Browsing Category

Featured

ଶରୀରରେ ଅକ୍ସିଜେନ୍ ସ୍ତର ବଢାଇବାକୁ ଚାହାଁନ୍ତି କି ? ତେବେ କରନ୍ତୁ ଏହି ବ୍ୟାୟାମ

ଅକ୍ସିଜେନର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଅନେକ ଜୀବନ ଚାଲିଯାଉଛି । ଏହି ସମସ୍ୟାକୁ ଦୁର କରିବା ପାଇଁ , ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ…

ପବନରୁ ବାହାରିବ ପିଇବା ପାଣି: ଏହିଠାରେ ଲାଗିବ ପ୍ରଥମ ମେସିନ୍

ନୂଆଦିଲ୍ଲୀ: ମନୁଷ୍ୟକୁ ଜୀବିତ ରହିବା ପାଇଁ ପ୍ରାକୃତିକ ଉପାଦାନର ଆବଶ୍ୟକତା ହୋଇଥାଏ । ଯେଉଁଥିରେ ବାୟୁ ଏବଂ ପାଣି ସବୁଠୁ ଜରୁରୀ । କିନ୍ତୁ ଏହାପରେ ବି ପ୍ରତିଦିନ ଅନେକ ଲୋକ ପାଣି ବରବାଦ କରୁଛନ୍ତି । ପିଇବା ପାଣି…

ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ ଆସିଲେନି ଡାକ୍ତର, ମା’ କୋଳରେ ପ୍ରାଣ ତ୍ୟାଗ କଲା ୫ବର୍ଷର ନିରିହ ଶିଶୁ

ମଧ୍ୟପ୍ରଦେଶ: ଚିକିତ୍ସା ଅବହେଳାରୁ ମା'କୋଳରେ ଚାଲିଗଲା ନିରିହ ଶିଶୁର ଜୀବନ। ଡାକ୍ତରଙ୍କୁ ଅପେକ୍ଷା କରି କରି ଚିକିତ୍ସା ଅଭାବରୁ ଚାଲିଯାଇଛି ଶିଶୁଟିର ଜୀବନ। ମଧ୍ୟପ୍ରଦେଶରେ ଜବଲପୁର ଜିଲ୍ଲାର ଏକ ସରକାରୀ…

ଖାଇବା ସମୟରେ ବାରମ୍ବାର ପାଣି ପିଇବାର ଅଭ୍ୟାସ ଅଛି କି ? ହୋଇଯାଆନ୍ତୁ ସାବଧାନ, ନଚେତ୍ ହୋଇପାରେ ଏହି ସମସ୍ୟା

ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ  ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାଉ । ତେବେ ଆମ ସ୍ୱାସ୍ଥ୍ୟ ଅବସ୍ଥା କିପରି ରହିବ ଏହା ଆମ ଖାଦ୍ୟଶୈଳୀ ଉପରେ ନିର୍ଭର କରିଥାଏ । ତେବେ ଅନେକ ଲୋକ…

‘ମୁସଲିମ ଡେଲିଭରୀ ବୟ ପଠାନ୍ତୁ ନାହିଁ’, ଖାନା ଅର୍ଡର ସମୟରେ ଏମିତି ମେସେଜ୍ ଲେଖିଲେ ଗ୍ରାହକ

ହାଇଦ୍ରାବାଦ: ଆଜିର ସମୟରେ ଅନଲାଇନର ବହୁଳ ବ୍ୟବହାର ବଢିବାରେ ଲାଗିଛି। କୌଣସି ସାମାନ ଦରକାର ବାସ୍ ଆପଣଙ୍କୁ ଘରେ ବସି ମିଳି ଯାଉଛି। ବିଶେଷ କରି ଅନଲାଇନ ଫୁଡ୍ ଡେଲିଭରୀ ବୟ ଲୋକଙ୍କ ଜୀବନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ…

ଋତୁସ୍ରାବ ସମୟରେ ଗରମ ପାଣି ପିଇବା ଦ୍ୱାରା କଣ ଲାଭ ହୁଏ ଜାଣନ୍ତୁ

ଗରମ ହେଉ ବା ଥଣ୍ଡା , ପାଣି ସବୁବେଳେ ଶରୀରକୁ ସୁସ୍ଥ ରଖିଥାଏ । ପ୍ରଚୁର ପାଣି ପିଇବା ଦ୍ଵାରା ଶରୀର ଜଳଶୂନ୍ୟତା ବା ଡିହାଇଡ୍ରେସନ ଅବସ୍ଥାରୁ ମୁକ୍ତ ରହିଥାଏ । ଏଥି ସହିତ ତାହା କୋଷ୍ଠକାଠିନ୍ୟ ଓ ବୃକ୍‌କ ପଥୁରି…

Biju Janata Dal ପକ୍ଷରୁ ମହିଳା ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ତା’ର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ କରିଛି । ଏହାମଧ୍ୟରେ ବିଜୁ ମହିଳା ଜନତା…

ଜରାୟୁ କର୍କଟ ପାଇଁ ସଞ୍ଜୀବନୀ: ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କେତେ ରହିବ ଦାମ୍ ?

ନୂଆଦିଲ୍ଲୀ: ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନ୍ସର ପାଇଁ ବାହାରିଛି ଟିକା । ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ସେରମ ଇନଷ୍ଟିଚ୍ୟୁଟ । ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା…

ଆପଣଙ୍କ ମୋଟାପଣ ହୋଇପାରେ ଆପଣଙ୍କ ଛାଡପତ୍ରର କାରଣ ଜାଣନ୍ତୁ କାହିଁକି…

ମେରଠ : ଆପଣ ନିଶ୍ଚିତ ଭାବରେ ସ୍ୱାମୀ-ସ୍ତ୍ରୀ ଙ୍କ ଝଗଡା ଏବଂ ଛାଡପତ୍ରର ଅନେକ କାହାଣୀ ଶୁଣିଥିବେ । ବର୍ତ୍ତମାନ ମେରଠରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପରେ ପତ୍ନୀ ମୋଟା ତାଙ୍କ ଛାଡ଼ପତ୍ରର କାରଣ…

ବଦଳିବ ବୋଲଗଡ଼ ରୋଡ ଷ୍ଟେସନର ନାମ: ମାଲିକଗୋଡ଼ା ଷ୍ଟେସନ ହେବ ନୂଆ ନାମ, ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ଖବର । ବୋଲଗଡ଼ ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହେବ । ଏହି ଷ୍ଟେସନର ନାମ ବଦଳି ମାଣିକଗୋଡ଼ା ଷ୍ଟେସନ ଭାବେ ନାମିତ ହେବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…