Browsing Category
Featured
କୁଆଁରୀ ଝିଅ ନୁହେଁ, ବିବାହିତ ମହିଳାଙ୍କୁ ବେଶୀ ପସନ୍ଦ କରିଥାନ୍ତି ଯୁବକ: କାହିଁକି ଜାଣନ୍ତୁ ଉତ୍ତର
ବାହାଘର ଗୋଟେ ପବିତ୍ର ସମ୍ପର୍କ । ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ ଆଜିକାଲି ସମାଜରେ ଯୁବକମାନେ କୁମାରୀ…
(Video) ୪୦ ମହଲା ବିଲଡିଂରେ ଅଚାନକ ଭାଙ୍ଗିଲା ଲିଫ୍ଟ: ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ: ଅନେକ ସମୟରେ ଅଧିକ ମହଲା ବିଶିଷ୍ଟ ବିଲଡିଂଗୁଡ଼ିକରେ ଅଚାନକ ଲିଫ୍ଟ ଅଚଳ ହୋଇଯାଇଥାଏ । ଏଭଳି ସ୍ଥିତିରେ ଲିଫ୍ଟରେ ଫଶି ରହିଥିବା ବ୍ୟକ୍ତି ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ସମୟରେ ଏହି କାରଣ…
୧୪ ଦିନ ପାଇଁ ଜେଲ ଗଲେ ଚନ୍ଦ୍ରବାବୁ ନାଇଡୁ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଢିଲା ଅଢୁଆ
ହାଇଦ୍ରାବାଦ : ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଦାଲତ ୧୪ ଦିନ ଜେଲ ପଠାଯାଇଛି । ତେଲଗୁ ଦେଶମ ପାର୍ଟିର ଅଧକ୍ଷ ଚନ୍ଦ୍ରବାବୁ ନାଇଡୁଙ୍କୁ…
(Video) ପ୍ରଭୁ… ଏ କି ଅଦ୍ଭୁତ ଲୀଳା? ବଦଳିଗଲା ସମୁଦ୍ର ପାଣିର ରଙ୍ଗ: ଅଦ୍ଭୁତ ଦୃଶ୍ୟକୁ ଦେଖିଲେ ବିଶ୍ୱାସ ହେଉନି
ପୁରୀ: ସମୁଦ୍ର ପାଣିର ରଙ୍ଗ ନୀଳ, ଏକଥା ସମସ୍ତେ ଜାଣନ୍ତି । ଗଭୀର ସମୁଦ୍ରରେ ପାଣିର ରଙ୍ଗ ନୀଳ ହୋଇଥିଲେ ବି ଏହାର କୂଳରେ ଥିବା ପାଣିର ରଙ୍ଗ ଧଳା ହୋଇଥାଏ । ଲହଡ଼ିର ମାଡ଼ରେ ରଙ୍ଗ ପରିବର୍ତ୍ତନ ହୋଇ ଏହା ନୀଳରୁ ଧଳା…
Asia Cup ଫାଇନାଲରୁ ବାଦ୍ ପଡ଼ିପାରେ ଟିମ ଇଣ୍ଡିଆ: ରିଜର୍ଭ ଡେ’ ମ୍ୟାଚରେ ଭାରତର ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ: ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଛି । ଲଗାତାର ବର୍ଷା ଯୋଗୁଁ ଆଜିର ମ୍ୟାଚ ଅଧାରେ ହିଁ ରୋକିବାକୁ ବାଧ୍ୟ ହୋଇଛନ୍ତି ରେପରୀ । ତେବେ ଏହି ମ୍ୟାଚର ଫଳାଫଳ ପାଇଁ ଆସନ୍ତାକାଲି…
ଗଣଶିକ୍ଷା ବିଭାଗର ସୂଚନା: ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି, ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।…
ଆଜି ଖେଳାଯିବନି ଭାରତ-ପାକିସ୍ତାନ ମ୍ୟାଚ! Reserve Day ପାଇଁ କ’ଣ ରହିଛି ନିୟମ?
ନୂଆଦିଲ୍ଲୀ: ସୁପର-୪ ଷ୍ଟେଜର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ତେବେ ଏହି ମ୍ୟାଚ ମାତ୍ର ୨୪ ଓଭର ଖେଳାଯାଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି ଏହି…
ମୋଦୀଙ୍କ ଜନ୍ମଦିନରେ ଲଞ୍ଚ ହେବ ‘ବିଶ୍ୱକର୍ମା ଯୋଜନା’: ସେପ୍ଟେମ୍ବର ୧୭ରେ ଗରିବଙ୍କୁ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପଡ଼ୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଜର ତଳସ୍ତରର ଶ୍ରମିକଙ୍କ କଲ୍ୟାଣ ପାଇଁ ‘ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିବେ । ଗତ…
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ବେଳେ ଭାବପ୍ରବଣ ହେଲେ ବ୍ରାଜିଲ ରାଷ୍ଟପତି, କହିଲେ ମହାତ୍ମା ଗାନ୍ଧୀଙ୍କ ଭୂମିକା ମୋ ଜୀବନରେ…
ନୂଆଦିଲ୍ଲୀ : ବ୍ରାଜିଲ ରାଷ୍ଟ୍ରପତି ଇନାସିୟେ ଲୁଲା ଡି ସିଲଭା କହିଥିଲେ ଯେତେବେଳେ ସେ ଦିଲ୍ଲୀର ରାଜ ଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ ସେତେବେଳେ ସେ ଭାବପ୍ରବଣ ହୋଇଥିଲେ । ସେ କହିଥିଲେ…
ବଲିଉଡ ଅଭିନେତ୍ରୀଙ୍କ ସହ ଠକାମି: ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା
ନୂଆଦିଲ୍ଲୀ: ଦିନକୁ ଦିନ ସାଇବର ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ଗୋଟିଏ ସ୍ଥାନରେ ବସି ଏହି ଠକମାନେ ବିଭିନ୍ନ ତରିକାରେ ଲୋକଙ୍କୁ ଚୁନା ଲଗାଉଛନ୍ତି । ଆଖିପିଛୁଳାକେ ଶିଖିତ, ମୁର୍ଖ ସମସ୍ତଙ୍କର ଆକାଉଣ୍ଟର ହଜାର…