Browsing Category
Featured
ଯେଉଁମାନେ ଦିନରେ ଅଧିକ ଶୋଇଥାଆନ୍ତି, ସେମାନଙ୍କଠାରେ ଦେଖାଯାଏ ଏହି ସମସ୍ୟା: ସତର୍କ କଲେ ବିଶେଷଜ୍ଞ
ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ କେତେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେବେ ଏପରି…
ଆଉ କଷ୍ଟଦାୟକ ହେବନି ତୀର୍ଥଯାତ୍ରା, ଚାରିଧାମକୁ ଯୋଡିବା ଲାଗି ତିଆରି ହେଉଛି ୮୨୫ କିଲୋମିଟର ଲମ୍ବା ରାସ୍ତା
ନୂଆଦିଲ୍ଲୀ:ପ୍ରତିବର୍ଷ ଚାରି ଧାମ ଯାତ୍ରା କରିବା ଲାଗି ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି । ଦେବଭୂମି ଉତ୍ତରାଖଣ୍ଡରେ ପାହାଡ ଓ ଦୂର୍ଗମ ଅଞ୍ଚଳ ଦେଇ ଏହି ଯାତ୍ରା ବେଶ୍ କଷ୍ଟଦାୟକ ହୋଇଥାଏ । ଏହି…
ଅଙ୍ଗନବାଡ଼ିରେ ପଶି କାମୁଡ଼ିଲା ଶିଆଳ: ୪ ଶିଶୁଙ୍କ ସହିତ ୧୦ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରରେ ଅଚାନକ ଶିଆଳ ପଶିବା ସହିତ ଆକ୍ରମଣ କରିଦେଇଥିଲେ । ଏହି ଆକ୍ରମଣ ଫଳରେ କିଛି ଛୋଟ ପିଲାଙ୍କ ସହିତ ୧୦ ଜଣ ଆହତ…
ବହୁ ବର୍ଷ ତଳେ ଆପଲ ଏହାର କର୍ମଚାରୀଙ୍କ ଲାଗି ତିଆରି କରିଥିଲା ଜୋତା, ଏବେ ୪୧ ଲକ୍ଷରେ ହେବ ନିଲାମ
ନୂଆଦିଲ୍ଲୀ: ଫୋନ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଜିନିଷ ଲାଗି ଆପଲ ପ୍ରସିଦ୍ଧ । କିନ୍ତୁ ଏବେ କମ୍ପାନୀ ଦ୍ୱାରା ତିଆରି କରାଯାଇଥିବା ଜୋତା ନିଲାମୀ ଲାଗି ଉପଲବ୍ଧ । ପ୍ରକୃତ କଥା ହେଉଛି କମ୍ପାନୀ ୧୯୯୦ରେ ଏହାର…
DU ଜାରି କଲା ପିଜି ଆଡମିସନର କାର୍ଯ୍ୟସୂଚୀ, ଜାଣନ୍ତୁ ଏହିସବୁ ଜରୁରୀ ତାରିଖ
ନୂଆଦିଲ୍ଲୀ: ଦିଲ୍ଲୀ ୟୁନିଭର୍ସିଟି ପିଜି ପ୍ରୋଗ୍ରାମରେ ଆବେଦନକୁ ନେଇ ବଡ଼ ଘୋଷଣା କରିଛି । DU ତରଫରୁ ସିଏସଏଏସ ପୋର୍ଟାଲରେ ପୋଷ୍ଟ ଗ୍ରାଜୁଏସନ ପ୍ରୋଗ୍ରାମ ଦାଖଲ ପାଇଁ ରେଜିଷ୍ଟ୍ରେନ ପ୍ରକ୍ରିୟା ଆରମ୍ଭ କରିଛି ।…
ଶ୍ରୀକ୍ଷେତ୍ର ଧାମରେ ଚୋରି! ଶ୍ରୀମନ୍ଦିର ପରିସରରେ ପଡ଼ି ରହିଛି ଭଙ୍ଗା ଦାନବାକ୍ସ ଓ ଲୁହାଛଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଆଜି ଏତେ ତଳକୁ ଖସି ଯାଇଛି ଯେ ଦେବାଦେବୀଙ୍କ ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହିଁ । ଏହା ମଧ୍ୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀରୁ ଆସିଛି ଏକ ବଡ଼…
ମୋଦୀ ସରକାରଙ୍କ ନିଷ୍ପତ୍ତି ସାରା ବିଶ୍ୱରେ ସୃଷ୍ଟି କରିଛି ପ୍ରତିକ୍ରିୟା, ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଉଠାଇବାକୁ ଆଇଏମଏଫ୍ ର ନିବେଦନ
ନୂଆଦିଲ୍ଲୀ:ଭାରତ ସରକାର ୨୦ ଜୁଲାଇରେ ଅଣ ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହାପରେ ଆମେରିକା, ଅଷ୍ଟ୍ରେଲିଆ, କାନାଡା ପରି ଦେଶରେ ଚାଉଳ କ୍ରୟ ଲାଗି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।…
Word Hepatitis Day: ଲିଭର ସିରୋସିସ ଓ ଲିଭର ଡ୍ୟାମେଜ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି, ଏହାର ପ୍ରତିକାର କ’ଣ
ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ । ଯେତେ ସଚେତନତା କରାଗଲେ ମଧ୍ୟ ଏହି ବୀମାରୀରେ ପ୍ରତିବର୍ଷ ଲକ୍ଷାଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହାକୁ ରୋକିବା ପାଇଁ ଭ୍ୟାକ୍ସିନ ଉପଲବ୍ଧ ରହିଥିଲେ ହେଁ ଏହା…
WhatsAppରେ ଯୋଡ଼ିହେଲା ଇନଷ୍ଟାଣ୍ଟ ଭିଡିଓ ମେସେଜ ଫିଚର: ଏବେ ବିନା ଗ୍ୟାଲେରୀ ଖୋଲି ସିଧା ପଠାଇପାରିବେ ଫିଲ୍ମ
ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଏକ ସର୍ଟ ଭିଡ଼ିଓ ମେସେଜ ଫିଚର ଯୋଡିଛି, ଯାହା ୟୁଜର୍ସଙ୍କୁ ଚାଟ କରିବା ସମୟରେ ଭିଡିଓ ରେକର୍ଡ କରି ପଠାଇବା ଏବଂ ଗ୍ରହଣ କରିବା ପାଇଁ ଅନୁମତି ଦେଉଛି । ଏଥିରେ ଚାଟ ଅନୁଭୂତି ପୂର୍ବ ଅପେକ୍ଷା…
(Video) ଚର୍ଚ୍ଚିତ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କଲେ ଫିଲ୍ମମେକର ବୟଫ୍ରେଣ୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ବଡ଼ ଖବର । ଜଣେ ଓଡ଼ିଆ ଓଡ଼ିଆ ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଚର୍ଚ୍ଚିତ ଅଭିନେତ୍ରୀ ଜଣଙ୍କ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିବା ସହିତ ଏହି…