Browsing Category

Featured

ରାଜଧାନୀ ରାସ୍ତାର ହାଲ ବେହାଲ୍: ମରଣଯନ୍ତା ପାଲଟିଛି ମଞ୍ଚେଶ୍ୱର ଅଞ୍ଚଳର ମୁଖ୍ୟ ରାସ୍ତା, ଦେଖନ୍ତୁ ଫଟୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ରାସ୍ତାର ହାଲ ବେହାଲ୍, ମରଣଯନ୍ତା ପାଲଟିଛି ସ୍ମାର୍ଟସିଟି ଭୁବନେଶ୍ୱର ମଞ୍ଚେଶ୍ୱର ରାସ୍ତା। ଟିକିଏ ବାଲାନ୍ସ ଫେଲ୍ ହେଲେ ଦୁର୍ଘଟଣା ହେବା ନିଶ୍ଚିତ। ସାଧାରଣ ଦିନରେ ରାସ୍ତାରେ…

ଓଡ଼ିଶା ସରକାରଙ୍କ ତରଫରୁ ଆସିଲା ନିଯୁକ୍ତି ସୁଯୋଗ: ରାଜ୍ୟର ବିଭିନ୍ନ ସ୍ଥାନରେ ଦିଆଯିବ ପୋଷ୍ଟିଂ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର, ସିଆରପି-ସିଏମ ଓ ମାଷ୍ଟର ବୁକ କିପରି (ଏମବିକେ)…

ଓଲିଉଡ୍ ପାଇଁ ଖୁସିର ମୁହୂର୍ତ୍ତ: ଅଷ୍ଟ୍ରେଲିଆରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଫାଲଗୁନ୍ ଚୈତ୍ର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବାରେ ଲାଗିଛି । ଓଲିଉଡର କାହାଣୀକୁ ଦେଶ ବିଦେଶର ଦର୍ଶକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ‘ଦମନ’ ଦେଶର…

ଡାକ୍ତରଙ୍କ ଭୁଲ ପାଲଟିଲା ଅଭିଶାପ! ୧୧ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପେଟରେ ରହିଗଲା ଛୁଞ୍ଚି ଓ ସୂତା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହାକୁ କି କେହି ସହଜରେ ବିଶ୍ୱାସ କରିପାରନ୍ତି ନାହିଁ । ଜଣେ ମହିଳାଙ୍କ ପେଟ ଭିତରୁ ଛୁଞ୍ଚି ଓ ସୂତା ବାହାରିବା ଘଟଣା ଏବେ ବଡ଼ ଚର୍ଚ୍ଚାର ବିଷୟ…

UGC-NCERT-AICTE ପ୍ରସ୍ତୁତ କରିବେ ଦକ୍ଷତା ବିକାଶ ଫ୍ରେମୱାର୍କ: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ଧନ୍ଦାମୂଳକ ଶିକ୍ଷା

ନୂଆଦିଲ୍ଲୀ: ଶିକ୍ଷାର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାର ସର୍ବଦା ପ୍ରୟାସ କରୁଛନ୍ତି । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁଯାୟୀ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନୂଆ…

ଛତିଶଗଡ ଆକ୍ରମଣରେ ଲାଗିଥିଲା ୫୦ କେ.ଜି ବମ୍, ଭଡା ଗାଡ଼ିରେ ଯାଉଥିଲେ ସହିଦ ଯବାନ: ବିସ୍ଫୋରଣରେ ଉଡିଗଲା ଗାଡ଼ି

ମାଲକାନଗିରି: ଛତିସଗଡ଼ ଦାନ୍ତେୱାଡ଼ାରେ ମାଓବାଦୀ ମାନେ ଘାତ ଲଗାଇ କରିଥିବା ଆକ୍ରମଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆରଜି)ର ୧୦ ଯବାନ ସହିଦ ହୋଇଛନ୍ତ, ଯବାନ ମାନଙ୍କ ସହିଦ ଗାଡ଼ିର ଡ୍ରାଇଭର ମଧ୍ୟ ଜୀବନ ହରାଇଛନ୍ତି ।…

ଆସନ୍ତା ମାସରୁ ରାଜଧାନୀରେ ଆରମ୍ଭ ହେବ କୁକୁର ଗଣନା: ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଲା BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଅନେକ ସମୟରେ ବୁଲା କୁକୁରମାନେ ଯାତ୍ରୀଙ୍କୁ ହଇରାଣ କରିଥାନ୍ତି । ଏପରିକି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ କୁକୁର ଗୋଡ଼େଇବା କାରଣରୁ…

Bournvitaର ବଢ଼ିଲା ମୁସ୍କିଲ: ୭ ଦିନ ମଧ୍ୟରେ ରିପୋର୍ଟ ଦିଅ, କମ୍ପାନୀକୁ NCPCRଙ୍କ ନୋଟିସ 

ନୂଆଦିଲ୍ଲୀ: ଛୋଟପିଲାଙ୍କ ପ୍ରିୟ ଖାଦ୍ୟ କ୍ୟାଡବରୀ ବର୍ଣ୍ଣବିଟାର ମୁସ୍କିଲ ବଢ଼ିଯାଇଛି । କମ୍ପାନୀର ଖାଦ୍ୟ ସାମଗ୍ରୀରେ ଚିନିର ମାତ୍ରାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବର୍ଣ୍ଣବିଟାରେ ଚିନିର ମାତ୍ରା ଯଥେଷ୍ଟ ଅଧିକ…

ଗଞ୍ଜେଇ ଚୋରା ଚାଲାଣ ପାଇଁ ସିଙ୍ଗାପୁର ଭାରତୀୟ ମୂଳ ବ୍ୟକ୍ତିଙ୍କୁ ଫାଶୀ, ବ୍ରିଟିଶ ବ୍ୟବସାୟୀ କହିଲେ- ‘ଏଠାରେ ଭୁଶୁଡ଼ି ପଡ଼ିଛି…

ନୂଆଦିଲ୍ଲୀ: ସିଙ୍ଗାପୁରରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ଜଣଙ୍କର ନାମ ତଙ୍ଗରାଜୁ ସୁପୈୟା ଅଟେ ଏବଂ ସେ ଜଣେ ଭାରତୀୟ ମୂଳ ବାସିନ୍ଦା ଥିଲେ କିନ୍ତୁ ତାଙ୍କର…

ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ

ନୂଆଦିଲ୍ଲୀ: ତ୍ରିପୁରାର ପ୍ରଥମ ପଦ୍ମଶ୍ରୀ ବିଜେତା ହିମାଂଶୁ ମୋହନ ଚୌଧରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ହିମାଂଶୁଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା…