Browsing Category

Featured

ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଦୁଃଖଦାୟକ: ଓଡ଼ଶ କାମୁଡ଼ାରେ ମଣିଷର ମୃତ୍ୟୁ

ନୂଆଦିଲ୍ଲୀ: ବେଳେବେଳେ ମଣିଷ ବହୁ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଉଥିବା ବେଳେ ଅନେକ ସମୟରେ ଏକ ସାଧାରଣ ଘଟଣାରେ ମୃତ୍ୟୁବରଣ କରିଥାଏ । କିଏ ୧୦ ମହଲା ଛାତରୁ ଖସି ଜୀବିତ ରହୁଛି ତ ଆଉ କିଏ ଘରର ପାହାଚ, ଚଟାଣରେ ପଡ଼ି…

ଭୁବନେଶ୍ୱର, କଟକ, ପୁରୀ ବାସିନ୍ଦା ସାବଧାନ: ୩ଟି କେନାଲ ଜଳ ଗାଧୋଇବା ଯୋଗ୍ୟ ନୁହେଁ, ପିଇବା କଥା ଛାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲାର ଅଧିକାଂଶ ସ୍ଥାନରେ ବୋରୱେଲ ପାଣି ଦୂଷିତ ବୋଲି ଗତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା । ତେବେ ରାଜଧାନୀ…

ଓଡ଼ିଶାକୁ ଅନ୍ତର୍ଜାତୀୟ ପୁରସ୍କାର: ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗକୁ ଆମେରିକାରୁ ମିଳିଲା ‘ଗ୍ଲୋବାଲ ପ୍ଲାନେଟ୍ ପୁରସ୍କାର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦିନକୁ ଦିନ ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ରାଜ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର…

ଝାରସୁଗୁଡ଼ା ଉପନିର୍ବାଚନ ଲଢ଼େଇ: ୨ଟି କମିଟି ଗଠନ କଲା BJP, ୨୨ ଜଣ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର…

ଦିଲ୍ଲୀ ଅବକାରୀ ନୀତି ମାମାଲ: ୯ ଘଣ୍ଟା ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ

ନୁଆଦିଲ୍ଲୀ: ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ମାମାଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ଶେଷ ହୋଇଛି । ସିବିଆଇ କାର୍ଯ୍ୟାଳୟରେ ଦିର୍ଘ ୯ ଘଣ୍ଟା ପ୍ରଶ୍ନ ଉତ୍ତର ପରେ ଅରବିନ୍ଦ କେଜ୍ରିବାଲ ସିବିଆଇ କାର୍ଯ୍ୟାଳୟ…

ଭାରତୀୟ ଘରୋଇ କ୍ରିକେଟରେ ବଢିଲା ପୁରସ୍କାର ରାଶି, ଜୟ ଶାହା କଲେ ଐତିହାସିକ ଘୋଷଣା

ମୁମ୍ବାଇ: ଭାରତରେ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି । ଯାହାଦ୍ୱାରା ଘରୋଇ କ୍ରିକେଟ୍‌କୁ ଏକ ନୂଆ ଉର୍ଜା ଏବଂ…

NSCSର ବଡ଼ ଖୁଲାସା: ଚୀନ କମ୍ପାନୀ ସହ ୨୦୦ କୋଟିର ଡିଲ୍ କରିଛି ଭୋଡ଼ାଫୋନ!

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ସମନ୍ୱୟ ସଚିବାଳୟ (ଏନଏସସିଏସ) ପକ୍ଷରୁ ଏକ ବଡ଼ ଖୁଲାସା କରାଯାଇଛି । ଟେଲିକମ ଅପରେଟର ଭୋଡ଼ାଫୋନ ଆଇଡିଆ ଏକ ବଡ଼ ଡିଲକୁ ନେଇ ବିବାଦରେ ଫଶିପାରେ । ଏହି ଟେଲିକମ୍ କମ୍ପାନୀ ପାଖାପାଖି ୨୦୦…

ଓଡ଼ିଆ ଝିଅଙ୍କୁ ନେଇ ବଲିଉଡରେ ଚର୍ଚ୍ଚା: ଓଡ଼ିଆ ଭାଷାରେ ରିଲିଜ୍ ହେବ ‘Sir Madam Sarpanch’ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଝିଅ ଆରତୀ ଦେବୀଙ୍କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡ଼ାର ପୂର୍ବତନ ସରପଞ୍ଚ ଆରତୀ ଦେଶର ସର୍ବକନିଷ୍ଠ ସରପଞ୍ଚ ଭାବେ…

ପ୍ରଥମେ ସଂସ୍କୃତ ନା ତାମିଲ? ଏଥି ମଧ୍ୟରୁ କେଉଁଟି ଦୁନିଆର ସର୍ବ ପୁରାତନ ଭାଷା? ଜାଣନ୍ତୁ

ନୂଆଦିଲ୍ଲୀ: ଭାରତ ଭଳି ବିଶାଳ ଦେଶରେ ଅନେକ ଭାଷାଭଷୀର ଲୋକେ ବାସ କରନ୍ତି। ଭାରତରେ ବିଶ୍ୱର ସର୍ବ ପୁରାତନ ଭାଷା ସୃଷ୍ଟି ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଉଭୟ ସଂସ୍କୃତ ଏବଂ ତାମିଲ୍ ସର୍ବ ପୁରାତନ ଭାଷା ଭାବରେ…

ଆସନ୍ତାକାଲି ଠାରୁ ଖୋଲିବ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି: ଗ୍ରୀଷ୍ମର ପ୍ରକୋପ ବଢ଼ିଲେ ହେବ ଛୁଟି ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ଗରମର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଫଳରେ ଜନସାଧାରଣ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ସେଥିପାଇଁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଲି ବୋତଲ, ଓଦା…