ମିଳିବ ନାହିଁ । ଏହି ମହିଳା ଜଣକ ମୁସଲିମ୍ ଯୁବକଙ୍କ ସହ…
ବନ୍ୟା ବିତ୍ପାତରେ ୬ ମୃତ, ବୁଡିଗଲା ୧୨ ଗାଡି: ୭୨ ଘଣ୍ଟାରେ ସବୁକିଛି ଛାରଖାର
ଶିମଲା: ପ୍ରବଳ ବର୍ଷା ବର୍ତ୍ତମାନ ହିମାଚଳ ପ୍ରଦେଶରେ ନେଇଛି ଏକ ଭୟଙ୍କର ରୂପ । ବାଦଲ ଫଟା ବର୍ଷା ପରେ ଏଠାରେ ଭୀଷଣ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଅନେକ ଜନହାନୀ ଘଟୁଥିବା ବେଳେ ୧୨ଟି ଗାଡିକୁ ଧୋଇ ନେଇଛି…
ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ, ୬ ଦିନରେ ହେଲା ହେରାପଞ୍ଚମୀ ନୀତି ପରମ୍ପରା
ପୁରୀ : ବର୍ଷବର୍ଷ ଧରି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିନରେ ହେରାପଞ୍ଚମୀ ନୀତି ପାଳନ କରାଯାଏ । ଏହି ହେରାପଞ୍ଚମୀ ନୀତିରେ ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କ ଗୋପନଯାତ୍ରା ଓ ରଥଭଙ୍ଗା ନୀତି ସଂପନ୍ନ…
ଡେଙ୍ଗୁ,ମ୍ୟାଲେରିଆ ପରି ଭୟଙ୍କର ରୋଗକୁ ସାଥିରେ ଧରି ଆସିଥାଏ ବର୍ଷା, କିପରି ନିଜକୁ ସୁରକ୍ଷିତ ରଖିିବେ ଜାଣି ନିଅନ୍ତୁ
ନୂଆଦିଲ୍ଲୀ:ଏବେ ଦେଶର ବହୁ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏହି ବର୍ଷା ଗୋଟିଏ ପଟେ ଗରମରୁ ମୁକ୍ତି ଦେଇଥିବା ବେଳେ ଅନ୍ୟପଟେ ଏହା ବିଭିନ୍ନ ରୋଗ (ଯେପରିକି ଡେଙ୍ଗୁ, ମ୍ୟାଲେରିଆ)ର ଆଶଙ୍କାକୁ ବି ନିଜ…
ଦିଗପହଣ୍ଡି ଦୁର୍ଘଟଣା: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜ୍ୟ ସରକାର
ଗଞ୍ଜାମ: ଗଞ୍ଜାମ ଦିଗପହଣ୍ଡିରେ ଛକରେ ଏକ ଭୟଙ୍କର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୨ ଜଣ ଯାତ୍ରୀ । ଏଥିସହିତ ପ୍ରାୟ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟରାରେ…
ବାସ୍ତୁଦୋଷ ଦୂର କରେ ଗଙ୍ଗାଜଳ, କମିଯାଏ କୁ-ଦୃଷ୍ଟିର ପ୍ରଭାବ
ଗଙ୍ଗାଜଳକୁ ହିନ୍ଦୁଧର୍ମରେ ଖୁବ୍ ପବିତ୍ର ବୋଲି କୁହାଯାଇଥାଏ । ମନରେ ଶ୍ରଦ୍ଧା ରଖି ଗଙ୍ଗାଜଳକୁ ଘରେ ରଖିଲେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି । ତା’ଛଡ଼ା ବାସ୍ତୁଦୋଷ ହେଉ ଅବା କାହାର କୁ-ଦୃଷ୍ଟିକୁ…
ବଙ୍ଗୋପସାଗରରେ ଲଘୁଚାପ , ଦୁଇ ଦିନ ପ୍ରବଳ ବର୍ଷିବ: ଏହିସବୁ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ଦୁଇଦିନ ଧରି ପ୍ରବଳ ବର୍ଷାର…
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତର ଫଟୋ : କଡ଼ା ଚେକିଂ ପରେ ଏପରି ଭୁଲ କାହିଁକି ?
ପୁରୀ: ପୁରୀ ଶନ୍ମନ୍ଦିରକୁ ନେଇ ଚେକିଂ ଯେତେ କଡ଼ାକଡ଼ି କଲେ ବି କିଛି ଅମାନିଆ ଲୋକମାନେ ଏହାକୁ ଖାତିର ନକରି ନିୟମର ଉଲ୍ଲଙ୍ଘନ କରୁଛନ୍ତି । କିଛି ମାସ ତଳେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା…
ଗବେଷଣାରୁ ଖୁଲାସା : ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା
ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଏନେଇ ଏକ ଗବେଷଣାରୁ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍ ନୁହେଁ। ଏହାଦ୍ୱାରା ଗମ୍ଭୀର…