Browsing Category
Featured
ପାକିସ୍ତାନକୁ ସାହାଯ୍ୟର ହାତ ବଢାଇଲା ଚୀନ, ଋଣ ଦେବ ୭୦କୋଟି ଡଲାର
ଇସଲାମାବାଦ: ପାକିସ୍ତାନକୁ ୭୦୦ ମିଲିୟନ୍ ଡଲାରର ଋଣ ମଞ୍ଜୁର କରିଛି। ଏହି ରାଶି ଏହି ସପ୍ତାହରେ ପାକିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କକୁ ହସ୍ତାନ୍ତର କରାଯିବ। ବୁଧବାର ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦାର୍ ଏହି ସୂଚନା…
ILSକୁ ବଡ଼ ସଫଳତା: ବୈଜ୍ଞାନିକମାନେ ଉଦ୍ଭାବନ କଲେ ବ୍ରେନ ମ୍ୟାଲେରିଆ ମେଡିସିନ, ରୋଗୀର ଜୀବନ ବଞ୍ଚିପାରିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରେନ ମ୍ୟାଲେରିଆ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଏକ ବଡ଼ ସଫଳତା । ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ତରଫରୁ ଗୁରୁତର ମ୍ୟାଲେରିଆ ଓ ବ୍ରେନ…
ପୂର୍ବତନ ବିଜେପି ବିଧାୟକଙ୍କୁ ୧୦ ବର୍ଷ ଜେଲଦଣ୍ଡ
ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦ ବର୍ଷ ତଳର ଏକ ଦୁଷ୍କର୍ମ ମାମଲାରେ କୋର୍ଟ ଏହି ଶୁଣାଣି କରିଛନ୍ତି । ଏଥିସହିତ ଏକ ଲକ୍ଷର ଜରିମାନା ମଧ୍ୟ ଲାଗୁ କରାଯାଇଛି । ଏହି…
୪୦ ବର୍ଷୀୟ ଯୁବକ ଜେମ୍ସ ଆଣ୍ଡରସନ୍, ଟେଷ୍ଟ୍ ର୍ୟାଙ୍କିଙ୍ଗ୍ରେ ହେଲେ ନମ୍ବର-୧ ବୋଲର
ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍ର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ବଢୁଥିବା ବୟସ ସହିତ ଅଧିକ ଘାତକ ହେବାରେ ଲାଗିଛନ୍ତି। ଆଣ୍ଡରସନ ଚଳିତ ବର୍ଷ ୩୦ ଜୁଲାଇରେ ୪୧ ବର୍ଷର ହୋଇଯିବେ। ଏହା ପୁର୍ବରୁ ସେ ଏବେ ଏକ ବଡ଼ ଉପଲବ୍ଧି ହାସଲ…
ପ୍ରଧାନମନ୍ତ୍ରୀଙ୍କ ‘ଏଗଜାମ ୱାରିୟର୍ସ’ ପୁସ୍ତକକୁ ଲାଇବ୍ରେରୀରେ ରଖନ୍ତୁ: ରାଜ୍ୟମାନଙ୍କୁ ଶିକ୍ଷା ମନ୍ତ୍ରଣାଳୟ ନିର୍ଦେଶ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ 'ଏଗଜାମ ୱାରିୟର୍ସ' ପୁସ୍ତକକୁ ବିଦ୍ୟାଳୟ ଲାଇବ୍ରେରୀରେ ରଖନ୍ତୁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ…
ରିଲାଏନ୍ସ ଜିଓରେ ମାଗଣାରେ ଦେଖନ୍ତୁ ଆଇପିଏଲ୍, ହିନ୍ଦୀ ଏବଂ ଇଂରାଜୀ ସମେତ ୧୨ ଟି ଭାଷାରେ ହେବ କମେଣ୍ଟ୍ରି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଆସନ୍ତା ମାସରେ ଆଇପିଏଲର ପ୍ରଥମ ମ୍ୟାଚ୍ ରେ ଟୁର୍ଣ୍ଣାମେଣ୍ଟ ହେଭିୱେଟ୍ ଚେନ୍ନାଇ ସୁପର…
୪ ଦିନରେ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ, ୫ ମାସରେ ସବୁଠାରୁ ବଡ କ୍ଷତି ସହିଲା ଭାରତୀୟ ସେୟାର ବଜାର
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଲଗାତାର ଚତୁର୍ଥ ଦିନ ପାଇଁ ନିମ୍ନମୁଖି ରହିଛି। ଯାହାଫଳରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି। କେବଳ ବୁଧବାର ନିବେଶକମାନେ ୩.୮୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିଭଳି…
ବୁଲା କୁକୁରମାନଙ୍କୁ ରାସ୍ତାରୁ ହଟାଇବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ, ହାଇଦ୍ରାବାଦ ଭୟାବହତା ପରେ ନିଷ୍ପତି
ଭୁବନେଶ୍ୱର: ରାଜ୍ୟ ରାସ୍ତାରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ହଟାଇବାକୁ ସମସ୍ତ ଜିଲ୍ଲା ମୁଖ୍ୟ ପ୍ରାଣି ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର। ହାଇଦ୍ରାବାଦ୍ରେ ଏକ ୪ ବର୍ଷର ଶିଶୁକୁ ବୁଲା କୁକୁର…
ଡ୍ରାଗନ୍ ବଲ୍ ନା ଗଡଜିଲା ଅଣ୍ଡା ? ଜାପାନ ଉପକୂଳରେ ଲାଗିଥିବା ଅଜ୍ଞାତ ବସ୍ତୁକୁ ନେଇ ଚିନ୍ତାରେ ଲୋକେ
ନୂଆଦିଲ୍ଲୀ: ଜାପାନର ହାମାମାସୁ କୂଳରେ ଏକ ବିଶାଳ କଳଙ୍କି ଲାଗିଯାଇଥିବା ଲୁହା ବଲ ଦେଖିବାକୁ ମିଳିଛି। ଯାହାକୁ ନେଇ ପୁରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ଯେଉଁ ସମୟରେ ଅଜ୍ଞାତ ଉଡନ୍ତା ବସ୍ତୁ ଖବର ଶୁଣିବାକୁ ମିଳୁଛି…
(video) ବିରାଟ କୋହଲିଙ୍କୁ କିସ୍ କଲେ ଯୁବତୀ, ସୋସିଆଲ ମିଡିଆରେ ଭାଇରାଲ, ଅନୁଷ୍କାଙ୍କ ଚିନ୍ତିତ ପ୍ରତିକ୍ରିୟା
ନୂଆଦିଲ୍ଲୀ : ସେଲିବ୍ରିଟିମାନଙ୍କୁ ଦେଖିଲେ ଫ୍ୟାନ୍ସମାନେ ଆବଶ୍ୟକଠାରୁ ଅଧିକ ଉତ୍ସାହିତ ହୋଇପଡିଛି । କିଏ କୁଣ୍ଡେଇ ପକାନ୍ତି ତ ଅନ୍ୟ କେହି ଚୁମ୍ବନ ଦେବାକୁ ପଛାନ୍ତି ନାହିଁ । ସେହିଭଳି କିଛି ଦୃଶ୍ୟ ଏବେ ସୋସିଆଲ…