fbpx
Browsing Category

Featured

ରାଶିଫଳ(ଶୁକ୍ରବାର,୦୯ ଡ଼ିସେମ୍ବର,୨୦୨୨)

ମେଷ: ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ । ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ । ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି ।…

ହକି ବିଶ୍ୱକପର ପ୍ରଚାରରେ ସାମିଲ ହେବେ ସ୍କୁଲ ପିଲା: ବାର୍ଷିକ କ୍ରୀଡ଼ା ଉତ୍ସବ ଶୀଘ୍ର ସାରିବାକୁ ସ୍ଥିର ହେଲା ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ହକି ବିଶ୍ୱକପ୍ । ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଦୁଇଟି ସହରରେ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ…

AAIରେ ନିଯୁକ୍ତି ସୁଯୋଗ, ୫୯୬ଟି ପଦବୀ ପାଇଁ ଜାରି ହେଲା ନୋଟିଫିକେସନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୫୯୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଗେଟ୍ ୨୦୨୦ / ୨୦୨୧ / ୨୦୨୨ ଜରିଆରେ କନିଷ୍ଠ…

୨୦୨୩ରେ ବଦଳିବ ଏହିସବୁ ବ୍ୟକ୍ତିଙ୍କ ଭାଗ୍ୟ; ହେବ ଧନ ବର୍ଷା, ମିଳିବ ଅନେକ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ଅରମ୍ଭ ହେବ । ତେବେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ଆଗାମୀ ନୂତନ ବର୍ଷ ୨୦୨୩ ସମସ୍ତଙ୍କ ପାଇଁ ଶୁଭ ଏବଂ ମଙ୍ଗଳମୟ ହେଉ । ତେବେ ଶାସ୍ତ୍ର…

କାହିଁକି କମ ବୟସରୁ ପାଚିଯାଉଛି ଚୁଟି, ଡାକ୍ତରଙ୍କ ଠାରୁ ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ସାଧାରଣତଃ ବୟସ ବଢିବା ସହ କେଶ ପାଚିଥାଏ । ପୂର୍ବକାଳରେ ଲୋକଙ୍କ ବୃଦ୍ଧାବସ୍ଥା ଆସିବା ପରେ କେଶ ପାଚି ଧଳା ହେଉଥିଲା । କିନ୍ତୁ ବର୍ତ୍ତମାନ ଆମର ଅନିୟମିତ ଖାଦ୍ୟପେୟ ପାଇଁ ବହୁ କମ ବୟସରୁ କେଶ ପାଚିଯାଉଛି । ଆଜିକାଲି…

ଭାରତ ପାଇଁ ବଡ଼ ଝଟକା: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରୋହିତଙ୍କ ପରେ ବାଦ ପଡିଲେ ଏହି ଖେଳାଳି!

ନୂଆଦିଲ୍ଲୀ: ଆହତ କାରଣରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ ପଡିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି, ଯେଉଁଥିପାଇଁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ…

ଦେଶ ପାଇଁ ସର୍ଟକଟ୍ ବିପଜ୍ଜନକ; ଗୁଜରାଟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟରେ ବିରୋଧୀ

ନୂଆଦିଲ୍ଲୀ: ଗୁଜୁରାଟରେ ରେକର୍ଡ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ହିମାଚଳ ପ୍ରଦେଶ ଭଳି ଗୁଜୁରାଟର ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ।…

ହ୍ୱାଟ୍ସଆପରେ ଆପଣଙ୍କର କ୍ରେଡିଟ୍ ସ୍କୋର ଜାଣନ୍ତୁ, ଫଲୋ କରନ୍ତୁ ଏହି ପ୍ରଣାଳୀ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ପ୍ରକାରର ଲୋନ ନେବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ପ୍ରଥମେ ଆପଣଙ୍କର ସିବିଲ୍ ସ୍କୋର ଯାଞ୍ଚ କରିବାକୁ ପଡିବ। ତେବେ ଏଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ। କାରଣ ବର୍ତ୍ତମାନ ଆପଣ ମାଗଣାରେ…

ସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ, ୧୨ଶ, ସ୍ନାତକ କରିଥିଲେ ଆବେଦନ କରିପାରିବେ

ନୂଆଦିଲ୍ଲୀ: ସରକାରୀ ଚାକିରୀ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ଭାରତୀୟ ରେଳବାଇ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ…

୪ ପ୍ରକାରର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ମୂଳା; ଜାଣନ୍ତୁ କ’ଣ ରହିଛି କାରଣ

ଶୀତ ଋତୁରେ ମୂଳା ଔଷଧଠାରୁ କମ୍ ନୁହେଁ, କାରଣ ଏଥିରେ ଅନେକ ପ୍ରକାରର ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ଦେଇଥାଏ, ଏହା ସାଧାରଣତଃ ସାଲାଡ୍ ରେ ଖିଆଯାଏ । କିଛି ଲୋକ ଏହାର ପକୋଡା,…