Browsing Category

Featured

ADR Reportରୁ ବଡ଼ସୂଚନା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ କୋଟି ଟଙ୍କାର ସେ ମାଲିକ

ଭୁବନେଶ୍ୱର: ଦେଶର ବର୍ତ୍ତମାନର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ତେବେ ଧନୀ ସିଏମ ମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନ ହେଉଛି ତୃତୀୟ। ଆଉ ଏହି ତାଲିକାରେ ଆନ୍ଧ୍ର ପ୍ରଦେଶର…

ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି କି? କିନ୍ତୁ ସରକାରୀରେ କରିବେ ନା ବେସରକାରୀରେ; ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଚିକିତ୍ସା ଖର୍ଚ୍ଚକୁ ବିଚାର କରି ବୀମା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି। ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଉଭୟ ସରକାରୀ ଏବଂ ବେସରକାରୀ କମ୍ପାନୀ ରହିଛି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବୀମା…

ସ୍କୁଲରେ ବମ: ଇମେଲରେ ମିଳିଲା ଧମକ, ଘଟଣାସ୍ଥଳରେ ପୋଲିସ-ବୋମା ସ୍କ୍ୱାର୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଡିଫେନ୍ସ କଲୋନୀ ଅଞ୍ଚଳରେ ଅବସ୍ଥିତ ଏକ ବିଦ୍ୟାଳୟ ଆଜି କ୍ୟାମ୍ପସରେ ଏକ ବୋମା ଥିବାର ଏକ ଇମେଲ ମିଳିଛି । ଏହି ସୂଚନା ପରେ ସମଗ୍ର ବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି କରିଥିଲା ​​ଏବଂ ବିଦ୍ୟାଳୟ ରୁ…

ମହାବିଷୁବ ସଂକ୍ରାନ୍ତି ପରେ ବଦଳିବ ଏହି ଚାରିଟି ରାଶିର ଭାଗ୍ୟ , ମିଳିବ ଅତ୍ୟନ୍ତ ଶୁଭ ଫଳ

ନୂଆଦିଲ୍ଲୀ : ଆସନ୍ତା ଶୁକ୍ରବାର ୧୪ ଏପ୍ରିଲରେ ପଣା ସଂକ୍ରାନ୍ତି ପର୍ବ ପାଳନ କରାଯିବ। ଏହି ଦିନ ସୂର୍ଯ୍ୟ ମୀନ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ । ପ୍ରତି ସଙ୍କ୍ରାନ୍ତି ଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ…

ପବ୍ଲିକ୍ ୱାଇଫାଇ ସେବା ସୁରକ୍ଷିତ କି ? ମାଗଣା ଲୋଭରେ କରୁଛନ୍ତି କି ଏପରି ଭୁଲ, ହେଇପାରେ ଡାଟା ଲିକ; ଯାଇପାରେ ଆପଣଙ୍କ ପ୍ରାଇଭେସି

ନୂଆଦିଲ୍ଲୀ: ସ୍ମାର୍ଟଫୋନର ବ୍ୟବହାର ଆଜି ଏତେ ବୃଦ୍ଧି ପାଇଛି ଯେ ଆଜି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ ଦେଖାଯାଉଛି ଏବଂ ଆମେ କିଛି ସମୟ ପାଇଁ ଫୋନ୍ ବିନା ବଞ୍ଚିପାରିବା ନାହିଁ ଏପରି ଲାଗୁଛି । ଏହାର ସବୁଠାରୁ ବଡ କାରଣ…

ଫିଲ୍ମରେ ଏଣ୍ଟ୍ରୀ ପୂର୍ବରୁ ଫେମସ ହେଲେ ଶାହରୁଖ ଖାନଙ୍କ ଝିଅ, ହେଲେ ଏହି ବ୍ରାଣ୍ଡର ଆମ୍ବାସେଡର

ମୁମ୍ବାଇ: ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଫିଲ୍ମକୁ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ଷ୍ଟାର ହୋଇଯାଇଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନେ ବହୁତ ଭଲପାଇବା ମଧ୍ୟ ଦେଉଛନ୍ତି । ସେ ଖୁବ ଶିଘ୍ର ଜୋୟା…

ମହିନ୍ଦ୍ରା ଏବଂ ମହିନ୍ଦ୍ରା କମ୍ପାନୀର ଏମିରିଟସ୍ ଚେୟାରମ୍ୟାନ୍ କେଶବ ମହିନ୍ଦ୍ରାଙ୍କ ନିଧନ, ୯୯ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ବିଲିୟନିୟର ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଏପ୍ରିଲ୍ ୧୨, ୨୦୨୩ ରେ ବୁଧବାର ଦେହାନ୍ତ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ…

ମହାବିଷୁବ ସଂକ୍ରାନ୍ତି ୨୦୨୩ : ପଣା ସହିତ ବର୍ଷ ଆରମ୍ଭର କ’ଣ ରହିଛି ସାମଞ୍ଜସ୍ୟ..

ଭୁବନେଶ୍ୱର : ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଯାହାକୁ ଆମେ ଓଡିଆ ନବ ବର୍ଷ ଭାବରେ ପାଳନ କରାଯାଏ । ଓଡିଆ ପରମ୍ପରା ଅନୁଯାୟୀ ଏହି ଦିନର ଅନ୍ୟ ଏକ ବିଶେଷତ୍ୱ ରହିଛି । ଭଗବାନ୍ ରାମଚନ୍ଦ୍ରଙ୍କ ପରମ ଭକ୍ତ…

ସାବଧାନ! କଥା କଥାରେ ଆସୁଛି କି ସମସ୍ତଙ୍କ ଉପରେ ରାଗ, ତେବେ ଏହା ହେଇପାରେ Dysthymic Disorder ରୋଗର ଲକ୍ଷଣ

ନୂଆଦିଲ୍ଲୀ: ମଣିଷ ମନରେ ଅନେକ ଭାବନା ଘର ବାନ୍ଧିଛି । କେତେବେଳେ ସେ ହସେ ଆଉ କେତେବେଳେ ସେ ରାଗେ ଆଉ କେତେବେଳେ କାନ୍ଦେ । କିନ୍ତୁ କେବେ ଗୋଟିଏ ଭାବନାକୁ ଅଧିକ ପ୍ରଶୟ ଦିଏ ନାହିଁ । ଆଉ ଯଦି ଏଭଳି ହୁଏ ତେବେ ଏହା…

ଚାଟଜିପିଟିରେ ତ୍ରୁଟି ଖୋଜାଗଲେ OpenAI ଦେବ ରିୱାର୍ଡ, ୟୁଜର୍ସଙ୍କୁ ପ୍ରଦାନ କରିବ ୧୦୦୦ ଡଲାର

ନୂଆଦିଲ୍ଲୀ: ଆମେରିକାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ OpenAI ପୁଣିଥରେ ଚର୍ଚ୍ଚାରେ ଆସିଛି । କମ୍ପାନୀ ବ୍ୟବହାରକାରୀଙ୍କୁ ହଜାର ଡଲାରର ଉପହାର ପ୍ରଦାନ କରିବାକୁ ନେଇ ଚର୍ଚ୍ଚାରେ ଅଛି । ଓପେନଏଆଇ ଦାବି କରିଛି…