Browsing Category
Featured
ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ପାଇଁ WHO ଜାରୀ କଲା ନୂଆ ଗାଇଲାଇଡ୍ : ଏହି ଉପାୟ ଉପରେ ଧ୍ୟାନ ଦେବା ଜରୁରୀ
ନୂଆଦିଲ୍ଲୀ:ଆଜିକାଲି ସମୟ ପୂର୍ବରୁ ନବଜାତ ଶିଶୁ ଜନ୍ମ ହେବା ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି । ଏହି କାରଣରୁ କେବଳ ପିଲା ନୁହେଁ ମାଆର ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଥାଏ । ଫଳରେ କିଛି କ୍ଷେତ୍ରରେ ମା ଓ…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି, ସ୍କୁଲ୍ରେ ମିଳିବ ଜେଇଇ, ନିଟ୍ କୋଚିଂ
ଭୁବନେଶ୍ୱର: ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଧରଣର ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ଡାକ୍ତରୀ ଓ ଇଂଜିନିୟରିଂ…
ଜି-୨୦ ସଭାପତି ପଦ ଗ୍ରହଣ କଲା ଭାରତ, ଗଣତନ୍ତ୍ରର ମାତୃଭୂମିକୁ ବିଶ୍ୱନେତାଙ୍କୁ ସ୍ୱାଗତ ରହିବ: ପ୍ରଧାନମନ୍ତ୍ରୀ
ବାଲି: ଇଣ୍ଡୋନେସିଆରେ ଚାଲିଥିବା ଜି-୨୦ ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀର ଶେଷ ଦିନରେ ନରେନ୍ଦ୍ର ମୋଦୀ ଆସନ୍ତା ବର୍ଷ ହେବାକୁ ଥିବା ବୈଠକ ପାଇଁ ସଭାପତି ପଦ ସ୍ୱୀକାର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…
ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ, ୨୦୨୩ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା
ଭୁବନେଶ୍ୱର: ୨୦୨୩ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ପଦ୍ମପୁର ସବ୍-ଡିଭିଜନକୁ ଜିଲ୍ଲା ମାନ୍ୟତା ଦେବାକୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀ ନବୀନ…
ବାଲିରେ ଜି -୨୦ ନେତାଙ୍କ ସହ ହେନ୍ତାଳ ବନରେ ଚାରା ରୋପଣ ହେନ୍ତାଳ ବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବାଲିରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଜି -୨୦ ନେତାଙ୍କ ସହ ‘ତମନ୍ ହୁତାନ୍ ରାୟା ନଗୁରା ରାୟ’ ହେନ୍ତାଳ ଜଙ୍ଗଲ ପରିଦର୍ଶନରେ ଯାଇ ଚାରା ରୋପଣ…
ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ: କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ଭୁବନେଶ୍ୱର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଭୁବନେଶ୍ବର ଠାରେ କଳିଙ୍ଗ…
ଲାପଟପ ବ୍ୟବହାରରେ ସ୍ଲୋ ସମସ୍ୟା ଦେଖାଯାଉଛି କି? ଏହି ୫ଟି ଟିପ୍ସକୁ ଫଲୋ କରନ୍ତୁ
ଦୈନନ୍ଦିନ ଆମେ କାମ କରିବା ପାଇଁ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବହାର କରିଥାଉ । ହେଲେ ଏହା ବେଳେବେଳେ ଧୀରଗତିରେ ଚାଲିଥାଏ । ଯାହାଦ୍ୱାରା ଆମ କାମ କରିବା କ୍ଷେତ୍ରରେ ବାଧାପ୍ରାପ୍ତ ଉପୁଜିଥାଏ । ଯେତେବେଳେ କିଛି…
ଜି -୨୦ ଶିଖର ସମ୍ମିଳନୀରେ ମୁହାମୁହିଁ ଭାରତ-ଚୀନ; ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ମୋଦୀ
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ୨ ଦିନ ଧରି ଚାଲିଥିବା ଜି-୨୦ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥା ହେବା ସହ ହାତ ମିଳାଇଛନ୍ତି । ଯାହାକି…
ଘର ଆଲମାରୀରେ ଏହି ୪ଟି ଜିନଷ ରଖିଲେ, ଟଙ୍କା ପଇସାର ବର୍ଷା ହୋଇଥାଏ
ବାସ୍ତୁଶାସ୍ତ୍ରରେ ଏମିତି ଜିନିଷ ଅଛି ଯାହା ବଦଳେଇ ଦିଏ ମଣିଷର ଭାଗ୍ୟକୁ । ଘରର ପ୍ରତିଟି କୋଣ ମହତ୍ୱ ପୂର୍ଣ୍ଣ ଅଟେ । ତେଣୁ ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକଟି କୋଣ ଏବଂ ସେଠାରେ ରଖାଯାଉଥିବା ଜିନିଷ ଉପରେ ଗୁରୁତ୍ୱ…
୨୦୨୩ରେ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ;ହେବ ଧନବର୍ଷା, ଜାଣନ୍ତୁ ଆପଣ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟୋକ ଗ୍ରହ ନକ୍ଷତ୍ରଙ୍କ କିଛି ନା କିଛି ପ୍ରଭାବ ରହିଥାଏ । ତେଣୁ ସେମାନେ ଯେତେବେଳେ ସେମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରନ୍ତି ଏହା ବ୍ୟକ୍ତିର ଜୀବନ ଉପରେ ପ୍ରଭାବ ପକାଇଥାଏ ।…