Browsing Category
Featured
ରାମମନ୍ଦିର ଲାଗି ଦମ୍ପତି ତିଆରି କଲେ ବିଶ୍ୱର ସବୁଠାରୁ ବୃହତ ତାଲା, ଓଜନ ୪୦୦ କିଲୋ ଓ ଚାବିର ଓଜନ ୩୦ କିଲୋ
ଅଲିଗଡ:ତାଲା ତିଆରି ଲାଗି ଅଲିଗଡ କେବଳ ଦେଶ ଭିତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଛି । ଏହି ପରିଚୟକୁ ବଜାୟ ରଖିବା ଲାଗି ଅଲିଗଡର ଏକ ବୟସ୍କ ଦମ୍ପତି ବର୍ଷ ବର୍ଷ ଧରି ସେମାନଙ୍କ ପ୍ରୟାସ ଜାରି…
ODI WC-2023; ଫେଲ ମାରୁଛନ୍ତି ଶୁଭମନ ଗିଲ: ଦିନିକିଆ ବିଶ୍ୱକପରେ ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ?
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି । ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ସିରିଜ ବରାବର କରିଛି ୱେଷ୍ଟଇଣ୍ଡିଜ । ତେବେ ଏହି ଉଭୟ ମ୍ୟାଚରେ ଟିମ…
ବିଦାୟୀ ମ୍ୟାଚ୍ର ଶେଷ ବଲ୍ରେ ୱିକେଟ୍ ନେଇ ବିରଳ ରେକର୍ଡ ସୃଷ୍ଟି କଲେ ଷ୍ଟୁଆର୍ଟ ବ୍ରଡ୍
ନୂଆଦିଲ୍ଲୀ: ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍ ତାଙ୍କର ବିଦାୟୀ ମ୍ୟାଚ୍ରେ ଏକ ବିରଳ ରେକର୍ଡ ନିଜ ନାଁ ରେ ସାମିଲ କରିଛନ୍ତି । ଖେଳ ଜୀବନର ଶେଷ ମ୍ୟାଚର ଶେଷ ବଲ୍ରେ ଏକ ୱିକେଟ୍ ନେଇ ଐତିହାସିକ ଓଭାଲ୍…
ଅତି ସ୍ୱାଦିଷ୍ଟ ଜାମୁକୋଳି: କିନ୍ତୁ ଜାମୁକୋଳି ଖାଇଲେ ହୋଇପାରେ ଏହି ସବୁ ରୋଗ
ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳିରେ ଭରପୁର ପରିମାଣରେ ମିଳେ । ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର । ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ବୋଲି କୁହାଯାଏ…
IBPS Exam 2023: ଏକା ସାଙ୍ଗରେ ପ୍ରକାଶ ପାଇଲା PO/MT ଏବଂ SO ପରିକ୍ଷା ପାଇଁ ବିଜ୍ଞପ୍ତି, ୪୪୦୦ ପଦବୀ ପାଇଁ ଆବେଦନ ଆରମ୍ଭ
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆଇବିପିଏସ୍ ପ୍ରୋବେସନାରୀ ଅଫିସର(ପିଓ) ଏବଂ ସ୍ପେଶାଲିଷ୍ଟ ଅଫିସର (ଏସ୍ଓ) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସର୍ବଭାରତୀୟ…
ଆଜି ପାଳନ ହେଉଛି ସମ୍ବଲପୁରୀ ଦିବସ: ଉତ୍ସବମୁଖର ପଶ୍ଚିମଓଡ଼ିଶା
ଭୁବନେଶ୍ୱର: ଆଜି ହେଉଛି ସମ୍ବଲପୁରୀ ଦିବସ । ଏଥିପାଇଁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ସମ୍ବଲପୁରର ବିଶିଷ୍ଟ ସାହିତ୍ୟିକ କବି ଗୁରୁ ସତ୍ୟନାରାୟଣ…
ମାସ ଆରମ୍ଭରୁ ଖୁସି ଖବର: ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ରେଟ୍…
ଭୁବନେଶ୍ୱର: ଅଗଷ୍ଟ ପହିଲା ଦିନରୁ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଶୁଣାଇଛନ୍ତି ସରକାର । ଖାଉଟୀମାନଙ୍କ ପାଇଁ ଶସ୍ତା ହୋଇଛି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର । ଏଣିକି ୧୦୦ରୁ ବି କମ୍ ଟଙ୍କାରେ ମିଳିପାରିବ…
ହିନ୍ଦୁ ଗୋଷ୍ଠୀଙ୍କ ଶୋଭାଯାତ୍ରା ବେଳେ ସଂଘର୍ଷ ୩ ମୃତ: ହରିୟାଣାରେ ହାଇ ଆଲର୍ଟ, ସ୍କୁଲ-ଇଣ୍ଟରନେଟ ବନ୍ଦ
ମେୱାତ: ହରିଆଣାର ମେୱାତ ଜିଲ୍ଲାରେ ନ୍ୟୁହରେ ଜିଲ୍ଲାର ନନ୍ଦ ଗ୍ରାମ ଠାରେ ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ମାତୃ ଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ବାହାରିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ଦୁଇ ଗୋଷ୍ଠୀ ଭିତରେ ମାରପିଟ…
ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ: ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ ନେଇ ଲୋକେ ଛାଡ଼ିଲେ ନିଜ ଭିଟାମାଟି, ଅସ୍ଥାୟୀ ଶିବିର ମଣ୍ଡପରେ ମହାପ୍ରଭୁ
ବଲାଙ୍ଗିର: ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦୁଃଖ ମଧ୍ୟ କହିଲେ ନସରେ । ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମରୁ ବିସ୍ଥାପିତ ହେଲେ ମହାବାହୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥଙ୍କୁ ସାଙ୍ଗରେ…
ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା: ୩ ଘଣ୍ଟା ଭିତରେ ବୁଡ଼ିଗଲା ସାରା ସହର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ୱରରେ ବାଦଲଫଟା ବର୍ଷା ଯୋଗୁଁ ସବୁଆଡ଼େ ଜଳମଗ୍ନ ହୋଇଯାଇଛି । ୩ ଘଣ୍ଟାର ବର୍ଷାରେ ବେହାଲ ହୋଇପଡ଼ିଛି…