CHARIDHAM
Browsing Category

Featured

ଦବିବାରେ ଲାଗିଛି ବିଶ୍ୱର ସବୁଠାରୁ ଧନୀ ସହର ନ୍ୟୁୟର୍କ, ନାସା କହିଲା ୩ ଟି ବଡ କାରଣ

ନୂଆଦିଲ୍ଲୀ: ଏବେ ଲଗାତର ଦବିବାରେ ଲାଗିଛି ନ୍ୟୁୟର୍କ ସହର । ଏହିଧାରା ଯଦି ଲାଗି ରହିବ ତେବେ ବିଶ୍ୱର ଏହି ଧନୀ ସହର ଦିନେ ପାତାଳଗାମୀ ହୋଇଯିବ । ଆମେରିକା ମହାକାଶ ସଂସ୍ଥା ନାସାର ଜେଟ୍ ପ୍ରପଲସନ ଲାବୋରେଟୋରୀ(…

ଆଜିଠାରୁ ବର୍ଷିବ ଏହି ରାଶିଙ୍କ ଉପରେ ଶୁକ୍ରଦେବଙ୍କ ଅସୀମ କୃପା : ସବୁ ସ୍ୱପ୍ନ ହେବ ପୂରା

ଭୁବନେଶ୍ୱର : ସୁଖ-ସମୃଦ୍ଧି, ପ୍ରେମ ଏବଂ ବିଳାସ ପୂର୍ଣ୍ଣ ଗ୍ରହକୁ ଶୁକ୍ର ଗ୍ରହ କୁହାଯାଏ । ଶୁକ୍ର ଗ୍ରହ ମୁଖ୍ୟତଃ ସୌନ୍ଦର୍ଯ୍ୟ, ଆରାମ ଏବଂ ଆକର୍ଷଣ ଇତ୍ୟାଦିର କାରକ ବୋଲି ମନେ କରାଯାଏ । ଏହି ଗ୍ରହ ଆପଣଙ୍କ ଜାତକରେ…

ମୁହଁର ବ୍ରଣ ବି ହୋଇପାରେ ମୃତ୍ୟୁର କାରଣ , ଡାକ୍ତର କହିଲେ ବ୍ରଣ ସହ କରନ୍ତୁନି ଏପରି ଭୁଲ୍‌

ନୂଆଦିଲ୍ଲୀ:ମୁହଁରେ ବ୍ରଣ ଉଠିବା ଏକ ସାଧାରଣ କଥା । କିନ୍ତୁ ଏବେ ଡାକ୍ତର ମୁହଁରେ ଉଠୁଥିବା ବ୍ରଣକୁ ନେଇ ଏପରି କଥା କହିଛନ୍ତି ଯାହାକୁ ନେଇ ସମସ୍ତଙ୍କ ମନରେ ଏବେ ଭୟ ସଞ୍ଚାର ହୋଇଛି । ଡାକ୍ତର କହିଛନ୍ତି ବ୍ରଣ ସହିତ…

ମଇଁଷି ଗିଳିଦେଲା ମାଲିକାଣୀର ମଙ୍ଗଳସୂତ୍ର, ଅଢେଇ ଘଣ୍ଟାର ଅପରେସନ ପରେ ଡାକ୍ତର ବାହାର କରିବାକୁ ହେଲେ ସକ୍ଷମ

ୱାସିମ୍‌: ମହାରାଷ୍ଟ୍ର ୱାସିମ୍ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ଦେଢ ଲକ୍ଷ ଟଙ୍କା ମୂଲ୍ୟର ମଙ୍ଗଳସୂତ୍ରକୁ ଗିଳି ଦେଇଛି । ଡାକ୍ତର ଅପରେସନ କରି ମଇଁଷି ପେଟରୁ ମଙ୍ଗଳସୂତ୍ର କାଢିଛନ୍ତି…

ଭାରତକୁ ପ୍ରଥମଥର ଟେବୁଲ ଟେନିସ ମହିଳା ଡବଲ୍ସରେ ମିଳିଲା ପଦକ: ସୁତିର୍ଥା-ଅହିକା ରଚିଲେ ଇତିହାସ

ନୂଆଦିଲ୍ଲୀ: ଚୀନର ହାଙ୍ଗଜୋରେ ଚାଲିଥିବା ଏସିଆନ୍ସ ଗେମ୍ସ ୨୦୨୩ ରେ ପଦକ ଦୃଷ୍ଟିରୁ ଭାରତ ଅର୍ଦ୍ଧ ଶତାବ୍ଦୀ ପୂରଣ କରିଛି । ଆଜିର ୯ମ ଦିନରେ ପଦକ ସଂଖ୍ୟା ବୃଦ୍ଧି ପାଇବ ବୋଲି ସମସ୍ତଙ୍କର ଆଶା ରହିଛି । ଏହାରି ମଧ୍ୟରେ…

Today’s gold rate : ଅକ୍ଟୋବର ଆରମ୍ଭରୁ କମିଲା ସୁନା ଓ ରୁପାର ଦର, କିଣିବା ପୂର୍ବରୁ ନଜର ପକାନ୍ତୁ କେତେ ରହିଛି ମୂଲ୍ୟ

ଭୁବନେଶ୍ୱର : ପାର୍ବଣ ଋତୁରେ ଗ୍ରଅହକଙ୍କ ପାଇଁ ଆସିଛି ଖୁସି ଖବର! ଗତ କିଛି ଦିନ ହେବ ସୁନାର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ ଆହୁରି କମିଛି । ତେବେ…

ଗଣେଶଙ୍କ ମୂର୍ତ୍ତିକୁ ଧରି ସମୁଦ୍ର ମଝିରେ ଓହଳି ରହିଥିଲା ୧୪ ବର୍ଷର ବାଳକ, ୨୪ ଘଣ୍ଟା ପରେ ସଂପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ହେଲା ଉଦ୍ଧାର

ସୁରଟ: ଏଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣଙ୍କ ପାଟିରୁ ସ୍ୱତଃ ବାହାରି ଆସିବ ଗଣପତି ବାପା ଜୟ ହୋ । ସୁରଟର ୫ ଶ୍ରେଣୀର ଛାତ୍ର ଲଖନ ମନ୍ଦିରକୁ ଭଗବାନଙ୍କ ଦର୍ଶନ ଲାଗି ଯାଇଥିଲା । କିନ୍ତୁ…

ଡେଙ୍ଗୁ ପାଇଁ ଜାରି ହେଲା ନୂଆ ଆଡଭାଇଜରୀ: ପେନକିଲର ନୁହେଁ, ବରଂ ଖାଆନ୍ତୁ ଏହି ମେଡିସିନ୍

ନୂଆଦିଲ୍ଲୀ: ଦିଲ୍ଲୀ ନିକଟରେ ଥିବା ଗାଜିଆବାଦରେ ଆଜିକାଲି ଡେଙ୍ଗୁର ପ୍ରକୋପ ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ଯେ ଗତ ଏକ ସପ୍ତାହ ମଧ୍ୟରେ ଏଠାରେ ୧୦୦ ଟି ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି । କେବଳ ରବିବାର ଦିନ…

Big Breaking : ପୋଖରୀରେ ବୁଡ଼ି ଛାତ୍ର ମୃତ

ଭୁବନେଶ୍ୱର : ଗାନ୍ଧୀ ଜୟନ୍ତିରେ ଘଟିଲା ଅଘଟଣ । ରାଜଧାନୀର ବରମୁଣ୍ଡା ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଛାତ୍ର ଜଣକ ଖଣ୍ଡଗିରି ବାବା ଆଶ୍ରମରେ ରହୁଥିବାର ସୂଚନା ମିଳିଛି । ସୂଚନା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହମ୍ମଦ ଘୋରିଙ୍କ ସହ ତୁଳନା କଲେ ଅନଏକାଡେମୀ ଶିକ୍ଷକ, କହିଲେ ନୂତନ ସଂସଦ ଗୃହ ମୋଦୀ ପ୍ୟାଲେସ ହେବା ଉଚିତ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଅନଏକାଡେମୀ । ଏହାର ଜଣେ ଶିକ୍ଷକଙ୍କ ବୟାନକୁ ନେଇ ଏହି ଚର୍ଚ୍ଚା ହେଉଛି । ଏହି ଶିକ୍ଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତ୍ୟାଚାରୀ ମୋଗଲ ଶାସକ ମହମ୍ମଦ ଘୋରିଙ୍କ ସହ…