
Browsing Category
Featured
ବଡ଼ ଖୁସି ଖବର: ୨୦ ଫୁଟ ଗଭୀର ବୋରୱେଲ ଭିତରୁ ଉଦ୍ଧାର ହେଲେ ବୃଦ୍ଧା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଥିବା ଅଘଟଣକୁ ନେଇ ଆସିଛି ଏକ ଖୁସି ଖବର । ୨୦ ଫୁଟ ବୋରୱେଲ ଭିତରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୫ ଘଣ୍ଟାର…
‘ବିକାନେରୱାଲା’ର ପ୍ରତିଷ୍ଠାତା ଲାଲା କେଦାରନାଥଙ୍କ ପରଲୋକ: ରାସ୍ତାରେ ରସଗୋଲା ବିକ୍ରି କରି ଛିଡ଼ା କରିଥିଲେ ୧୩୦୦ କୋଟିର ସଂସ୍ଥା
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ମିଠା ବ୍ୟବସାୟୀ ଲାଲା କେଦାରନାଥ ଅଗ୍ରୱାଲଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ କେଦାରନାଥଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ମିଠା ଓ ନମକୀନର ଜଣାଶୁଣା ଚେନ ଭାବେ ପରିଚିତ ‘ବିକାନେରୱାଲା’ର…
ମାତ୍ର ୬୦ ଟଙ୍କାରେ କିଣନ୍ତୁ ୧ କିଲୋ ‘ଭାରତ ଡାଲି’, ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା
ନୂଆଦିଲ୍ଲୀ: ଗତ କିଛି ମାସ ଧରି ମହଙ୍ଗା ମାଡ ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବରର ମୁଦ୍ରାସ୍ଫୀତି କିଛି ମାତ୍ରାରେ ଆରାମ ଦେଇଛି । ଜୁଲାଇରୁ ଲଗାତାର ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି…
ପେଟ ସଂକ୍ରମଣକୁ ଅଣଦେଖା କଲେ ଭୋଗିବେ ଏହି ସମସ୍ୟା
ପେଟ ସଂକ୍ରମଣର ଅନେକ କାରଣ ରହିଛି । ଏହାର ଅନେକ ପ୍ରକାର ଲକ୍ଷଣ ମଧ୍ୟ ରହିଛି । କିଛି ସମସ୍ୟାର ଲକ୍ଷଣ ସମାନ ଥିଲେ ବି ରୋଗ ଏକା ନୁହେଁ, ଆଉ ଏହାର ପ୍ରତିକାର ବି ଅଲଗା । କିଛି ଲକ୍ଷଣ ଯୋଗୁଁ ଅନେକ ଲୋକ ଏହାକୁ ମଳକଣ୍ଟକ…
(Video) ଓଡ଼ିଶାରେ ବଡ଼ ଅଘଟଣ: ୨୦ ଫୁଟ ଗଭୀର ବୋରୱେଲ ଭିତରେ ଖସି ପଡ଼ିଲେ ବୃଦ୍ଧା, ଚାଲିଛି ଉଦ୍ଧାର କାର୍ଯ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିପଦ ସାଜିଲା ଖୋଲା ବୋରୱେଲ । ଖୋଲା ବୋରୱେଲରେ ଖସି ପଡ଼ି ପୂର୍ବରୁ ଅନେକ ଛୋଟପିଲାଙ୍କର ଜୀବନ ଯାଇଥିବା ବେଳେ ପୁଣି ଘଟିଛି ଏକ ସମାନ ଘଟଣା । ବୋରେୱେଲରେ ଖସିପଡ଼ିଛନ୍ତି ଜଣେ ବୃଦ୍ଧା…
ବିଦେଶରେ ଚମକିଲେ ଓଡ଼ିଆ ପୁଅ: ପ୍ରମୋଦ ଭଗତ ପୁଣି ଜିତିଲେ ସ୍ୱର୍ଣ୍ଣ ପଦକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ପୁଣି ଥରେ ଚମକିଛନ୍ତି ଓଡ଼ିଆ ପୁଅ । ପୁଣି ଥରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରାଜ୍ୟର ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ । ଜାପାନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ…
IT ଏକ୍ସପର୍ଟଙ୍କ ଚେତାବନୀ: ଆପଣଙ୍କ ଫୋନ୍ ବି ବ୍ଲାଷ୍ଟ ହୋଇଯାଇପାରେ, ସ୍ମାର୍ଟଫୋନ୍ କାହିଁକି ବ୍ଲାଷ୍ଟ ହୁଏ
ନୂଆଦିଲ୍ଲୀ: ଦିନକୁ ଦିନ ଇଣ୍ଟରନେଟର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଅଧିକାଂଶ ସମୟରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଦେଖାଯାଉଛି । ତେବେ ଅନେକ…
ଓବେରୟ ଗ୍ରୁପ କାର୍ଯ୍ୟକାରୀ ଅଧ୍ୟକ୍ଷ PRS ଓବେରୟଙ୍କ ପରଲୋକ
ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ଭାରତୀୟ ହସ୍ପିଟାଲିଟି ଶିଳ୍ପର ଜଣେ କିମ୍ବଦନ୍ତୀ ପୁରୁଷଙ୍କର ପରଲୋକ ଘଟିଛି । ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟ ଆଉ ନାହାନ୍ତି । ୯୪ ବର୍ଷ ବୟସରେ…
ଅବିଶ୍ୱସନୀୟ ବିଶ୍ୱ ରେକର୍ଡ: ଡବଲ ହ୍ୟାଟ୍ରିକ, ୬ ବଲରେ ୬ଟି ୱିକେଟ ନେଲେ ବୋଲର
ନୂଆଦିଲ୍ଲୀ: କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । କ୍ରିକେଟ ଇତିହାସରେ ଏପରି ଅନେକ ରେକର୍ଡ ଲିପିବଦ୍ଧ ହୋଇଥିବା ବେଳେ କିଛି ରେକର୍ଡ ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଅତୁଟ ରହିଥାଏ । ତେବେ ଏହା ମଧ୍ୟରେ…
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର: ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…