Browsing Category
Featured
ବଢ଼ିଲା ମୋଦୀ-ବାଇଡେନଙ୍କ ବନ୍ଧୁତ୍ୱ: ଡିଲ୍ ପରେ ଡିଲ୍ ଫାଇନାଲ, ଭାରତକୁ ମିଳିଲା ୮ଟି ବଡ଼ ବେନିଫିଟ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପୁଣି ଥରେ ଆମେରିକାରେ ମୋଦୀ ନିଜର ମ୍ୟାଜିକ ଦେଖାଇଛନ୍ତି । ଆମେରିକାର ସାଂସଦମାନେ…
ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି ତେବେ ସାବଧାନ : ଫାଇଦା ବଦଳରେ ହୋଇପାରେ କ୍ଷତି
ନୂଆଦିଲ୍ଲୀ : ସବୁ ସମୟରେ କୁହାଯାଉଛି ସୁସ୍ଥ ରହିବା ପାଇଁ ହେଲେ ଅଧିକ ପାଣି ପିଇବାକୁ ପଡ଼ିବ । କାରଣ ଅଧିକ ପାଣି ପିଇବା ଦ୍ୱାରା କେବଳ ଡିହାଇଡ୍ରେଶନରୁ ହିଁ ବଞ୍ଚିତ ହେବେ ନାହିଁ, ଏହା ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ ।…
ରାଜ୍ୟର ପ୍ରତି ସମବାୟ ସମିତିରେ ପ୍ରତିଷ୍ଠା ହେବ ମାଇକ୍ରୋ ଏଟିଏମ୍: ଚାଷୀଙ୍କ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଲା ସମବାୟ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟର ପ୍ରତି ସମବାୟ ସମିତିରେ ଗୋଟିଏ ଲେଖାଏଁ ମାଇକ୍ରୋ ଏଟିଏମ୍ ବ୍ୟବସ୍ଥା କରିବାକୁ ଯୋଜନା କରାଯାଉଛି…
ବାରମ୍ବାର କାରର ଏସି ଚଳାଇଲେ ହୋଇଥାଏ ଇଞ୍ଜିନର କ୍ଷତି : ଜାଣି ନିଅନ୍ତୁ ବ୍ୟବହାର କରିବାର ଉପାୟ
ନୂଆଦିଲ୍ଲୀ : କାରରେ ଯାତ୍ରା କରୁଥିବା ଅଧିକାଂଶ ବ୍ୟକ୍ତି ଏସିର ବ୍ୟବହାର ଅଧିକ ପରିମାଣରେ କରିଥାନ୍ତି । ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି । ତାହା ହେଲା କାରର ଏସି ଅଧିକ ବ୍ୟବହାର କରିବା…
(Video) ତରଭୁଜରେ ଆଙ୍କିଲେ ହନୁମାନଙ୍କ ଚିତ୍ର: ସେଫ୍ ଭିଡିଓ ସେୟାର କରି ଲେଖିଲେ ଜୟ ଶ୍ରୀ ରାମ-ଜୟ ବଜରଙ୍ଗବାଲି
ନୂଆଦିଲ୍ଲୀ: କୁହାଯାଏ ଯେ 'ଜଣେ ପ୍ରକୃତ କଳାକାର ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ କୌଣସି ପ୍ଲାଟଫର୍ମର ଆବଶ୍ୟକ କରନ୍ତି ନାହିଁ ଏବଂ ସେ ଯେଉଁଠାରେ ମଧ୍ଯ ନିଜ ପ୍ରତିଭା ଦେଖାଇଥାନ୍ତି।' ଏହି ସମୟରେ, ଏହି…
ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ: ୫,୯୨୬ ଟଙ୍କାରେ ସୁନା ବିକ୍ରି କରୁଛନ୍ତି ସରକାର
ନୂଆଦିଲ୍ଲୀ : ବଜାରରୁ ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ । ତେବେ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୩-୨୪ ର ପ୍ରଥମ ସିରିଜ୍ ଆଜି ବନ୍ଦ ହେବ । ତେଣୁ ଯଦି ଆପଣ ଏପର୍ଯ୍ୟନ୍ତ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍…
ଟାଇଟନିକ ଦୁର୍ଘଟଣା ନେଇଥିଲା ୧୫୦୦ ଲୋକଙ୍କ ଜୀବନ: କୁହାଯାଉଥିଲା ପାଣି ପଶିଲେ ବି ଜାହାଜ ଜମା ବୁଡ଼ିବନି, ତେବେ ବୁଡ଼ିଲା କାହିଁକି?
ନୂଆଦିଲ୍ଲୀ: ଗତ ୧୮ ତାରିଖରେ ଟାଇଟନିକ ପଣ୍ଡୁବୀର ଧ୍ୱଂସାବଶେଷ ଦେଖିବାକୁ ଯାଇଥିବା ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଟାଇଟନ ପଣ୍ଡୁବୀ ମାଧ୍ୟମରେ ଯାଇଥିବା ଓସେନଗେଟର ସିଇଓ ଷ୍ଟକଟନ ରଶ, ବ୍ରିଟିଶ ଅରବପତି ହାମିଶ…
ସୌଭାଗ୍ୟଶାଳୀ ହୋଇଥାନ୍ତି ‘S’ ଅକ୍ଷରର ବ୍ଯକ୍ତି, ଏପରି ରହିଥାଏ କ୍ୟାରିୟର-ଆର୍ଥିକ ସ୍ଥିତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ମାଧ୍ୟମରେ ବ୍ୟକ୍ତିତ୍ୱର ଗୁଣ ବର୍ଣ୍ଣନା କରାଯାଇଥାଏ। A ରୁ Z ପର୍ଯ୍ୟନ୍ତ ନାମ ଥିବା ସମସ୍ତ ଲୋକଙ୍କର କିଛି ଭଲ ବା ଖରାପ ଥାଏ। ଆଜି ଆମେ ସେହି ଲୋକମାନଙ୍କର ପ୍ରକୃତି…
ନିୟମ ଆଣିଲେ ସରକାର: ପ୍ରଥମରୁ ଦଶମ ଶ୍ରେଣୀ ପିଲା କେତେ ଓଜନର ବ୍ୟାଗ ପକାଇବେ, ୪ ଦିନ ‘ନୋ ବ୍ୟାଗ୍ ଡେ’
ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କ ପାଇଁ ଓଜନିଆ ବ୍ୟାଗ ବୋହିବା ଏକ ବଡ଼ ସମସ୍ୟା । ୧-୨ ଶ୍ରେଣୀରେ ପଢ଼ୁôଥବା ଛୋଟ ପିଲାଙ୍କୁ ଓଜନିଆ ବ୍ୟାଗ ଦେବା ଫଳରେ ସେମାନେ ବହୁତ କଷ୍ଟ ଅନୁଭବ କରିଥାନ୍ତି । ଏପରିସ୍ଥଳେ ବ୍ୟାଗ ସେମାନଙ୍କ…
ଭକ୍ତଙ୍କୁ ଜନ୍ମବେଦୀରେ ଦର୍ଶନ ଦେବେ ମହାପ୍ରଭୁ : ଆଜିଠୁ ମିଳିବ ଆଡ଼ପ ଅବଢ଼ା
ପୁରୀ : ଶ୍ରୀ ଗୁଣ୍ଡିଚା ଯାତ୍ରାରେ ଦୁଇ ଦିନର ଲୀଳା ସାରି ନିଜ ଜନ୍ମବେଦୀରେ ବିଜେ କରିଛନ୍ତି ଶ୍ରୀଜିଉ । ଗୁରୁବାର ସନ୍ଧ୍ୟାରେ ରଥ ଉପରେ ଆଳତି ସାରି ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ବିରାଜ ମାନ ହୋଇଛନ୍ତି ଆଡ଼ପ…