Browsing Category
Featured
ହାତଛଡ଼ା କରନ୍ତୁ ନାହିଁ ସୁବର୍ଣ୍ଣ ସୁଯୋଗ! ଏବେ Redmiର ଫୋନ ଅଧା ମୂଲ୍ୟରେ ଉପଲବ୍ଧ, ଦାମ ଜାଣି ହେବେ ଆଶ୍ଚର୍ଯ୍ୟ
Amazonରେ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ବିକ୍ରି ଜାରି ରହିଛି । ଏହି ବିକ୍ରିରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ଫୋନରେ ସ୍ମାର୍ଟଫୋନର ଡିଲ ଏବଂ ରିହାତି ଦିଆଯାଉଛି । ଯଦି ଆପଣ ଏକ ଏଣ୍ଟ୍ରି ଲେଭଲ ଫୋନ କିଣିବାକୁ ଚାହୁଁଛନ୍ତି…
ଆଜି ସନ୍ଧ୍ୟାରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ
ପୁରୀ: ପବିତ୍ର ମହାକାର୍ତ୍ତିକ ବ୍ରତ ଆଜିଠାରୁ ଏକମାସ ବ୍ୟାପୀ ଆରମ୍ଭ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର…
ନଭେମ୍ବରରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? RBI ଜାରି କଲା ଛୁଟି ଲିଷ୍ଟ୍
ନୂଆଦିଲ୍ଲୀ: ନଭେମ୍ବର ମାସ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି । ଯଦି ଆପଣ ନଭେମ୍ବର ମାସରେ ବ୍ୟାଙ୍କ ସହିତ ଜଡିତ କୌଣସି କାମ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ…
କାର୍ତ୍ତିକ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ରାଗିଯିବେ ମା’ ଲକ୍ଷ୍ମୀ
କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ମା ଲକ୍ଷ୍ମୀ ମଧ୍ୟ ଏହି ମାସରେ ପୃଥିବୀ ଭ୍ରମଣ କରିବାକୁ ଆସିଥାନ୍ତି ଓ ଭକ୍ତମାନଙ୍କୁ ଅପାର ଧନର ଆର୍ଶିବାଦ ଦେଇଥାନ୍ତି । ଏହି ମାସରେ…
ଆରମ୍ଭ ହେଲା ପବିତ୍ର କାର୍ତ୍ତିକ ମାସ: ଯୋଗ ନିଦ୍ରାରେ ଯିବେ ଭଗବାନ ବିଷ୍ଣୁ
ସନାତନ ଧର୍ମରେ କାର୍ତ୍ତିକ ମାସର ରହିଛି ଖାସ୍ ମହତ୍ତ୍ୱ । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସକୁ ବର୍ଷର ସବୁଠୁ ପବିତ୍ର ମାସ ବୋଲି ଧରାଯାଏ । ଏହା ଚତୁର୍ମାସର ଶେଷ ମାସ ହୋଇଥାଏ । ଏହି ମାସରେ ଦେବ ତତ୍ତ୍ୱ ମଜବୁତ…
ଏହି ରୋଗ ଯୋଗୁଁ ମହିଳାଙ୍କୁ ହୋଇପାରେ ହାର୍ଟ ଆଟାକ୍: ଜାଣନ୍ତୁ ଏହାର କିଛି କାରଣ ଏବଂ ଲକ୍ଷଣ ବିଷୟରେ…
ଟେନସନ ଓ ଅସ୍ୱାସ୍ଥ୍ୟକର ଲାଇଫଷ୍ଟାଇଲ ହାର୍ଟ ସହ ଜଡ଼ିତ ଅନେକ ସମସ୍ୟାର କାରଣ ହୋଇପାରେ । ଆଗକୁ ଯାଇ ଏହା ହାର୍ଟ ଆଟାକର ରୂପ ନେଇଥାଏ । ହାର୍ଟ ଆଟାକରେ ବ୍ଲଡ ଫ୍ଲୋ ବ୍ଲକ୍ ହୋଇଯାଏ, ଯେଉଁଥିରେ ହାର୍ଟ ପର୍ଯ୍ୟନ୍ତ ବ୍ଲଡ୍…
ଗାଜାର ସବୁଠୁ ବଡ ହସ୍ପିଟାଲ “ଅଲ-ଶିଫା” ତଳେ ରହିଛି ହମାସର ଅଣ୍ଡରଗ୍ରାଉଣ୍ଡ ଆଡ୍ଡା ; ଇସ୍ରାଏଲ ସେନାର ଚାଞ୍ଚଲ୍ୟକର ଖୁଲ୍ଲାସା
ଓଡିଶା ଭାସ୍କର; ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କରରୁ ଅତି ଭୟଙ୍କର ହେଲାଣି । ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ହମାସକୁ ଧ୍ୱସ୍ତ ବିଧ୍ୱସ୍ତ କରିବା ଲକ୍ଷ୍ୟରେ ରହିଛି ଇସ୍ରାଏଲ। ଏହାକୁ ନେଇ ଗାଜାରେ…
ପନିରରେ ଆମେଲେଟ୍ ତିଆରି କରିଲେ ଯୁବକ; ଯାହା ଅବିକଳ ଅଣ୍ଡାରୁ ପ୍ରସ୍ତୁତ ପରି ଦେଖାଯାଉଛି
ଓଡ଼ିଶା ଭାସ୍କର: ଆମେଲେଟ୍ ଏପରି ଖାଦ୍ୟ ଏହାକୁ ବିଶ୍ୱର ଅନେକ ସ୍ଥାନର ଖାଇବାକୁ ଭଲପାଆନ୍ତି । ସାଧାରଣତଃ ଅଣ୍ଡାକୁ ଭାଙ୍ଗି, ସେଥିରେ ମସଲା ମିଶାଇ ତାଓ୍ୱାରେ ଅମଲେଟ୍ ପ୍ରସ୍ତୁତ କରାଯାଏ । ଏବେ ଏମିତି ଏକ କୌଶଳ ଆସିଛି…
Breaking News; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ
ଓଡିଶା ଭାସ୍କର; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ । କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବାଜି ମାରିନେଇଛି ନେଦରଲାଣ୍ଡ। ଏହି ମ୍ୟାଚକୁ ନେଇ ବିଶ୍ୱକପ…
(Video) ବାହାନଗା ଟ୍ରେନ୍ ବଗିରେ ଏବେ ବି ଅଛନ୍ତି ଲୋକ… ପବନରେ ପଲିଥିନ୍ ଉଡ଼ିଲେ ଲାଗୁଛି ଭୟ…
ବାଲେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍…