fbpx
Browsing Category

Featured

ମୋଦୀଙ୍କ ୭ଟି ବ୍ରହ୍ମାସ୍ତ୍ର କ’ଣ: କେମିତି ଘାଇଲା ହୋଇଗଲେ AAP ଓ କଂଗ୍ରେସ, ଦିଲ୍ଲୀ ଓ ହିମାଚଳର ଯାଦୁ ଗୁଜରାଟରେ କାମ ଦେଲାନି କାହିଁକି?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ବାତାବରଣ ଛାଇ ରହିଛି । ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ) ମୋଟ ୨୫୦ଟି ୱାର୍ଡ ମଧ୍ୟରୁ ୧୩୪ଟିରେ ଜିତି ବିଜେପିର ୧୫ ବର୍ଷର ଇତିହାସକୁ…

ଭୂତ ଏବଂ ଯାଦୁଗରଙ୍କ ଘେରରେ ରୁହନ୍ତି ଏହି ଝିଅ, ଅତ୍ମା ମାନଙ୍କ ସହ ହୁଅନ୍ତି କଥା

ଦୁନିଆରେ ଭୂତ ଅଛି ବୋଲି କିଛି ଲୋକ ବିଶ୍ୱାସ କରୁଥିଲେ ମଧ୍ୟ କିଛି ଲୋକେ ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ନିଜକୁ ସାଇକୋପେଥ କହୁଥିବା ଜଣେ ବିଦେଶୀ ଝିଅ ଭୂତ ସହ କଥା ହେଇପାରିବେ ବୋଲି ଦାବି କରିଛନ୍ତି । ସେ…

ଓଡିଶା ବାହାରେ କମାଲ ଦେଖାଇବ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’; ବେଙ୍ଗାଲୁର , ମୁମ୍ବାଇ ଓ ପୁଣେରେ ହେବ ରିଲିଜ

ଭୁବନେଶ୍ୱର: ଅନେକ ସମୟ ପରେ ପୁଣିଥରେ ଓଡିଆ ଚଳଚ୍ଚିତ୍ରର ରୂପରେଖ ବଦଳିବାରେ ଲାଗିଛି । ଫଳରେ ଲୋକେ ପୂର୍ବଭଳି ଓଡିଆ ସିନେମାକୁ ଭଲପାଇବାକୁ ଆରମ୍ଭ କରିଛନ୍ତି । ତେବେ ବାବୁସାନଙ୍କ ଅଭିନୀତ ଫିଲ୍ମ ‘ଦମନ’ ପରେ ଏବେ…

National Partyର ମାନ୍ୟତା ଲାଭ କଲା AAP: ନିୟମ ଆଧାରରେ ଦଳକୁ ଏବେ କେଉଁସବୁ ଫାଇଦା ମିଳିବ

ନୂଆଦିଲ୍ଲୀ: ୧୦ ବର୍ଷର ରାଜନୈତିକ ଯାତ୍ରା ପରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ) ଜାତୀୟ ଦଳର ଏଲିଟ୍ ଗ୍ରୁପରେ ସାମିଲ ହୋଇଛି । ଜାତୀୟ ଦଳ ଭାବେ ସ୍ୱୀକୃତି ଲାଭ ପରେ ଆପକୁ ଅନେକ ଫାଇଦା ମିଳିବା ସହ…

ନୂଆ ସରକାର ନୂଆ ଉପହାର! ରାଜ୍ୟରେ ଲାଗୁ ହେବ ପୁରୁଣା ପେନସନ ଯୋଜନା

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ତେବେ ଗୁଜରାଟରେ ବିଜେପି କ୍ଷମତା କାଏମ ରଖିଥିବା ବେଳେ ହିମାଚଳ ପ୍ରଦେଶରେ କଂଗ୍ରେସ ସରକାରକୁ ଫେରି ସମସ୍ତଙ୍କୁ ଚକମା ଦେଇଛି…

EPFO ଜାରି କଲା ନୂଆ ଗାଇଡଲାଇନ୍ସ: ଏଣିକି କୌଣସି କର୍ମଚାରୀଙ୍କ PF କ୍ଲେମ୍ ରିଜେକ୍ଟ ହେବ ନାହିଁ!

ନୂଆଦିଲ୍ଲୀ: ଏଣିକି କୌଣସି କର୍ମଚାରୀଙ୍କର ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) କ୍ଲେମ୍ ରିଜେକ୍ଟ ହେବ ନାହିଁ । ଗ୍ରାହକଙ୍କୁ କ୍ଲେମ ରିଜେକ୍ସନରୁ ମୁକ୍ତି ଦେବା ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) କଠୋର…

ଶୀତଦିନେ ହୃଦଘାତ, ଉଚ୍ଚ ରକ୍ତଚାପ, ଫ୍ଲୁ, ନିମୋନିଆର ଆଶଙ୍କା ଅଧିକ: ଏହାର ସମାଧାନ ପାଇଁ ଜାଣନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ

ବର୍ତ୍ତମାନ ଶୀତଋତୁ ଚାଲିଥିବା ବେଳେ ଏହି ସମୟରେ ଜନସାଧାରଣ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଜୁରୁରୀ । ଶୀତଦିନେ ବିଭିନ୍ନ କାରଣରୁ ହୃଦଘାତର ଆଶଙ୍କା ରହିଥାଏ । ତେଣୁ ହୃଦଘାତର ସାମାନ୍ୟ ଲକ୍ଷଣ ଦେଖାଦେଲେ…

ରାଶିଫଳ(ଶୁକ୍ରବାର,୦୯ ଡ଼ିସେମ୍ବର,୨୦୨୨)

ମେଷ: ଆଜିର ଦିନ ଆପଣଙ୍କ ଆୟରେ ବୃଦ୍ଧି ଏବଂ ଲାଭ ହେବାର ସୂଚନା ମିଳିବ । ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାରେ ମନ ପ୍ରସନ୍ନ ରହିବ । ମାନ-ସମ୍ମାନ ଏବଂ ଆୟରେ ବୃଦ୍ଧି ହେବ । ବ୍ୟାପାରରେ ଲାଭ ହେବାର ସମ୍ଭାବନା ଅଛି ।…

ହକି ବିଶ୍ୱକପର ପ୍ରଚାରରେ ସାମିଲ ହେବେ ସ୍କୁଲ ପିଲା: ବାର୍ଷିକ କ୍ରୀଡ଼ା ଉତ୍ସବ ଶୀଘ୍ର ସାରିବାକୁ ସ୍ଥିର ହେଲା ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ହକି ବିଶ୍ୱକପ୍ । ରାଜ୍ୟର ଭୁବନେଶ୍ୱର ଓ ରାଉରକେଲା ଦୁଇଟି ସହରରେ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ…

AAIରେ ନିଯୁକ୍ତି ସୁଯୋଗ, ୫୯୬ଟି ପଦବୀ ପାଇଁ ଜାରି ହେଲା ନୋଟିଫିକେସନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୫୯୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଗେଟ୍ ୨୦୨୦ / ୨୦୨୧ / ୨୦୨୨ ଜରିଆରେ କନିଷ୍ଠ…