Browsing Category
Featured
Video: ସରକାରୀ ବ୍ରାଣ୍ଡ ପାନ କରି କମାଲ୍ କରିଲେ ସରକାରୀ କର୍ମଚାରୀ…
ଗଂଜାମ: ଡ୍ୟୁଟି ସମୟରେ ଡ୍ୟୁଟି ନ କରି ମଦ ପିଇ ରାସ୍ତାରେ ଗଡୁଛନ୍ତି ସରକାରୀ କର୍ମଚାରୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ସହରରେ। ଅଫିସ୍ ସମୟରେ ଅଫିସ୍ରେ ନରହି ଜଣେ ସରକାରୀ କର୍ମଚାରୀ ରାସ୍ତାକଡ଼ରେ ମଦ ପିଇ…
ବନ୍ଧୁତ୍ୱ ଦିବସର ମହତ୍ତ୍ୱ..ଜାଣନ୍ତୁ କାହିଁକି ପାଳନ୍ତି ବନ୍ଧୁତ୍ୱ ଦିବସ
ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ସେହିପରି ଭାରତ ଭଳି ଅନେକ ଦେଶ ଅଛି ଯେଉଁ ଦେଶ ମାନଙ୍କରେ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧୁତ୍ୱ…
Video: ଇତିହାସ ରଚିଲା ISRO, ଶ୍ରୀହାରିକୋଟାରୁ ଲଞ୍ଚ କଲା ଏହାର ପ୍ରଥମ ଛୋଟ ସାଟେଲାଇଟ୍, ଜାଣନ୍ତୁ ଏହାର ବିଶେଷତ୍ୱ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଏହାର ପ୍ରଥମ ଛୋଟ ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି। SSLV-D1 ଏହା…
ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୁଇ ସହରରେ ସୁଇ ମାସ ପାଇଁ ଧାରା ୧୪୪ ଲାଗୁ
ମଣିପୁର: ମଣିପୁରରେ ଏକ ଭ୍ୟାନ୍ରେ ନିଆଁ ଲଗାଇବା ଘଟଣାକୁ କେନ୍ଦ୍ର କରି ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ବିଷ୍ନୁପୁର ଅଞ୍ଚଳରେ ତିନିରୁ ଚାରୁ ଯୁବକ ଗୋଟିଏ ଭ୍ୟାନ୍ରେ ନିଆ ଲଗାଇ ଦେଇଥିଲେ। ପରେ ଏହାକୁ ନେଇ…
ନୀତା ଅମ୍ବାନୀଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ, ଜବାବ ଦାଖଲ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନୀଙ୍କ ବିରୋଧରେ ଦ୍ୱୈତ ସ୍ୱାର୍ଥ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ପୂର୍ବତନ ସଦସ୍ୟ…
ଯଦି ଆପଣଙ୍କର ଏକ କ୍ରେଡିଟ୍ କାର୍ଡ ଅଛି, ତେବେ ଏହି ନିୟମଗୁଡିକ ଜାଣନ୍ତୁ, ଭାରୀ ପଡିପାରେ ଅବହେଳା
ନୂଅଦିଲ୍ଲୀ: ଭାରତରେ ଦୃତ ଗତିରେ ଡିଜିଟାଇଜେସନ ବଢିଚାଲିଥିବା ବେଳେ ଅନଲାଇନ୍ ସପିଂ ମଧ୍ୟ ସମାନ୍ତରଳ ଭାବରେ ବୃଦ୍ଧି ପାଇଛି। ତେବେ ଅନଲାଇନ୍ ସପିଂ ପାଇଁ କ୍ରେଡିଟ୍ କାର୍ଡର ବ୍ୟବହାର ବହୁଳ ମାତ୍ରାରେ ବି ବୃଦ୍ଧି…
ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି, ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ
ଯାଜପୁର, (ଭାସ୍କର ନ୍ୟୁଜ) : ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ଷ୍ଟାଡିୟମ, ପାରାଦୀପ ଠାରେ ଅନୁଷ୍ଠିତ ହେବ ବୋଲି ଆର୍ମି…
ତିଆରି ହେଲା ବିଶ୍ୱର କୃତ୍ରିମ ଭୃଣ: ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା
ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କୃତ୍ରିମ ଭୃଣ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଜୀବର ହୃଦସ୍ପନ୍ଦନ ହେବ ସହ ମସ୍ତିଷ୍କକୁ ମଧ୍ୟ ସମ୍ପୂର୍ଣ୍ଣ ଆକାର ଦିଆଯାଇଛି। ତେବେ ଏହି ଭୃଣ ପ୍ରସ୍ତୁତ ପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା…
ଚୀନ୍ ଗୁପ୍ତଚର ଜାହାଜକୁ ଅଟକାଇଲା ଶ୍ରୀଲଙ୍କା, ଜାଣନ୍ତୁ ଏହା ପଛର କାରଣ…
କଲମ୍ବୋ: ଭାରତ ଆପତ୍ତି ଉଠାଇବା ପରେ ପରବର୍ତ୍ତୀ ଆଲୋଚନା ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ବେଜିଂ ପ୍ରଶାସନକୁ ଏହାର ସ୍ପେସ୍ ସାଟେଲାଇଟ୍ ଟ୍ରାକର ଜାହାଜ ୟୁଆଙ୍ଗ ୱାଙ୍ଗ -୫କୁ ହମବାନତୋଟା…
Video: ଝୁଲନ୍ତା ଅବସ୍ଥାରେ ନବ ବଧୂର ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହେଲା ନବ ବଧୂର ମୃତ ଶରୀର, ହତ୍ୟା ଅଭିଯୋଗ ଆଣି ନ୍ୟାୟ ପାଇବା ଦାବିରେ ଏସପି ଅଫିସ ସମ୍ମୁଖ ରାସ୍ତାକୁ ଅବରୋଧ କରିଲେ ପରିବାର ଲୋକ। ବାହାଘରର ମାତ୍ର ଛଅ ମାସ ହୋଇଥିବା…