Browsing Category

Featured

ରାଜୁ ଶ୍ରୀବାସ୍ତବଙ୍କ ଶେଷ ଇନଷ୍ଟାଗ୍ରାମ Video: ମେଡିକାଲରେ ଆଡମିଟ୍ ହେବା ପୂର୍ବର ପୋଷ୍ଟ ଏବେ ଭାଇରାଲ

ମୁମ୍ବାଇ: କମେଡିଆନ୍ ରାଜୁ ଶ୍ରୀବାସ୍ତବ ଏକ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ଜୀବନ ଯୁଦ୍ଧରେ ଲଢ଼ି ଲଢ଼ି ଶେଷରେ ହାରିଯାଇଛନ୍ତି । ୫୮ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସର…

ଅର୍ପିତାଙ୍କ ମାଆ ହେବାର ଇଚ୍ଛା ପୂରଣ କରିବେ କି ପ୍ରାର୍ଥ ! ଘରରୁ ମିଳିଲା କିଛି ଏଭଳି ସାର୍ଟିଫିକେଟ….

ପଶ୍ଚିମବଙ୍ଗ: ମାଆ ହେବାକୁ ଚାହୁଁଛନ୍ତି ଅର୍ପିତା । ଗତକାଲି ଏଭଳି ଖୁଲାସା କରିଛି ଇଡି । ତେବେ ଗତ କିଛି ଦିନ ହେବ ଅର୍ପିତା ମୁଖାର୍ଜୀ ଏବଂ ପ୍ରାର୍ଥ ଚାଟାର୍ଜୀ ବିରୋଧରେ ଏକାଧିକ ମକଦ୍ଦମା ଚାଲିଛି । ସେମାନଙ୍କ…

Be Ready ର ଡାକରା ଦେଲେ ପୁଟିନ ; ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଘଟିବ କି ଅନ୍ତ ?

ନୂଆଦିଲ୍ଲୀ : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ରୁଷକୁ ବଡ ମୁକାବିଲା ପାଇଁ ଘୋଷଣା କରିଛନ୍ତି । କାରଣ ୟୁକ୍ରେନ ଏବଂ ଋଷ ଭିତରେ ଚାଲିଥିବା ଯୁଦ୍ଧ ପ୍ରାୟ ସାତ ମାସରେ ପହଞ୍ଚିଛି। ଯୁଦ୍ଧ ଥମିବାର ନା ହିଁ ନେଉ…

ମା’ ହେବା ପରେ କ’ଣ ଭାବନ୍ତି ମହିଳା? କାହିଁକି ହୁଅନ୍ତି ଡିପ୍ରେସନର ଶିକାର, ଜାଣନ୍ତୁ ଏଥିରୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ମା’ ହେବା ପରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ନୂଆ ସମ୍ପର୍କ ଓ ନୂଆ ଦାୟିତ୍ୱ ଜୀବନର ସମସ୍ୟାକୁ ଟିକେ ବଢ଼ାଇଦେଇଥାଏ । ଅନେକ ମହିଳା ଛୁଆ ଜନ୍ମ ପରେ ଚିଡ଼ଚିଡ଼ା ହୋଇଯାଆନ୍ତି । ମା’ ହେବା…

ଆସନ୍ତାକାଲି ବଡ଼ ଘୋଷଣା କରିବେ ଅର୍ଥମନ୍ତ୍ରୀ! ବେକାରୀମାନଙ୍କୁ ମିଳିବ ସରକାରୀ ଚାକିରି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପ୍ଲାନ୍

ନୂଆଦିଲ୍ଲୀ: ସମଗ୍ର ଦେଶର ବେରୋଜଗାରୀଙ୍କୁ ଆସନ୍ତାକାଲି ବଡ଼ ଉପହାର ମିଳିବାକୁ ଯାଉଛି । ଦେଶରେ ପୁଣିଥରେ ବେକାରୀମାନଙ୍କୁ ସରକାରୀ ଚାକିରି କରିବରେ ସୁଯୋଗ ମିଳିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା…

ମଜା ପାଇଁ ମଙ୍ଗେତରର ନ୍ୟୁଡ୍ ଫଟୋ ସୋସିଆଲ ମିଡିଆରେ କଲେ ପୋଷ୍ଟ: ରାଗରେ ଆସି ମାରିଦେଲା ଯୁବତୀ

ବେଙ୍ଗାଲୁର: ଆଜିକାଲି ସୋସିଆଲ ମିଡିଆ କାହା ପାଇଁ ରୋଜଗାରର ମାର୍ଗ ପାଲଟିଛି ତ ଆଉ କାହା ପାଇଁ କାଳ ହେଉଛି । ସେହିପରି ବେଙ୍ଗାଲୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ଡାକ୍ତର ମଜାକ-ମଜାକରେ…

ଜେଲରୁ ଫେରାର ହେଲା ଅଭିଯୁକ୍ତ, ପ୍ରେମିକାର ଶାଶୁଘର ଆଗରେ ନିଜକୁ ଦେଲା ଟାଙ୍ଗି

ମାଧୋପୁର:ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାରେ ଆତ୍ମହତ୍ୟାର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ପୋଲିସ ହେପାଜତରୁ ଜଣେ ବଳାତ୍କାର ଅଭିଯୁକ୍ତ ପଳାୟନ କରି ଆତ୍ମହତ୍ୟା କରିଛି। ଅଭିଯୁକ୍ତ ତାଙ୍କ…

୮୦ ଜଣ ପାଇଲଟ୍‌ଙ୍କୁ ତିନିମାସିଆ ଅବୈତନିକ ଛୁଟି ଦେଲା ଏୟାରଲାଇନ୍ସ ସ୍ପାଇସ୍‌ଟ୍

ନୂଆଦିଲ୍ଲୀ : ଖର୍ଚ୍ଚକାଟ୍‌ ଉଦ୍ଦେଶ୍ୟରେ ଘରୋଇ ଏୟାରଲାଇନ୍ସ ସ୍ପାଇସ୍‌ଟ୍ ପକ୍ଷରୁ ୮୦ ଜଣ ପାଇଲଟ୍‌ଙ୍କୁ ତିନିମାସିଆ ଅବୈତନିକ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଗତ ୪ ବର୍ଷ ଧରି ସ୍କାଇସ୍କେଟ୍ କ୍ଷତିରେ…

OSSCରେ ବମ୍ପର ନିଯୁକ୍ତି ସୁଯୋଗ: ୬୪ ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଓଡିଶାରେ ସରକାରୀ ଚାକିରି ଖୋଜୁଥିଲେ ଆସିଛି ଖୁସିଖବର । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ବା OSSC ରେ ଲ୍ୟାବ୍ ଆସିଷ୍ଟାଣ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ବାହାରିଛି । ଆଶ୍ରୟୀ ପ୍ରାର୍ଥୀମାନେ…

ବାଇକ ଚଳାଇବା ସମୟରେ ‘ଚପଲ’ ପିନ୍ଧିଥିଲେ ଭରିବେ ଫାଇନ୍: ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଲୋକମାନେ ସାଧାରଣତଃ ଚାଲାଣ କଟିବାର ୨/୪ କାରଣ ଜାଣନ୍ତି, କିନ୍ତୁ ଏହାର ଅନେକ କାରଣ ରହିଛି । ମୋଟର-ଯାନ ଆକ୍ଟ ୨୦୧୯ ରେ ଯେତେବେଳେ ସଂଶୋଧନ କରାଯାଇଥିଲା, ସେଥିରେ କିଛି ପରିବର୍ତ୍ତନ କରାଯାଇଥିଲା ।…