Browsing Category
Featured
ଏଣିକି ଗାଡିର ଫିଟନେସ ଯାଞ୍ଚ କରିବ ମେସିନ: ଗାଡି ମାଲିକଙ୍କ ମୁଣ୍ଡରେ ପଶୁନି ପ୍ଲାନ
ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ କୌଣସି ଗାଡିର ଫିଟନେସ ଯାଞ୍ଚ କରିବା ପାଇଁ ମେକାନିକଙ୍କ ଆବଶ୍ୟକତା ପଡୁଥିଲା । କିନ୍ତୁ ଏବେ ବଦଳିଯାଇଛି ଫର୍ମାଟ । ଏଣିକି ଗାଡିର ଫିଟନେସ ଯାଞ୍ଚ କରିବା ଦାୟିତ୍ୱ ମେକାନିକଙ୍କୁ ମିଳିବ…
ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ଜାଣନ୍ତୁ କିପରି ହୋଇଥିଲା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ ।…
ହାଇସ୍କୁଲରେ ଖୋଲିବ +୨, ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା: ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲରେ ଏକାଦଶ ପାଠପଢ଼ା ଆରମ୍ଭ ହେବ । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ସ୍କୁଲରେ ଏକାଦଶ ଖୋଲିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।…
ଆଜିଠାରୁ ୩ ଦିନିଆ ଗସ୍ତରେ କର୍ଣ୍ଣାଟକ ଯିବେ ରାଷ୍ଟ୍ରପତି: ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କରିବେ ଉଦଘାଟନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ ଆଜିଠାରୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ କର୍ଣ୍ଣାଟକ ଗସ୍ତ କରିବେ । ରାଷ୍ଟ୍ରପତି ଭାବରେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ତାଙ୍କ ଗସ୍ତରେ ସେ ଆଜି ମଚାମୁଣ୍ଡି…
Money Laundering କେସରୁ ମୁକୁଳିଲେ ଜ୍ୟାକଲିନ! ଅଭିନେତ୍ରୀଙ୍କୁ ମିଳିଲା ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଘନ ଘନ ଜେରା ପରେ କୋର୍ଟ ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛି । ଏହା ପୂର୍ବରୁ ୨୦୦ କୋଟି ଟଙ୍କାର…
କେଉଁ ଲୋକଙ୍କ ରାଶିରେ ରହିଛି ପ୍ରେମ ବିବାହ ଯୋଗ ? ଯାହାକୁ ଭଲ ପାଆନ୍ତି, ତାକୁ ହିଁ ବାହା ହୁଅନ୍ତି
ହିନ୍ଦୁ ଧର୍ମରେ ବିବାହ ସମୟରେ ବର କନ୍ୟାର ରାଶି ମିଶାଇବା ପରମ୍ପରା ରହିଛି । କିନ୍ତୁ କେତେକ ଲୋକେ ଜାତକରେ ରହିଥିବା ରାଶି ସହ ଜଡିତ ପରମ୍ପରାକୁ ମାନି ନଥାନ୍ତି, ଖାସ୍ କରି ଏହି ଘଟଣା ପ୍ରେମ ବିବାହରେ ଦେଖିବାକୁ…
SBIରେ ଚାକିରି ପାଇଁ ଆବେଦନର ଶେଷ ସୁଯୋଗ: ଏପରି କରନ୍ତୁ ଆପ୍ଲାଏ
ନୂଆଦିଲ୍ଲୀ: ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଖୋଜୁଥିବା ପ୍ରାର୍ଥୀଙ୍କୁ ଦେଶର ସବୁଠାରୁ ବଡ଼ ବ୍ୟାଙ୍କରେ ଚାକିରି ପାଇଁ ଆବେଦନର ଏହା ହେଉଛି ଶେଷ ସୁଯୋଗ । ଏସବିଆଇ ପକ୍ଷରୁ ୨୭ ସେପ୍ଟେମ୍ବରରେ ଜୁନିୟର ଆସୋସିଏଟ୍ ପଦ…
ବିପଦ ସଂକେତ ଉପରେ ଯମୁନା ପାଣି: ତଳିଆ ଅଞ୍ଚଳରେ ଘନେଇଲା ବନ୍ୟା ପରିସ୍ଥିତି
ନୂଆଦିଲ୍ଲୀ: ପୁଣିଥରେ ଭୟଙ୍କର ରୂପ ନେଉଛି ଯମୁନାର ଜଳସ୍ତର । ଲଗାଣ ବର୍ଷା ଏବଂ ହରିୟାଣା ଯମୁନାନଗରର ହଥିନୀକୁଣ୍ଡ ବ୍ୟାରେଜରୁ ଅଧିକ ମାତ୍ରାରେ ପାଣି ଛଡାଯିବା ଫଳରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।…
ନବରାତ୍ରୀରେ କରନ୍ତୁ ନବଗ୍ରହଙ୍କ ଶାନ୍ତି ପୂଜା:ଜାଣନ୍ତୁ କେଉଁ ଦିନ କରିବେ କେଉଁ ଗ୍ରହଙ୍କ ପୂଜା
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ଏକ ସ୍ୱନ୍ତ୍ରତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଥାଏ । ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ନବଗ୍ରହଙ୍କ ପୂଜା ମଧ୍ୟ…
ଭୁଲରେ ବି ଏହି ସ୍ଥାନରେ କରନ୍ତୁ ନାହିଁ ମୋବାଇଲ ଚାର୍ଜ: ନଚେତ୍ ଆକାଉଣ୍ଟ ଖାଲି କରିଦେବେ ହ୍ୟାକର୍
ନୂଆଦିଲ୍ଲୀ: କ’ଣ ଆପଣ ବି ପବ୍ଲିକ୍ ସ୍ଥାନରେ ମୋବାଇଲ ଚାର୍ଜ କରୁଛନ୍ତି କି ? ଯଦି ହଁ, ତେବେ ତୁରନ୍ତ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ ।…