fbpx
Browsing Category

Featured

କେହି ଖାଲି ପେଟରେ ଶୋଇବା ଭାରତର ସଂସ୍କୃତି ନୁହେଁ, ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେହି ଭୋକରେ ରହିବା ଭାରତୀୟ ସଂସ୍କୃତି ନୁହେଁ। ତେଣୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌(ଏନଏସଏଫଏସ) ଅଧିନରେ କିପରି ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଖାଦ୍ୟସଶ୍ୟ ପହଞ୍ଚିବ ତାହା କେନ୍ଦ୍ର ସରକାରଙ୍କ ଦାୟିତ୍ୱ…

‘ମୁଁ ଯାହା କହିଥିଲି, ତାହା କରିକି ଦେଖାଇଛି’ ଯୋଗୀଙ୍କ କିଛି ଏଭଳି କଥାରେ କମ୍ପିଲା ବିଧାନସଭା

ନୂଆଦିଲ୍ଲୀ:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କିଏ ଅବା ନଜାଣେ । ତାଙ୍କର କାର୍ଯ୍ୟ ହିଁ ତାଙ୍କର ପରିଚୟ । କ୍ଷମତାକୁ ଆସିବା ପରେ ସେ ଏହି ଭଳି ବହୁ କାର୍ଯ୍ୟ କରିଛନ୍ତି ଯାହାକୁ ନେଇ ସବୁ ବେଳେ ଚର୍ଚ୍ଚା ବିଷୟ…

କେଉଁ ଦିନ ଜନ୍ମ ହୋଇଛନ୍ତି ଆପଣ ? ଦିନ ହିସାବରେ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ

ନିଜ ରାଶି, ରାଶିଫଳ ଓ ଜନ୍ମ ତିଥି ଅନୁସାରେ ଲୋକଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଆପଣ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି, ପ୍ରତ୍ୟେକ ଦିନରେ ମଧ୍ୟ ଅଲଗା ଅଲଗା ଶକ୍ତି ରହିଛି । ଏହା ସେହି ଦିନ ଜନ୍ମ…

DPSର ମାନ୍ୟତା ରଦ୍ଦ: ଫିସ୍ ବୃଦ୍ଧି ପଡ଼ିଲା ମହଙ୍ଗା, କେଜ୍ରିୱାଲ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ, ଛାତ୍ର ଓ ଶିକ୍ଷକମାନେ ଏବେ କରିବେ କ’ଣ

ନୂଆଦିଲ୍ଲୀ: ଦିଲ୍ଲୀ ପବ୍ଲିକ ସ୍କୁଲ (ଡିପିଏସ) ଉପରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫିସ୍ ବୃଦ୍ଧି କାରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଡିପିଏସ ରୋହିଣୀର ମାନ୍ୟତା…

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରି ଠକିଦେଲା ଫେସ୍‌ବୁକ୍‌, କଥାଦେଇ ରଖିଲାନି କଥା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ର ମୁଳ କମ୍ପାନୀ ମେଟା ନିକଟରେ ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହା ସହିତ କମ୍ପାନୀ ଘୋଷଣା କରିଥିଲା ଯେ, ସେମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ପ୍ରଦାନ କରିବ। କିନ୍ତୁ ଯାହା…

ଦିଲ୍ଲୀ ଏମ୍ସ ପରେ ଆଇସିଏମଆର ଉପରେ ୬୦୦୦  ଥର ସାଇବର ଆଟାକ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ପରେ ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ଉପରେ ସାଇବର ଆଟାକ୍ କରିବାକୁ ପ୍ରୟାସ। ନଭେମ୍ବର ୩୦ରେ ଆଇସିଏମଆର ଉପରେ  ହ୍ୟାକର ମାନେ ୨୪ ଘଣ୍ଟା ଅବଧିରେ ଅତି କମରେ ୬୦୦୦ …

ଶୋଇବା ପୂର୍ବରୁ ଗୋଡରେ କରନ୍ତୁ ସୋରିଷ ତେଲ ମସାଜ୍: ବ୍ଲଡ ସର୍କୁଲେସନ ତୀବ୍ର ହେବା ସହ ଚମକିବ ସ୍କିନ୍

ଆଗ କାଳରେ ଜେଜେ-ଜେଜେମା’ମାନେ ପାଦରେ ସୋରିଷ ତେଲ ମସାଜ କରିବାକୁ କୁହନ୍ତି । ତାଙ୍କ କହିବା ଅର୍ଥ, ପାଦରେ ଆମ ଶରୀର ସହିତ ଜଡିତ ସମସ୍ତ ଆକ୍ୟୁପ୍ରେସର ପଏଣ୍ଟ ଅଛି । ଯେତେବେଳେ ଆପଣ ପାଦରେ ସୋରିଷ ତେଲ ମସାଜ କରନ୍ତି,…

BCCIର ନିଷ୍ପତ୍ତି: ନିଯୁକ୍ତି ପାଇଲେ ଭାରତୀୟ ମହିଳା ଟିମର ବ୍ୟାଟିଂ କୋଚ ଓ NCAର ସ୍ପିନ୍ ବୋଲିଂ କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆକ୍ସନ ମୋଡ଼କୁ ଆସିଯାଇଛି । ନିକଟରେ ସମାପ୍ତ ହୋଇଥିବା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ ପରେ ବିସିସିଆଇ ପୁରୁଣା ସଦସ୍ୟଙ୍କୁ ହଟାଇ ନୂଆ…

ପୃଥିବୀପୃଷ୍ଠରୁ ଚିହ୍ନଟ ହେଲା ରହସ୍ୟମୟ ଫଙ୍ଗସ୍ ,ବୈଜ୍ଞାନିକ କହିଲେ ଏହା ଅନ୍ୟ ଦୁନିଆରୁ ଆସିଛି !

ଆଜି ବି ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ଅନେକ ରହସ୍ୟ ପ୍ରକାଶ କରାଯାଇ ନାହିଁ। ଆଜି ଆମେ ଏପରି ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ଦେଖିବା ପରେ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ବହୁ ବର୍ଷର…

ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ପୁରୁଷ! କେବଳ ଜୀବିତ ରହିବେ ମହିଳା, Y Chromosome କ୍ରମଶଃ ସମାପ୍ତ ହେବାରେ ଲାଗିଛି – ରିସର୍ଚ୍ଚ

ନୂଆଦିଲ୍ଲୀ: ଦିନକୁ ଦିନ ବିଶ୍ୱର ପରିସ୍ଥିତି କ୍ରମଶଃ ଭୟଙ୍କର ଆଡ଼କୁ ଗତି କରୁଛି । ତେବେ ଏହା ମଧ୍ୟରେ ଏକ ଭୟଙ୍କର ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । ପୃଥିବୀ ପୃଷ୍ଠରେ ଆଗାମୀ ଦିନମାନଙ୍କରେ ପୁରୁଷଙ୍କୁ ଆଉ ଦେଖିବାକୁ…