Browsing Category
Featured
ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ: ସାମରିକ ଜାହାଜ ପଠାଇଲା ଆମେରିକା, ସଂଘର୍ଷ ଜାରି ରହିଥିବା ବେଳେ ଇସ୍ରାଏଲର ନିକଟତର ହେଲା ବିମାନ
ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଚାଲିଥିବା ବେଳେ ଏଥିରେ ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ହାମାସର ଏହି ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଘୋଷଣା କରିଛି। ଆମେରିକାର…
ଲଦାଖ ନିର୍ବାଚନରେ ବିଜେପିର ବଡ଼ ପରାଜୟ: କଂଗ୍ରେସ-ଏନସି ମେଣ୍ଟକୁ ସଫଳତା
ଲଦାଖ ନିର୍ବାଚନରେ ବିଜେପିର ବଡ଼ ପରାଜୟ: କଂଗ୍ରେସ-ଏନସି ମେଣ୍ଟକୁ ସଫଳତା ୨୦୧୯ ମସିହାରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ…
ଓଡ଼ିଶାରେ ଖାଲି ପଡିଛି ପ୍ରାୟ ୧ ଲକ୍ଷ ୩୦ ହଜାର ସରକାରୀ ପଦବୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚଳିତ ବର୍ଷ ଶେଷସୁଦ୍ଧା ପାଖାପାଖି ୧ ଲକ୍ଷ ୩୦ ହଜାର ପଦ ଖାଲି ପଡ଼ିବ । ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି…
ବଡ଼ ନିଷ୍ପତ୍ତି: କଟକରୁ ଉଠିଯିବ ୧୫୦ ବର୍ଷ ତଳର ମାଲଗୋଦାମ, ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୫୦ ବର୍ଷ ତଳୁ କଟକରେ ଗଢ଼ିଉଠିଥିଲା ବ୍ୟବସାୟିକ ପ୍ରତିଷ୍ଠାନ ମାଲଗୋଦାମ । ତେବେ ଏକ ଶତାବ୍ଦୀ ବର୍ଷର ପୁରୁଣା ଏହି ମାଲଗୋଦାମକୁ ନେଇ ଆସିଛି ଏକ ବଡ଼ ଖବର । ସମୟକ୍ରମେ ଯାନବାହାନ ଚଳାଚଳ…
ହୋଇଯାଅ ସାବଧାନ୍ ! କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ୍
ଫିଜିକାଲ ହେଲ୍ଥ ସହିତ କେଶର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । କେଶକୁ କୋମଳ ଏବଂ ଚକମକ୍ କରିବା ପାଇଁ ଆମେ ଅନେକ ପ୍ରକାରର ବିଉଟି ଟ୍ରିଟମେଣ୍ଟ ନେଉ । କିନ୍ତୁ ଅନେକ ଥର ଏହି ଚିକିତ୍ସା କେଶକୁ ଅଧିକ କ୍ଷତି…
OCS Prelim: ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ, ଆସନ୍ତା ୧୫ରେ ହେବ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରେ ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପ୍ରିଲିମିନାରୀ ପରୀକ୍ଷା ୨୦୨୨-୨୩ ଆୟୋଜିତ ହେବ…
ଦେବାଦେବୀଙ୍କ ପ୍ରତିମା ପାଇଁ କେଉଁ ଧାତୁ ହୋଇଥାଏ ଶୁଭ : ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ
ସନାତନ ଧର୍ମରେ ମୂର୍ତ୍ତି ପୂଜାର ବିଶେଷତା ରହିଛି । ପ୍ରତ୍ୟେକ ଦିନ ପୂଜା କରିବା ପାଇଁ ସମସ୍ତଙ୍କ ଘରେ ଏକ ସ୍ୱତନ୍ତ୍ର ଠାକୁର ଘର ରଖାଯାଏ । ସେହି ଠାକୁର ଘରେ ପଥର, ମାଟି କାଷ୍ଠ ଏବଂ ପିତ୍ତଳ ନିମର୍ନିତ ମୂର୍ତ୍ତି…
ଚଳିତ ବର୍ଷ କେଉଁ ବାହନରେ ବିଦା ହେବେ ମା’ ଦୁର୍ଗା ? ପ୍ରାକୃତିକ ବିପର୍ଯ୍ୟୟର ମିଳୁଛି ସଙ୍କେତ
ନବରାତ୍ରୀ ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ଗୋଟିଏ ବର୍ଷରେ ୪ ଟି ନବରାତ୍ରୀ ପଡେ ଯେଉଁଥିରୁ ୨ ଟି ଗୁପ୍ତ ଏବଂ ୨ ଟି ପ୍ରକଟ ନାଭ୍ରାଟ୍ରି । ଗୁପ୍ତ ନବରାତ୍ରୀ ଆଷାଢ଼ ଓ ମାଘ ମାସରେ ପଡୁଥିବାବେଳେ ପ୍ରକଟ ନବରାତ୍ରୀ…
ଭାରତର ବ୍ୟାଟିଂ ଦୁର୍ବଳତା ପଦାରେ ପଡ଼ିଲା: ମ୍ୟାଚ ଜିତିଯିବା ଅର୍ଥ ନୁହେଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରୁଛି
ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ପଦାର୍ପଣ ମ୍ୟାଚରେ ଭାରତ ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଟିମ୍ ଅଷ୍ଟ୍ରେଲିଆକୁ ଇଣ୍ଡିଆ ଭେଟିଥିଲା । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ୍ ସଂଗ୍ରହ…
ହାଏରେ ପ୍ରେମ! ପ୍ରେମିକକୁ ଭେଟିବାକୁ ନଦେବାରୁ ମାଆକୁ ହତ୍ୟା କରିବାକୁ ଉଦ୍ୟମ କଲା ନାବାଳିକା
ଲକ୍ଷ୍ନୌ : ପ୍ରେମ ପାଇଁ ଆମେ କିଛି ବି କରି ପାରିବା । କିନ୍ତୁ ପ୍ରେମ ପାଇଁ ନିଜ ରକ୍ତର ସଂପର୍କକୁ ଯେ ଆଡେଇବା ତାହା ଠିକ ନୁହେଁ । କିନ୍ତୁ ଆଜିକା ପିଲାମାନେ ପ୍ରେମ ପାଇଁ ନିଜ ରକ୍ତ ଲୋକଙ୍କ ସହ ଶତୃତା ରଖି ତାଙ୍କୁ…