Browsing Category
Featured
(video)ମହାକାଶରେ କଫିର ମଜା ଉଠାଉଛନ୍ତି ମହାକାଶଚାରୀ, ଭିଡିଓ ଦେଖି ୟୁଜର୍ସ ହେଲେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ:ପୃଥିବୀ ପୃଷ୍ଠରେ ଥିବା ମାଧ୍ୟାକର୍ଷଣ ଶକ୍ତି ଲାଗି ହିଁ ଆମେ ଆଜି ଭୂମିରେ ଚାଲିପାରୁଛୁ । ସମସ୍ତ ବସ୍ତୁ ଭୂମିରେ ସ୍ଥିର ରହିପାରୁଛି । କିନ୍ତୁ ମହାକାଶରେ ସ୍ଥିତି ପୁରା ବିପରୀତ । ଲୋକଙ୍କ ସହିତ ବିଭିନ୍ନ…
ରେସଲିଂରେ ଭାରତକୁ ପ୍ରଥମ ପଦକ: ସୁନିଲ କୁମାର ଆଣିଲେ ଦେଶ ପାଇଁ ସୁନାମ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ଖୁସି…
ଅକ୍ଟୋବର ୧୩ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ ପେନ୍’
ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆସନ୍ତା ୧୩ ତାରିଖରେ ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ ପେନ୍’ । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଡଟ୍ ପେନ୍’ର ସୁଟିଂ ଓ ଅନ୍ୟାନ୍ୟ କାର୍ଯ୍ୟ ଏହାରି ମଧ୍ଯରେ ଶେଷ…
ସ୍କ୍ୱାଶରେ ରୌପ୍ୟ ପଦକ ପକ୍କା: ପୁରୁଷ ସିଙ୍ଗଲସ ଫାଇନାଲରେ ସୌରଭ ଘୋସାଲ
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ସ୍କ୍ୱାଶରେ ଭାରତ…
ରାସ୍ତା ମଝିରେ ଜନ୍ମଦିନ ପାର୍ଟି କରିବା ପଡ଼ିଲା ମହଙ୍ଗା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଗିରଫ
ନୋଏଡା: (ଓଡ଼ିଶା ଭସ୍କର) ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଜନ୍ମଦିନ ପାର୍ଟି ପାଳନ କରିବା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରଛି ପୋଲିସ। ଘଟଣାଟି ଉତ୍ତରପ୍ରଦେଶ ନୋଏଡାର ଏକ ସମୁଦ୍ର କୂଳ…
ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ, ଖେଳ ଛୁଟୀରେ ବାହାରକୁ ଆସିଥିବା ବେଳେ ଘଟିଥିଲା ଏହି ଅଘଟଣ
ଭଦ୍ରକ: ଆଜି ଭଦ୍ରକର ଧୁଷୁରୀ ଅଞ୍ଚଳରେ ଘଟିଯାଇଛି ଏହି ଦୁଃଖଦାୟକ ଘଟଣା । ଏଠାରେ ଫଳକ ପଡି ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖେଳ ଛୁଟୀରେ ଛାତ୍ର ଜଣକ ରାସ୍ତାକୁ ଆସିଥିବା ବେଳେ ତା’ ସହ ଘଟିଛି ଏହିପରିି…
ଦୀପାବଳି ପୂର୍ବରୁ ମୋଦୀ ସରକାରଙ୍କ ଉପହାର, ଉଜ୍ଜ୍ୱଳା ଲାଭାର୍ଥୀଙ୍କ ବଢିଗଲା ସବସିଡି
ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ମୋଦୀ ସରକାର ଦେଇଛନ୍ତି ଉପହାର । ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ଏବେ ୨୦୦ବଦଳରେ ମିଳିବ ୩୦୦ଟଙ୍କାର ସବସିଡି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କ୍ୟାବିନେଟ୍ରେ ଏ ବିଷୟରେ ସୂଚନା ଦେଇଛନ୍ତି…
ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ମାଉଙ୍ଗି ଜି. ବାୱେଣ୍ଡି, ଲୁଇସ ଇ. ବ୍ରୁସ ଓ ଆଲେକ୍ସି ଆଇ. ଏକିମୋଭଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପ୍ରଦାନ କରାଯିବ । କ୍ୱାଣ୍ଟମ…
ହକି ଫାଇନାଲରେ ଭାରତ: ଦକ୍ଷିଣ କୋରିଆକୁ ୫-୩ରେ ହରାଇଲା
ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ପୁରୁଷ ହକି…
ଆତ୍ମହତ୍ୟା ରୋକିବାକୁ ଶିକ୍ଷା ମନ୍ତ୍ରଣାଳୟ ଜାରି କଲା ଗାଇଡ୍ଲାଇନ୍, ସ୍କୁଲରେ ଲାଗୁ ହେବ ଏହି ନିୟମ
ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ଆତ୍ମହତ୍ୟା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ବିଦ୍ୟାଳୟ ଲାଗି ସୁଇସାଇଡ୍ ପ୍ରିଭେନସନ ଗାଇଡଲାଇନ୍ ଜାରି କରିଛନ୍ତି । ଏହାର ଉଦ୍ଦେଶ୍ୟ ପ୍ରତ୍ୟେକ ଶିଶୁର…