Browsing Category

Featured

ପୁଣି କାଲିଠୁ ବର୍ଷାରେ ଭିଜିବ ରାଜଧାନୀ : ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ । ସେପ୍ଟେମ୍ବର ୧୨ରେ ସୃଷ୍ଟି ହେବ ଏହି ଘୂର୍ଣ୍ଣିବଳୟ, ଏନେଇ କାଲିଠାରୁ ରାଜ୍ୟ ଏହାର ପ୍ରଭାବ…

ରାଜଘାଟ ପରିଦର୍ଶନ କରୁଛନ୍ତି ବିଶ୍ୱ ନେତା, ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଦର୍ଶନ କରାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଓଡିଶା ଭାସ୍କର; ଜି-୨୦ ଶିଖର ସମ୍ମିଳନୀକୁ ନେଇ ଆଜି ରାଜଘାଟରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏଠାରେ ଥିବା ଶାନ୍ତି ଦ୍ୱାରରେ ସ୍ଵାକ୍ଷର କରିବେ ବିଭିନ୍ନ ଦେଶର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳି । ପୂର୍ବାହ୍ନ ୯ଟାରୁ…

ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ପହଁଚିଲେ ରୁଷି ସୁନକ, ଭଗବାନ ସ୍ୱାମୀ ନାରାୟଣଙ୍କର କଲେ ଦର୍ଶନ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଦିଲ୍ଲୀରେ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଶୁକ୍ରବାର ଦିନ ଭାରତରେ ପହଁଚିଛନ୍ତି । ରବିବାର ଦିନ ସକାଳୁ ସେ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତିଙ୍କ…

ପିତୃ ପକ୍ଷରେ ଲଗାନ୍ତୁ ଏହି ଚମତ୍କାରୀ ଉଦ୍ଭିଦ : କେବେ ବି ଲାଗିବ ନାହିଁ ଦୋଷ

ନୂଆଦିଲ୍ଲୀ : ସନାତନ ଧର୍ମରେ ପିତୃ ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ କରିବାର ନିୟମ ରହିଛି । ପିତୃ ଲୋକଙ୍କ ମୃତ୍ୟୁର ୧୫ ଦିନ ପର୍ଯ୍ୟନ୍ତ ପିଣ୍ଡଦାନ କରାଯାଏ । ମାନ୍ୟତା ଅନୁସାରେ, ଏହି ୧୫ ଦିନ ଆମର ପୂର୍ବ…

Asia Cup 2023 Super Four: ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭିଲେନ ସାଜିପାରେ ବର୍ଷା, ଜାଣନ୍ତୁ କିପରି ରହିଛି କଲମ୍ବୋର ପାଣିପାଗ ପୁର୍ବାନୁମାନ

ନୂଆଦିଲ୍ଲୀ: ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ ଚଳିତ ଏସିଆ କପ୍‌ରେ ଦ୍ୱିତୀୟ ଥର ରବିବାର ମୁହାଁ ମୁହିଁ ହେବେ । ଲିଗ୍ ପର୍ଯ୍ୟାୟ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ ମଧ୍ୟ ବର୍ଷା କାରଣରୁ ମ୍ୟାଚ୍…

ପୃଥିବୀର ତୃତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧, ଆସନ୍ତା ୧୫ ତାରିଖରେ ହେବ ଚତୃର୍ଥ କକ୍ଷପଥ ପରିବର୍ତ୍ତନ

ଓଡିଶା ଭାସ୍କର; ମହାକାଶରେ ପୃଥିବୀର ପ୍ରଥମ, ଦ୍ୱିତୀୟ ପରେ ଏବେ ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ-ଏଲ୍‌୧ । ଏନେଇ ଏକ୍ସ ମାଧ୍ୟମରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ…

ମରକ୍କୋ ଭୂମିକମ୍ପ: ୨୦୦୦ ଟପିଲା ମୃତ୍ୟୁସଂଖ୍ୟା, ୨୦୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ୬.୮ ରିକ୍ଟର ସ୍କେଲରେ ମପାଯାଇଛି । ମରକ୍କୋର ଗୃହମନ୍ତ୍ରୀ କହିଛନ୍ତି ଯେ, ଭୂମିକମ୍ପରେ…

ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ ଶକ୍ତି ଦିଗରେ ଆମ ପ୍ରୟାସରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏକ ଐତିହାସିକ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗ ଦେଇଥିବା ସଦସ୍ୟ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ଦୀର୍ଘସ୍ଥାୟିତ୍ୱ ଏବଂ ସ୍ୱଚ୍ଛ…

ଜି-୨୦ ଶିଖର ସମ୍ମିଳନୀରେ ଭାରତର କୂଟନୈତିକ ବିଜୟ: ଦିଲ୍ଲୀ ଘୋଷଣାପତ୍ରକୁ ମଞ୍ଜୁରି

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି । ଶନିବାର ଠାରୁ ଦିଲ୍ଲୀର ପ୍ରଗତି ମୈଦାନରେ ଆରମ୍ଭ ହୋଇଛି ଜି-୨୦ ସମ୍ମିଳନୀ । ତେବେ ଏହି ସମ୍ମିଳନୀର ପ୍ରଥମ ଦିନରେ ଭାରତକୁ ଏକ ବଡଧରଣର ସଫଳତା ମିଳିଛି । ନୂଆଦିଲ୍ଲୀରେ…

ଅକ୍ଷୟ କୁମାରଙ୍କ ଜନ୍ମ ଦିନରେ ଫ୍ୟାନମାନେ ଖିଲାଡ଼ି ଷ୍ଟାରଙ୍କୁ ଦେଲେ Return Gift

ମୁମ୍ବାଇ : ଦୁନିଆର ସବୁଠାରୁ ବଡ ଏବଂ ସକସେସଫୁଲ ରେସ୍କ୍ୟୁ ଥ୍ରୀଲର ‘ମିଶନ ରାନୀଗଞ୍ଜ’ର ଗୋଟିଏ ଝଲକ ପୁରା ଦେଶକୁ ଆଶ୍ଚର୍ଯ୍ୟ କରିଛି । କିଛି ଦିନ ପୂର୍ବରୁ ଏହାର ଫଟୋ ମୋସନ ପୋଷ୍ଟର ରିଲିଜ କରିଥିଲେ ଏହା ପରେ ଫିଲ୍ମର…