Browsing Category
Featured
EDଙ୍କ ଦ୍ୱାରା ଗିରଫ ହେବ ମାତ୍ରେ ବିଜୁଳି ମନ୍ତ୍ରୀ ଅସୁସ୍ଥ: ଏବେ କରିବାକୁ ପଡିବ ବାଇପାସ୍ ସର୍ଜରୀ
ଚେନ୍ନାଇ: ତାମିଲନାଡୁର ସରକାରୀ ମନ୍ତ୍ରୀ ସେଣ୍ଟିଲ ବାଲାଜୀଙ୍କୁ ଆଜି ସକାଳେ ଇଡି ଗିରଫ କରିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇ। ଯେଉଁଠାରେ ଏହା ଜାଣିବାକୁ ମିଳିଛି…
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର’ ସମ୍ମାନ, ବ୍ୟାଙ୍କିଂ ସେବା କ୍ଷେତ୍ରରେ…
ନୂଆଦିଲ୍ଲୀ:ଭାରତର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଓଡିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଲଣ୍ଡନ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ ଗଭର୍ଣ୍ଣର ଅପ୍ ଦି ଇୟର ସମ୍ମାନ ଦିଆଯାଇଛି । ଏଠାରେ ସୂଚାଇ…
OSSC ପକ୍ଷରୁ ନିଯୁକ୍ତି: ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ପଦରେ ଦିଆଯିବ ନିଯୁକ୍ତି
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସଏସ) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ…
ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୧ କି.ମି ପର୍ଯ୍ୟନ୍ତ ଶୁଭିଲା ଧମାକାର ଶବ୍ଦ
ସମ୍ବଲ : ୟୁପିର ସମ୍ବଲ ଜିଲ୍ଲାର ଜନଗହଳି ଅଞ୍ଚଳର ଘର ଭିତରେ ବେଆଇନ ଭାବେ ଚାଲୁଥିବା ବାଣ ଫ୍ୟାକ୍ଟରିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ୬ମାସର ଶିଶୁ ସହିତ ୨ଟି ଝିଅ ଏବଂ…
ରଖେ ହରି ତ ମାରେ କିଏ: ବାପା-ମା’ଙ୍କ ମୃତଦେହ ସହିତ ରହିଥିଲା ୪ଦିନର ଶିଶୁ , ୩ ଦିନ ପରେ ଜୀବନ୍ତ ଉଦ୍ଧାର
ଡେରାଡୁନ୍:ଉତ୍ତରାଖଣ୍ଡ ଡେରାଡୁନ୍ ରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ଏଠାରେ ଏକ ଘରୁ ପତିପତ୍ନୀଙ୍କ ମୃତଦେହ ମିଳିଛି । ତିନି ଦିନ ତଳେ ଏମାନଙ୍କ ମୃତ୍ୟୁ ହୋଇଥିବାରୁ ମୃତଦେହ ସଢି ଯାଇଛି । କିନ୍ତୁ…
ରାଜ୍ୟସଭାକୁ ୩ ଥର ସୁଯୋଗ ନାହିଁ! ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ପଡ଼ିବ, ୧୮ ଜଣ ବଡ଼ ନେତାଙ୍କୁ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ନେଇ ବିଜେପି ତା’ର ରଣନୀତି ବଦଳାଇବା ଆରମ୍ଭ କରିଛି । ତେବେ ଏହା ମଧ୍ୟରେ ବିଜେପିର ଯେଉଁ ନେତାମାନେ ରାଜ୍ୟସଭାର ସାଂସଦ ରହିଛନ୍ତି ସେମାନଙ୍କୁ…
ପୁରୁଷଙ୍କୁ ଲୁଙ୍ଗି ଓ ମହିଳାଙ୍କୁ ନାଇଟ୍ ପିନ୍ଧି ବାହାରକୁ ଆସିବା ମନା, କେଉଁଠାରେ ଲାଗୁ ହେଲା ଏପରି ନିୟମ ଆସନ୍ତୁ ଜାଣିବା
ଗ୍ରେଟର ନୋଏଡା:ବେଳେ ବେଳେ ବିଭିନ୍ନ ସମାଜ ପକ୍ଷରୁ ଅଜବ ନିୟମ ସବୁ ଲାଗୁ କରାଯାଏ । ଏହିପରି ଏକ ନିୟମ ଏବେ ଲାଗୁ କରାଯାଇଛି ଗ୍ରେଟର ନୋଏଡାରେ । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି ପକ୍ଷରୁ ସେଠାରେ…
ମଣିପୁରରେ ପୁଣି ଭୟଙ୍କର ହିଂସାକାଣ୍ଡ: ଗୁଳିମାଡ଼ରେ ୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହଂସାକାଣ୍ଡ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଶରୀରରେ ଗୁଳିର ଚିହ୍ନ ରହିଥିବା ଦେଖିବାକୁ ମିଳିଛି । କିଛି ଆହତଙ୍କୁ ଚିକିତ୍ସା ପାଇଁ ଇମ୍ଫାଲ…
ଓଡ଼ିଶା ସରକାର ଅଧିନରେ କରନ୍ତୁ ଚାକିରି: ତିନି ପ୍ରକାର ପଦ ପାଇଁ ଆବେଦନ କରନ୍ତୁ
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି- ସିଏମ, ମାଷ୍ଟର ବୁକ କିପର ଆଦି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ…
(Video) ଇଂଜିନରୁ ଅଲଗା ହୋଇଗଲା ଟ୍ରେନ୍ , ପ୍ରାୟ ୩୦୦ ମିଟର ଅଲଗା ହେବା ପରେ ଅଟକାଇଲେ ଲୋକୋପାଇଲଟ୍
ଭୁବନେଶ୍ୱର: ରାଜ୍ୟରେ ଯେମିତି ଟ୍ରେନ୍ ଦୁର୍ଘଟଣା ଥମିବାର ନା ଧରୁନାହିଁ । ବାହ।ନଗା ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହା ପରେ ପରେ ମଧ୍ୟ ରାଜ୍ୟର କେଉଁଠି ନା କେଉଁଠି ଛୋଟ ମୋଟ ଦୁର୍ଘଟଣା…