Browsing Category
Featured
IPLକୁ ଫେରିଲେ କେଦାର ଯାଦବ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ହେଲେ ସାମିଲ
ଓଡ଼ିଶା ଭାସ୍କର: ଆଇପିଏଲ୍କୁ ଫେରିଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କେଦାର ଯାଦବ । ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ତାଙ୍କୁ ଡେଭିଡ ୱିଲିଙ୍କ ବଦଳରେ ଦଳରେ ସାମିଲ କରିଛି । ଚଳିତ ବର୍ଷ ଆଇପିଏଲ୍ ମିନି ଅକସନ୍…
ଶ୍ରୀକୃଷ୍ଣ ଜନ୍ମଭୂମି-ମସଜିଦ ମାମଲା: ହାଇକୋର୍ଟଙ୍କ ବଡ ରାୟ, ମୁସଲମାନ ପକ୍ଷକୁ ଲାଗିଲା ଝଟକା
ନୂଆଦିଲ୍ଲୀ: ମଥୁରା ଶ୍ରୀକୃର୍ଷ୍ଣ ଜନ୍ମଭୁମି ଏବଂ କାଟ୍ରା କେଶବଦେବଙ୍କ ନାମରେ ଥିବା ଇଦଗାହ ମାମଲାରେ ବଡ଼ ରାୟ ଦେଇଛନ୍ତି ଆଲହାବାଦ ହାଇକୋର୍ଟ । ଏହି ମାମଲାରେ ମଥୁରା ଜିଲ୍ଲା କୋର୍ଟରେ ବିଚାରାଧୀନ ସିଭିଲ ମାମଲାର…
ଆମେରିକାରେ ବ୍ୟାଙ୍କ ସଙ୍କଟ: ଫେଲ୍ ମାରିଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍, ଜେପି ମୋର୍ଗାନ କିଣିଲା ସମସ୍ତ ସମ୍ପତ୍ତି
ନୁଆଦିଲ୍ଲୀ: ଆମେରିକାର ଜାରି ରହିଛି ବ୍ୟାଙ୍କ ସଙ୍କଟ। ଏବେ ଆଉ ଏକ ବଡ଼ ବ୍ୟାଙ୍କ 'ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ'ରେ ତାଲା ପଡ଼ିଛି। ଆମେରିକାର ବିତୀୟ ପ୍ରାଧିକରଣ ବର୍ତ୍ତମାନ କାର୍ଲିଫନିଆର ଏହି ବ୍ୟାଙ୍କକୁ ଅଧିଗ୍ରହଣ କରି…
ଶିମିଳିପାଳରେ ବିରଳ କଳା ମହାବଳ ବାଘର ମୃତ୍ୟୁ, ଶରୀରରେ କ୍ଷତ ଚିହ୍ନ
ମୟୁରଭଞ୍ଜ: ଶିମିଳିପାଳ ପାଇଁ ଗୋଟେ ପଟେ ସମ୍ଭାବନା ର ଖବର ଆସିଥିବା ବେଳେ ଅନ୍ୟପଟେ କଳା ବାଘର ମୃତ୍ୟୁ କୁ ନେଇ ମଧ୍ୟ ନୈରାଶ୍ୟଜନକ ଖବର ଆସିଛି। ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ କଳା ମହାବଳ ବାଘର ମୃତ୍ୟ ଘଟିଛି।…
ସମ୍ବଲପୁର ହିଂସା ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି କେନ୍ଦ୍ରୀୟ ଦଳ
ନୂଆଦିଲ୍ଲୀ: ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାକାଣ୍ଡ ଘଟଣାର ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ବିଜେପି କେନ୍ଦ୍ରୀୟ ଅନୁଧ୍ୟାନ କମିଟିର ଚାରିଜଣିଆ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟସଭା ସଦସ୍ୟ ବ୍ରଜଲାଲ୍ଙ୍କ…
ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଜାରୀ; ଆସନ୍ତା ୨୪ ଘଣ୍ଟାରେ ଘଡଘଡ଼ି ସହ ବର୍ଷା ନେଇ ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଜି ପାଗ ମୁଖ୍ୟତଃ ମେଘୁଆ ରହିବା ସହ କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ମେଘୁଆ ପାଗ ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳିରୁ ଜନସାଧାରଣଙ୍କୁ କିଛିଟା ଆଶ୍ୱସ୍ତି…
JEE Advanced 2023: ଜୁନ୍ ୪ରେ ହେବ ପରୀକ୍ଷା, ମେ’ ୭ ଯାଏଁ ହେବ ପଞ୍ଜୀକରଣ
ନୂଆଦିଲ୍ଲୀ : ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁନ୍ ୪ ତାରିଖରେ ଅନୁଷ୍ଠିତ ହେବ । ଜେଇଇ ଆଡଭାନ୍ସଡ ପାଇଁ ପଞ୍ଜୀକରଣ ରବିବାରଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ମେ’ ୭ତାରିଖ…
ରୋମାଣ୍ଟିକ୍ ସ୍ୱପ୍ନ ଦେଖିଲେ କ’ଣ ମିଳିଥାଏ ସଙ୍କେତ ? ଜାଣନ୍ତୁ
ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ।…
Video: ଜଣେ ବ୍ୟକ୍ତିଙ୍କୁ କାରର ବୋନେଟରେ ତିନି କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ଡ୍ରାଇଭର, ମାମଲା ରୁଜୁ କଲା ପୋଲିସ
ନୂଆଦିଲ୍ଲୀ: ଦିଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଏକ କାର ବୋନେଟରେ ଜଣେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ତିନି କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା। ଏହି କାରକୁ ବିହାର ସାଂସଦ ଚନ୍ଦନ ସିଂଙ୍କର ବୋଲି କୁହାଯାଉଛି।…
ସାବଧାନ୍! ସାରା ରାତି ଅନ୍ ରହୁଛି କି ଘରର Wi-Fi ? ଏହା ବଡ ବିପଦର କାରଣ ହୋଇପାରେ
ନୂଆଦିଲ୍ଲୀ: ମଣିଷ ବର୍ତ୍ତମାନ ଏପରି ଅନେକ ଜିନିଷ ଦ୍ୱାରା ଘେରି ରହିଛି, ଯାହା ଦୃଶ୍ୟମାନ ହୁଏନି କିନ୍ତୁ ତାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ସାବ୍ୟସ୍ତ ହୁଏ । ୱାଇଫାଇ ମଧ୍ୟ ଏଥି ମଧ୍ୟରୁ ଗୋଟିଏ । ତେବେ ସଞ୍ଚାର…