Browsing Category

Featured

୧୦ ବର୍ଷ ପରେ ବାପା ହେଲେ ରାମ ଚରଣ, ଉପାସନା ଦେଲେ କନ୍ୟା ଶିଶୁକୁ ଜନ୍ମ

ନୂଆଦିଲ୍ଲୀ: ସାଉଥ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ରାମ ଚରଣଙ୍କ ଘରେ ଶିଶୁ କନ୍ୟା ଜନ୍ମ ନେଇଛି । ରାମ ଚରଣଙ୍କ ପତ୍ନୀ ଉପାସନାଙ୍କୁ ପ୍ରସବ ପାଇଁ ଗତକାଲି ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ଅନୁଯାୟୀ,…

(Video) ସେଦିନ ଅଟକି ଯାଇଥିଲା ମହାପ୍ରଭୁଙ୍କ ରଥ: ବାରମ୍ବାର ଭାଙ୍ଗୁଥିଲା ରଥ, ଛିଡିଲା ଦଉଡି, ମାସେ ଧରି ହୋଇଥିଲା ରଥଯାତ୍ରା

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ନନ୍ଦିଘୋଷଣା ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ସାଙ୍ଗରେ ବଡ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଭକ୍ତଙ୍କ ଗହଳିରେ ଯିବେ…

ଆଜି ବଡ ଦେଉଳରୁ ବାହାରିବେ ଶ୍ରୀଜୀଉ: ନୀତିକାନ୍ତି ପରେ ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ ଭକ୍ତ-ଭଗବାନଙ୍କ ମହାମିଳନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀର ବଡଦାଣ୍ଡ ହୋଇଛି ଚଳଚଞ୍ଚଳ । ମହାପ୍ରଭୁଙ୍କ ତିନି ରଥ, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ସିଂହଦ୍ୱାର…

ରାଶିଫଳ(ମଙ୍ଗଳବାର,୨୦ ଜୁନ,୨୦୨୩)

ମେଷ - ଆଜି କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ଅବଶ୍ୟ ବହୁଳାଂଶରେ ସୁଫଳ ପାଇପାରିବେ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର…

ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହେବାପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ବାହାନଗା ଟ୍ରେନ୍ ଦୁର୍ଘଟଣା: ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କଲା CBI

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସିବିଆଇର ତଦନ୍ତ ଜାରି ରଖିଥିବା ବେଳେ ଏହାରି ମଧ୍ୟରେ ଆସିଛି ବଡ ଅପଡେଟ । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍‌ କରି ତଦନ୍ତ ଆଗକୁ…

ଲୋକସେବା ଭବନରେ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ-୨୦୩୬ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମରେ ୨ ଶହ ଅଣସ୍ତରି ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ…

ମୁମ୍ବାଇରେ ହୃଦୟ ବିଦାରକ ଘଟଣା: ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା କଲା ଯୁବକ

ମୁମ୍ବାଇ: ମୁମ୍ବାଇର ସାକିନାକାରେ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ସୂଚନା ଦେଇଛି। ସାକିନାକା…

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଧ୍ୟାନ ଦିଅନ୍ତୁ ଏହି ୫ଟି କଥା, ନଚେତ ଭୋଗୀପାରନ୍ତି ଅସୁବିଧା

ଭୁବନେଶ୍ୱର: ଓଡ଼ିଶା ତଥା ଉତ୍ତରପ୍ରଦେଶ ଏବଂ ବିହାରରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଯେଉଁ କାରଣରୁ ଅଂଶୁଘାତରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସମୟ ପୂର୍ବରୁ ଯଦି ଆପଣ ଏଥିପ୍ରତି ଧ୍ୟାନ ନ ଦେବେ ତେବେ ଆପଣ…

ଶରୀର ପାଇଁ ଲାଭଦାୟକ ସାରୁ, ହାଇ ବ୍ଲଡ ପ୍ରେସରକୁ କମ୍‌ କରିବାରେ କରିଥାଏ ସାହାଯ୍ୟ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍‌…