Browsing Category
Featured
୫ ରାଜ୍ୟ ବିଧାନସଭା ନିର୍ବାଚନର ଆଜି ହେବ ତାରିଖ ଘୋଷଣା, ୧୨ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛି EC
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ୧୨ ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛି । ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରାଯିବ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନାରେ…
କେବେ ସୁଧୁରିବ ମଣିଷ: ଦିନକୁ ଦିନ ବିନାଶ ଆଡ଼କୁ ଗତି କରୁଛି ବିଶ୍ୱ, ତଥାପି କାହାର ଚିନ୍ତା ନାହିଁ
ନୂଆଦିଲ୍ଲୀ: ଭୟଙ୍କର ବିପଦ ଆଡ଼କୁ ମାଡ଼ି ଚାଲିଛି ସମଗ୍ର ବିଶ୍ୱ । ଗୋଟିଏ ପରେ ଗୋଟିଏ ବଡ଼ ବିପଦ ମାନବ ଜାତି ସମ୍ମୁଖରେ ଉଭା ହୋଇଛି । ଦୀର୍ଘ ୩ ବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିବା ଫଳରେ…
Big Breaking: ଇସ୍ରାଏଲକୁ ଆମେରିକାର ସହାୟତା, ଯୁଦ୍ଧରେ ୧୧୦୦ରୁ ଉର୍ଦ୍ଧ୍ୱ ମୃତ
ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍ରେ…
ଅନୁଗୁଳ ପାଇଁ ୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅନୁଗୁଳ ଜିଲ୍ଲା ପାଇଁ ଦୁଇଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚିନ୍ମୟ…
ଆମାଜନ ଇଣ୍ଡିଆ ପକ୍ଷରୁ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି
ନୂଆଦିଲ୍ଲୀ : ଆମାଜନ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଭାରତୀୟ ପାର୍ବଣ ଋତୁ ପାଇଁ ନିଜର ପରିଚାଳନା ନେଟ୍ୱର୍କରେ ୧ ଲକ୍ଷରୁ ଅଧିକ ଋତୁକାଳିନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହି ନିଯୁକ୍ତି ସୁଯୋଗ…
ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧରେ ୧୦ ନେପାଳୀ ଛାତ୍ରଙ୍କ ମୃତ୍ୟୁ, ହମାସର ରକେଟ ମାଡ଼
ନୂଆଦିଲ୍ଲୀ: ଇସ୍ରାଏଲ ଓ ଫିଲିସ୍ତୀନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ହଜାର ହଜାର ଜଣକ ଜୀବନ ଚାଲିଯାଇଗଲାଣି । ସେହିପରି…
(Video)ସେଦିନ ଲୋପାମୁଦ୍ରାଙ୍କୁ କହିଦେଇଥିଲେ ସରୋଜ:”ମୋତେ ବାହାହୋଇ ତମେ ଭୁଲ କରିଦେଇଛ”
ଓଡ଼ିଶା ଭାସ୍କର: ଚାହୁଁ ଚାହୁଁ ଦିନଟିଏ ବିତିଗଲା । କାନ୍ଦି କାନ୍ଦି ସାରା ରାତି ସରିଗଲା । ଲୁହ ଭର୍ତି ଆଖିରେ ନିଦ ପାଇଁ ଜାଗା ଟିକେ ବି ନଥିଲା । ନୂଆ ସକାଳ ସିନା ଆସିଲା । ହେଲେ ତାଙ୍କ ପାଇଁ କିଛି ବି ନୂଆ ନଥିଲା ।…
Breaking News… ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ BSF ଯବାନ୍
ନିଆଳି: କଟକ ନିଆଳିରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ୍ ପ୍ରାଣ ହରାଇଛନ୍ତି । ଗୋବିନ୍ଦପୁର ଥାନା ଅନ୍ତର୍ଗତ ଚଉପଡ଼ା ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା ।…
କାହିଁକି ମା’ଙ୍କ ମୂର୍ତ୍ତି ତିଆରିରେ ଲାଗେ ବେଶ୍ୟାଳୟର ମାଟି ?
ଓଡିଶା ଭାସ୍କର: ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟି, ମା ଦୁର୍ଗାଙ୍କ ମୂର୍ତ୍ତି…
ପ୍ରକୃତିର ଅଜବ ଦୃଶ୍ୟ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ: ବିଶ୍ୱାସ ନ ହେଲେ ବି ସତ…
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାପ ଏକଂ ଜ୍ଞାନ କୌଶଳ ସଫଳତାର ଶିଖର ଛୁଇଁଛି । ଅତି ସହଜରେ ବୁଦ୍ଧି ଏବଂ ମେସିନର ସହାୟତାରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ବୈଜ୍ଞାନିକ । ଚନ୍ଦ୍ରଯାନ-୩ର ସଫଳ…