Browsing Category

Featured

ଚନ୍ଦ୍ରଗ୍ରହଣ ସରିବା ପରେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ ; ଜୀବନରେ ପଡିବନି ନକରାତ୍ମକ ପ୍ରଭାବ

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଏକ ଅଶୁଭ ଘଟଣା । ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ଦେବ ନିତୀ ଆଦି କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ…

ପିରିୟଡସ୍ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ; ନଚେତ୍ ବଢିପାରେ ସମସ୍ୟା

ପିରିୟଡସ୍ ଅର୍ଥାତ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କର ମୁଣ୍ଡବିନ୍ଧା, କାନ୍ଧ ଦରଜ, ବ୍ଲିଡିଂ, ଅନିଦ୍ରା ଭଳି ସମସ୍ୟା ଦେଖାଦିଏ । ଏହାଦ୍ୱାରା ସେମାନଙ୍କର ଡେଲି ରୁଟିନରେ ପରିବର୍ତନ ହୋଇଥାଏ । ଡାକ୍ତରଙ୍କ…

ଖରାପ ପାଗ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖାଗଲା ଚନ୍ଦ୍ରଗ୍ରହଣ । ରାଜଧାନୀରେ ଦେଖାଗଲା ଆଂଶିକ ଚନ୍ଦ୍ରଗ୍ରହଣ । ଭୁବନେଶ୍ୱର ସମେତ୍ ପୁରୀରେ ମଧ୍ୟ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ପାଗ ଖରାପ ଯୋଗୁଁ ବିଳମ୍ବରେ ଦୃଶ୍ୟମାନ…

ଉନ୍ମୋଚନ ହେଲା ଜି-୨୦ ଅଧ୍ୟକ୍ଷତାର ଲୋଗୋ: ଦେଶ ପାଇଁ ଐତିହାସିକ କ୍ଷଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ଜି-୨୦ ଅଧ୍ୟକ୍ଷତାର ଲୋଗୋ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହତ ଏହାର ଥିମ ଏବଂ ୱେବସାଇଟ ମଧ୍ୟ ସେ ଉନ୍ମୋଚନ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ତରରେ ମହତ୍ତ୍ୱପୂର୍ଣ୍ଣ…

ଯୁବପିଢି ଏବଂ ପିଲାମାନଙ୍କ ଆତ୍ମହତ୍ୟାର କାରଣ ସୋସିଆଲ ମିଡିଆ ! ଅବିଭାବକମାନେ ଏହିସବୁ କଥା ପ୍ରତି ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କିଂ ସେବା ହେଉ ଅବା ସପିଙ୍ଗ କିମ୍ବା କାହା ସହ କଥା ସମସ୍ତ କାର୍ଯ୍ୟ ଏହି ସୋସିଆଲ ମିଡିଆ ମାଧ୍ୟମରେ…

‘ଭାରତ ଯୋଡୋ ଯାତ୍ରା’ରେ ତ୍ରିରଙ୍ଗା ନେଇ ଯାଉଥିବା ବେଳେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ: ଶୋକ ପ୍ରକାଶ କଲେ ରାହୁଲ ଗାନ୍ଧୀ

ମୁମ୍ବାଇ: ଭାରତ ଯୋଡୋ ଯାତ୍ରାରେ ଭାଗ ନେଇଥିବା ବେଳେ କଂଗ୍ରେସ ସେବା ଦଳର ନେତା କୃଷ୍ଣକାନ୍ତ ପାଣ୍ଡେଙ୍କର ଦେହାନ୍ତ ହୋଇଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ର ଦେଇ ଯାଉଛି । ଗତରାତିରେ ହିଁ ଏହି…

ରାଜଧାନୀ ଭୁବନେଶ୍ୱରରେ ଦୃଶ୍ୟମାନ ହେଲାନି ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଲାନି ଚନ୍ଦ୍ରଗ୍ରହଣ। ବାଦଲ ଏବଂ ଦିଗବଳୟ କାରଣରୁ ଚନ୍ଦ୍ରଗହଣ ଦେଖାଯାଇ ନଥିବା ବିଶେଷଜ୍ଞ କହିଛନ୍ତି। ସୂଚନା ଅନୁସାରେ ସନ୍ଧ୍ୟା ୫ଟା ବାଜି ୧୧ ମିନିଟ୍‌ରେ ଚନ୍ଦ୍ରଗ୍ରହଣ…

Mission Prarambh, ପ୍ରଥମ ଥର ଶ୍ରୀହରିକୋଟାରୁ ଲଞ୍ଚ ହେବ ପ୍ରାଇଭେଟ ସ୍ପେସ ରକେଟ: ଦେଶରେ ଲେଖା ହେବ ନୂଆ ଇତିହାସ

ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହେବାକୁ ଯାଉଛି ପ୍ରାଇଭେଟ ସ୍ପେସ କମ୍ପାନୀର ରକେଟ୍ । ତେବେ ଏହା ଇସ୍ରୋର ଶ୍ରୀହରିକୋଟାର ସତୀଶ ଭବନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରେ ଏହି ରକେଟ ଲଞ୍ଚ କରାଯିବ । ହାଇଦ୍ରାବାଦର ସ୍କାଏରୁଟ…

ରଦ୍ଦ ହେଉଛି ଗୋଟିଏ ପରେ ଗୋଟିଏ ରାସନ କାର୍ଡ: ଗ୍ରାହକଙ୍କୁ ସରକାର ଦେଲେ ବଡ ଝଟକା

ନୂଆଦିଲ୍ଲୀ: ଦେଶର ରାସନ୍ କାର୍ଡଧାରୀମାନଙ୍କ ପାଇଁ ଆସିଛି ବଡ ଖବର । ଧିରେ ଧିରେ ଗୋଟି ପରେ ଗୋଟିଏ ରାସନ କାର୍ଡ ଉପରେ ଏବେ ଆକ୍ସନ ନେଉଛନ୍ତି ସରକାର । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକ ଏବେ ମାଗଣା ରାସନ ସେବାରୁ ବଞ୍ଚିତ…

ଟଙ୍କା ରୋଜଗାର ପାଇଁ ଶିକ୍ଷା କୌଣସି ବ୍ୟବସାୟ ନୁହେଁ, ଟ୍ୟୁସନ୍ ଫିସ୍ ଶସ୍ତା ହେବା ଉଚିତ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଟଙ୍କା ରୋଜଗାର ପାଇଁ ଶିକ୍ଷା ଲାଭ କରିବା କୌଣସି ବ୍ୟବସାୟ ନୁହେଁ ଓ ଟ୍ୟୁସନ୍ ଫିସ୍ ସବୁବେଳେ ଶସ୍ତା ହେବା ଆବଶ୍ୟକ ବୋଲି ସୋମବାର ଦିନ କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ସରକାର…