Browsing Category

Featured

ଗର୍ଭାବସ୍ଥାରେ ମହିଳାମାନେ ମୋବାଇଲ ବ୍ୟବହାର କରିବା ଗର୍ଭସ୍ଥ ଶିଶୁ ପାଇଁ ବିପଦ: ଶିଶୁଟିର DNA ନଷ୍ଟ ହୋଇପାରେ

ନୂଆଦିଲ୍ଲୀ: ମାତୃତ୍ୱର ଅଧିକାରିଣୀ ହେବା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ସୁନ୍ଦର ଅନୁଭବ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଜଣେ ମା’ କେତେ ଯେ କଷ୍ଟ ସହିଥାଏ ତାହା ବର୍ଣ୍ଣନା କରିବା ନିହାତି କଷ୍ଟକର ବ୍ୟାପାର । ତେବେ…

ଓଡିଶାର କେଉଁ ରାଜନେତାଙ୍କ ବିରୋଧରେ ଅଛି ଅଧିକ କ୍ରିମିନାଲ ରେକର୍ଡ? ସାମିଲ ଅଛନ୍ତି ଏତିକି ବିଧାୟକ….

ଭୁବନେଶ୍ୱର: ଓଡିଶାର ରାଜନୀତିକୁ ନେଇ ଏବେ ଲୋକମାନେ ନିରାଶା ପ୍ରଦର୍ଶନ କରୁଛନ୍ତି । ଅନେକ ନେତା ତଥା ବିଧାୟକଙ୍କ ବିରୋଧରେ ଅପରାଧୀକ ମାମଲା ଦାୟର ହେଉଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ହରାଉଛନ୍ତି ରାଜ୍ୟର ବରିଷ୍ଠ…

ଜିଲ୍ଲା ବିଜେଡି ସଂଗଠନ ପୁନର୍ଗଠିତ: ଅନେକ ନେତାଙ୍କୁ ନିଯୁକ୍ତି ଦେଲେ ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ରାଜ୍ୟ ବିଧାନସଭା ନିର୍ବାଚନ । ଏହାକୁ ନେଇ ଶାସକ ବିଜେଡି ତା’ର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତ, ବ୍ଲକ,…

(Video) Momos Challenge ପାଇଁ ଚାଲିଗଲା ଜୀବନ: ଜିଦିରେ ଏକା ସାଙ୍ଗରେ ଖାଇଦେଲେ ୧୫୦ ମୋମୋ, ପରେ ମୃତ୍ୟୁ

ଆଜିକାଲି ଫାଷ୍ଟ ଫୁଡ ଭିତରେ ମୋମୋଜ ଏକ ପପୁଲାର ଆଇଟମ୍ ହୋଇଯାଇଛି । ଅଧିକାଂଶ ଲୋକଙ୍କ ଟିଫିନ ଟାଇମରେ ମୋମୋଜ ଏକ ପପୁଲାର ଖାଦ୍ୟ । ତେବେ ଏହି ମୋମୋଜ ଯେତିକି ସୁଆଦିଆ, ତା’ଠୁ ଅଧିକ ଭୟଙ୍କର ରୂପ ଦେଖାଇଛି । ମୋମୋଜ ଖାଇ…

ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ; ଅତିପ୍ରବଳ ବର୍ଷା ହେବା ନେଇ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାଶ୍ୱର୍ବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାରଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…

କେଉଁ ରୁଦ୍ରାକ୍ଷ ପିନ୍ଧିଲେ କ’ଣ ହୁଏ? ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ଏହି ରିପୋର୍ଟରୁ

ଓଡ଼ିଶା ଭାସ୍କର: ପୁରାଣରେ ରୁଦ୍ରାକ୍ଷକୁ ଭଗବାନ ଶିବଙ୍କ ସହିତ ତୁଳନା କରାଯାଇଛି । କିମ୍ବଦନ୍ତୀ କହେ ଶିବଙ୍କ ଲୁହରୁ ରାଦ୍ରାକ୍ଷର ଜନ୍ମ । ଶରୀରରେ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମଣିଷର ଶାରୀରିକ ଓ ମାନସିକ…

ମ୍ୟାଲେରିଆ ଜଣ୍ଡିସ୍ ରୋଗରେ ପଡିପାରନ୍ତି ଆପଣ : ବର୍ଷାଋତୁରେ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର : ସବୁ ଋତୁ ମାନଙ୍କ ମଧ୍ୟରେ ବର୍ଷା ଋତୁ ଅନ୍ୟତମ । ଏହି ଋତୁରେ ଜୀବଜଗତ ସଜୀବ ହୋଇଉଠେ ଓ ସାରା ପରିବେଶ ସବୁଜମୟ ଦେଖାଯାଇଥାଏ । ଚାଷୀମାନେ ଦୀର୍ଘ ଦିନ ହେଲା ଅନେଇ ବସିଥାନ୍ତି ଏହି ମୌସୁମୀକୁ । ତେବେ ଏହି…

ସିଡନୀ-ନୂଆଦିଲ୍ଲୀ ବିମାନରେ ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ, ମୋଡିଦେଲେ ବେକ: ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ସିଡନୀରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କ ସହ ଅସଦାଚରଣ ଏବଂ ଚାପୁଡ଼ା ମାରିବା ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ୯ ଜୁଲାଇର ବୋଲି କୁହାଯାଉଛି । ଏଡି ଘଟଣା ସେତେବେଳେ…

ସାବଧାନ ! ଏହି ଅଭ୍ୟାସ ଥିଲେ ଯୁବାବସ୍ଥାରେ ବି ଦେଖାଯିବେ ବୃଦ୍ଧ

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ…

ବିବାହ ବିଳମ୍ବରେ ହେଉଛି କି..?, ଜଳରେ ଏହି ଜିନିଷ ମିଶାଇ ସୂର୍ଯ୍ୟଙ୍କୁ କରନ୍ତୁ ଅର୍ପଣ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନାର ଖୁବ୍ ମହତ୍ତ୍ୱ ରହିଛି । ରବିବାର ଦିନଟି ସୂର୍ଯ୍ୟଦେବଙ୍କୁ ସମର୍ପିତ। ମାତ୍ର ପ୍ରତ୍ୟେକ ଦିନ ମଧ୍ୟ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅନେକ…