Browsing Category

Featured

କଟକ ନେତାଜୀ ବସ ଟର୍ମିନାଲ ହେବ ଶୁଭାରମ୍ଭ : ଏହି ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟମନ୍ତ୍ରୀ କଟକ ନେତାଜୀ ବସ ଟର୍ମିନାଲ ଉଦଘାଟନ କରିବେ । ଖାନନଗରସ୍ଥିତ ସିଏନବିଟିକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ହୋଇଯାଇଛି ।…

ଏଣିକି ଆପଣଙ୍କ ଗାଁ’ରେ ଗଡିବ ‘ଲକ୍ଷ୍ମୀ’ ବସ୍, ଜାଣନ୍ତୁ ଏଥିରୁ ଆପଣଙ୍କୁ କେଉଁ ସବୁ ଫାଇଦା ମିଳିବ…

ଓଡିଶା ଭାସ୍କର; ଗ୍ରାମାଞ୍ଚଳ ପରିବହନ, ମହିଳା ସଶକ୍ତୀକରଣ, କୃଷି, ଜଳସେଚନ, ପାନୀୟ ଜଳ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇଛନ୍ତି ଓଡିଶା ସରକାର। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ରାଜ୍ୟରେ…

ପ୍ରସ୍ତୁତ ହେଲା ଦୁନିଆର ପ୍ରଥମ ବାୟୋନିକ୍ ଆଖି: ଏଣିକି ଅନ୍ଧମାନେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିପାରିବେ

ନୂଆଦିଲ୍ଲୀ: ଅନ୍ଧ ଲୋକଙ୍କ ଚିକିତ୍ସା ଖୋଜିବା ପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ରିସର୍ଚ୍ଚ କରୁଛନ୍ତି । ଏପର୍ଯ୍ୟନ୍ତ ମିଳିଥିବା ବିଭିନ୍ନ ବାୟୋନିକ୍ ସମାଧାନଗୁଡିକ ଅନ୍ଧ ବ୍ୟକ୍ତିବିଶେଷଙ୍କୁ ବହୁ ପରିମାଣରେ…

ଥମୁନି ମଣିପୁର ହିଂସାକାଣ୍ଡ : ୧୭୫ ମୃତ, ଆସନ୍ତୁ ଜାଣିବା ୪ ମାସର ରେକର୍ଡ

ଇମ୍ପାଲ : ଗୁରୁବାର ମଣିପୁର ପୋଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ କହିଛନ୍ତି, ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ…

ଫ୍ରାନ୍ସର ରାଜଦୂତକୁ ବନ୍ଧକ ରଖିଲେ ନାଇଜର ସେନା: ରାଷ୍ଟ୍ରପତି କହିଲେ- ‘ଖାଇବା ପିଇବା ମଧ୍ୟ ବନ୍ଦ’

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରଦୂତଙ୍କୁ ନାଇଜର ସେନା ଦ୍ୱାରା ବନ୍ଧକ ରଖାଯାଇଛି । ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନାଇଜରରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବନ୍ଧକ ରଖାଯାଇଛି…

‘ମକଦ୍ଦମାକୁ ଭୟ ନକରି ନିଜର ମତ ପ୍ରକାଶ କରିବାର ଅଧିକାର’ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ନୂଆଦିଲ୍ଲୀ: ଅଭିବ୍ୟକ୍ତିର ସ୍ୱାଧୀନତା କିମ୍ବା 'ମୁକ୍ତ ବକ୍ତବ୍ୟ' ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯଦିଓ ତଥ୍ୟ ଆଧାରରେ ଏକ ରିପୋର୍ଟ ଭୁଲ ଅଟେ, ତେବେ ଆଇପିସିର…

ବିଟ୍‌ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ବୋଲି ଜାଣିଥିଲେ ବି ମଧ୍ୟ ତାହାକୁ ଖାଇନଥା’ନ୍ତି, ଏଥିରେ କ’ଣ ସବୁ ଉପକାରୀତା ମିଳିଥାଏ…

ଓଡିଶା ଭାସ୍କର; ଆମେ ସାଧାରଣତଃ ବହୁତ ପରିବାକୁ ଉପକାରୀ ଭାବେ ଜାଣିଥିଲେ ବି ମଧ୍ୟ ତାହାକୁ ଖାଇନଥାନ୍ତି । କିଛି ଲୋକ ପାଟିକୁ ସୁଆଦିଆ ଲାଗିନଥାଏ ବୋଲି ଖାଇନଥାନ୍ତି ତ ଆଉ କିଛି ଲୋକ ଏହାକୁ ଖାଇବାକୁ ଆଦୌ ଇଛା ପ୍ରକାଶ…

ଶିବଙ୍କର ଏ କି ଲୀଳା ! ଏହି ରହସ୍ୟମୟୀ ମନ୍ଦିରରେ ବଢ଼ୁଛି ମୂର୍ତ୍ତିର ଆକାର, ଏପରିକି ଭାଙ୍ଗି ପଡୁଛି ଗୋଟିଏ ପରେ ଗୋଟିଏ ସ୍ତମ୍ଭ

ଭାରତକୁ ଚମତ୍କାରର ଦେଶ ଏମିତି ହିଁ କୁହାଯାଏ ନାହିଁ । ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି, ଯାହା ବିଷୟରେ ଜାଣିଲେ , ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ ଜାଣିବା ।…

B.Ed କରିଥିବା ପ୍ରାର୍ଥୀ ହୋଇପାରିବେନି ପ୍ରାଇମେରୀ ଶିକ୍ଷକ: କିନ୍ତୁ ସେମାନଙ୍କ ପାଇଁ ରହିଛି ୫ଟି ବିକଳ୍ପ

ନୂଆଦିଲ୍ଲୀ: ବିଏଡ୍ କରିଥିବା ପ୍ରାର୍ଥୀମାନେ ଏଣିକି ପ୍ରାଇମେରୀ ସ୍କୁଲ ଅର୍ଥାତ୍ ପ୍ରଥମରୁ ୫ମ ପର୍ଯ୍ୟନ୍ତର ଶିକ୍ଷକ ହୋଇପାରିବେ ନାହିଁ । ଏଥିପାଇଁ କେବଳ ଡିଏଲଏଡ୍ କରୁଥିବା ପ୍ରାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ…

Nipah Virus: ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୦୮୦ ଜଣ ହେଲେ ଚିହ୍ନଟ, ୨୪ ତାରିଖ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଖୁବ ଜୋରରେ ବଢିବାରେ ଲାଗିଛି ନିପା ଭାଇରସ । ଏଥିରେ ଅନେକ ଲୋକ ସଂକ୍ରମିତ ହେଉଥିବା ଦେଖାଯାଉଛି । ଏହି ସଂକ୍ରମଣ କେରଳ ରାଜ୍ୟରେ ବଢିବାରେ ଲାଗିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା…