
Browsing Category
Featured
(Video) ପରିଣତ ବୟସରେ ଗୁହାଳ ସଫା କରି ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି… ଭଙ୍ଗା ଦଦରା କୁଡ଼ିଆ ହିଁ ସାଜିଛି ସାହା ଭରଷା…
ଖଟିବା ପାଇଁ ବୟସ ନାହିଁ, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି, ଠିକ ଭାବେ କଥା ବି କହି ପାରୁ ନାହାନ୍ତି । ଆଉ ଏମିତି ଦୁରାବସ୍ଥାରେ ପେଟକୁ ମୁଠାଏ ଦାନା ପାଇଁ ଗାଈ ଗୁହାଳ ସଫା କରିବା ସହ ଘାସ କାଟି ଯାହା ଘାସ ବିକ୍ରି…
ଫିଟ୍ ରହିଲେ ୧୦ ଲକ୍ଷ ପୁରସ୍କାର ଓ ବୋନସ: କର୍ମଚାରୀମାନଙ୍କୁ ଫିଟନେସ୍ ଚ୍ୟାଲେଞ୍ଜ ଦେଲେ କମ୍ପାନୀ ସିଇଓ
ମୁମ୍ବାଇ: ଅନଲାଇନ୍ ବ୍ରୋକିଙ୍ଗ ଫାର୍ମ 'ଜିରୋଧା'ର ସହ ସମ୍ପାଦକ ଏବଂ ସିଇଓ 'ନିତିନ କାମଥ' ନିଜ କମ୍ପାନୀର କର୍ମଚାରୀଙ୍କୁ ଏକ ଭିନ୍ନ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ଚ୍ୟାଲେଞ୍ଜ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ସେ ତାଙ୍କ…
Retirement ଘୋଷଣା ନେଇ ଅନୁମାନ କରୁଥିଲେ ଫ୍ୟାନ୍ସ: ଏହି ଘୋଷଣା କଲେ କ୍ୟାପଟେନ କୁଲ
ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ବଡ ଘୋଷଣା କରିଛନ୍ତି କ୍ୟାପଟେନ କୁଲ ମାହି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଗାମୀ ସିଜନକୁ ନେଇ ଏହି ଘୋଷଣା କରିଛନ୍ତି । ଧୋନୀ ନିଜ ଅବସରକୁ ନେଇ ଘୋଷଣା…
ଦୀର୍ଘ ଦିନ ଧରି ସିଙ୍ଗଲ ଅଛନ୍ତି କି? ଜାଣନ୍ତୁ ଏହାର ଭୟଙ୍କର ପରିଣାମ
ନୂଆଦିଲ୍ଲୀ: ଆଜିକାଲିର ଅନେକ ଯୁବକ ବା ଯୁବତୀ ନିଜ ଜୀବନରେ ଗୋଟିଏ ଭଲ ଜୀବନସାଥି ଖୋଜିଥାନ୍ତି । ଯାହାକୁ ସେମାନେ ନିଜର ସୁଖ ଦୁଃଖ ସବୁକିଛି କହି ପାରିବେ । କିନ୍ତୁ ଏପରି କିଛି ପିଲା ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ…
ଆଠ ବର୍ଷର ବାଳକର ତଣ୍ଟିରେ ଅଟକିଗଲା ଏକ କଏନ୍, ତିନି ଦିନ ପର୍ଯ୍ୟନ୍ତ ଚାଲିଲା ଡାକ୍ତରଙ୍କ ସଂଘର୍ଷ
ନୂଆଦିଲ୍ଲୀ: ଗୋଟିଏ ଆଠ ବର୍ଷର ଶିଶୁର ଗଳାରେ ଏକ କଏନ ଅଟକି ଯାଇଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି ଉକ୍ତ କଏନଟି ତିନି ଦିନ ପର୍ଯ୍ୟନ୍ତ ତଣ୍ଟିରେ ଲାଗି ରହିଥିଲା । ଏହାପରେ ଶିଶୁଟିର ଶରୀରରେ ଅନେକ ଜଟିଳ ସମସ୍ୟା…
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଥରୁରଙ୍କୁ ଝଟକା, ଗେହଲଟଙ୍କ ସମର୍ଥନରେ ଆସିଲେ କେରଳ ସାଂସଦ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢେଇ ରୋଚକ ହେବାରେ ଲାଗିଛି। ସାଂସଦ ଶଶି ଥରୁର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ହୋଇପାରେ। ଥରୁର ଏନେଇ ପୂରା ପ୍ରସ୍ତୁତି…
UPSC ନିଯୁକ୍ତି;ମାତ୍ର ୨୫ ଟଙ୍କା ଦେଇ ଆବେଦନ ଫର୍ମ ପୁରାଣ କରନ୍ତୁ
ସହକାରୀ ପ୍ରଫେସର, ବିଶେଷଜ୍ଞ ଗ୍ରେଡ୍ -୩ ଏବଂ ଅନ୍ୟାନ୍ୟ ପଦବୀ (UPSC ନିଯୁକ୍ତି ୨୦୨୨) ପୂରଣ ପାଇଁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଆବେଦନକୁ ଆମନ୍ତ୍ରଣ କରିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ…
କେତେ ଆଉ ପ୍ରେମ କରିବ, କେତେ ଆଉ ଜୀବନ ହାରିବ: ପିତାମାତାଙ୍କ ଭଲ ପାଇବା ଟିକେ ବୁଝ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ମାତ୍ର ଆଜି ଏହି ପବିତ୍ର ଉକ୍ତିଟି ବୋଧହୁଏ ମିଥ୍ୟା ପାଲଟିଯାଇଛି । ଆଜି ଶହ ଶହ ଯୁବକ, ଯୁବତୀ ପ୍ରେମ ପାଇଁ ନିଜ ଜୀବନ ହାରିବାକୁ ପଛାଉ ନାହାନ୍ତି ।…
ସଚିନଙ୍କୁ ପୁଣି ଅଣଦେଖା କଲେ ଘାଟାରେ ପଡିବ କଂଗ୍ରେସ, ପାଇଲଟଙ୍କ କିଛି ଯିବନି, ମୁଖ୍ୟମନ୍ତ୍ରୀ ନକଲେ ରହିଛି ୩ ଭୟ
ନୂଆଦିଲ୍ଲୀ: ଗେହଲଟ୍ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ କିଏ ସମ୍ଭାଳିବେ, ଏହାର ନିଷ୍ପତ୍ତି ଆଜି ହୋଇପାରେ। ଏ ନେଇ ଦିଲ୍ଲୀରୁ ପଠାଯାଇଥିବା ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ…
IRCTC ପକ୍ଷରୁ ଆସିଲା ଶସ୍ତା ଟୁର୍ ପ୍ୟାକେଜ୍, କମ୍ ପଇସାରେ ଥରେ ତିରୁପତି ବାଲାଜୀ ବୁଲି ଆସନ୍ତୁ
ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍ ପ୍ୟାକେଜ୍ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏହି ସୁଯୋଗ ଆସିଛି । ଏହି…