Browsing Category
Featured
ବିଧାୟକ ପଦ ହରାଇବେ କି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ? ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଲା ECଙ୍କ ରିପୋର୍ଟ
ନୂଆଦିଲ୍ଲୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଯିବ କି ରହିବ ତାହା ଏବେ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଏହାର ନିଷ୍ପତ୍ତି ହୋଇ ସାରିଛି। ହେମନ୍ତ ସୋରେନଙ୍କ ଭାଗ୍ୟ ଜଉମୁଦ ଲଫାପାରେ ନିର୍ବାଚନ…
ବିଲକିସଙ୍କ ଦୋଷୀଙ୍କୁ ମୁକ୍ତ କରାଯିବା ଉପରେ କେନ୍ଦ୍ର ଏବଂ ଗୁଜରାଟ ସରକାରଙ୍କୁ SCଙ୍କ ନୋଟିସ୍
ନୂଆଦିଲ୍ଲୀ: ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀଙ୍କ ଜେଲରୁ ମୁକ୍ତ କରାଯିବା ବିରୋଧରେ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ସୁପ୍ରିମକୋର୍ଟ ମାମଲାରେ କେନ୍ଦ୍ର ଏବଂ ଗୁଜରାଟ ସରକାରଙ୍କୁ…
ଦିଲ୍ଲୀ ହାଇକୋର୍ଟରୁ Whatsapp ଓ Facebook କୁ ବଡ଼ ଝଟକା: ଜାରି ରହିବ CCIର ଯାଞ୍ଚ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଏବଂ ଫେସବୁକକୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ)ର ଯାଞ୍ଚ ଜାରି ରହିବ । ଦିଲ୍ଲୀ…
ଏ କି ଅତ୍ୟାଚାର! Zomato ଡେଲିଭରି ଯୁବକଠାରୁ ଖାଇବା ଛଡ଼ାଇବା ସହ ଚପଲରେ ପିଟିଲେ ଯୁବତୀ, ଦେଖନ୍ତୁ Video
ନୂଆଦିଲ୍ଲୀ: ଡେଲିଭରି ଏଜେଣ୍ଟଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ସେମାନଙ୍କର ଷ୍ଟ୍ରଗଲକୁ ନେଇ ତ’ ଆଉ କେବେ ସେମାନଙ୍କ ଉପରେ ଲୋକମାନେ ଅତ୍ୟାଚାର କରୁଥିବା ଭିଡିଓ ଦେଖିବାକୁ…
(Video) ନିଶାରେ ଚୂର ସ୍କୁଲ ମାଷ୍ଟର: ଉତ୍ତର କହିନପାରିବାରୁ ଷ୍ଟିଲ ରଡରେ ପିଲାକୁ ପିଟିଲେ, ପୂର୍ବରୁ ଛାତ୍ରୀଙ୍କୁ ପଢ଼ାଉଥିଲେ ପ୍ରେମପାଠ
କେନ୍ଦୁଝର: ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଉଥିବା ବେଳେ କିଛି ବ୍ୟକ୍ତିଙ୍କ ଯୋଗୁଁ ଏଭଳି ପବିତ୍ର ନାଁରେ କଳଙ୍କ ଲାଗିଯାଉଛି । ଏହାରି ମଧ୍ୟରେ କେନ୍ଦୁଝରରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ…
ସାପ ଆତଙ୍କରେ ଲାଗିଛ CCTV :ଶ୍ରାବଣମାସ ଆରମ୍ଭରୁ ବଢ଼ିଚାଲିଛି ସାପ କାମୁଡା
ଉତ୍ତରପ୍ରଦେଶ: ବାଗପାଟର ତୋହଡି ଗାଁରେ ଆଜିକାଲି ଭୟର ବାତାବରଣ ସୃଷ୍ଟି ହୋଇଛି। ବାସ୍ତବରେ, ଏକ ସାପ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାଙ୍କ ସମେତ ଗାଁର ଚାରି ଜଣଙ୍କୁ ଏହାର ଶିକାର କରିଛି। ସାପ କାମୁଡ଼ିବା କାରଣରୁ ଜଣଙ୍କର…
ସେପ୍ଟେମ୍ବର ମାସରେ ହେବ ଏହି ୨ବଡ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ: ଜାଣନ୍ତୁ କେଉଁ ରାଶି ଉପରେ ଏହାର ପ୍ରଭାବ
ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବିଭିନ୍ନ ସମୟରେ ଗ୍ରହ ନକ୍ଷେତ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ । ସେମାନେ ନିଜର ଗତିପଥ ସହ ରାଶି ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିଙ୍କ ଭାଗ୍ୟ ଉପରେ ପ୍ରଭାବ…
ବେଧଡ଼କ ଚାଲିଛି ଦେହ ବେପାର: ସବୁ ଜାଣିକି ଚେଇଁ ଶୋଇଛନ୍ତି ନିଆଳି ଥାନା ଆଇଆଇସି
ନିଆଳି, (ଓଡ଼ିଶା ଭାସ୍କର): ନିଆଳି ଥାନା ଆଇଆଇସି ବିଜୟା ମାଲିକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣାଶୁଣା ମଦବ୍ୟବସାୟୀ ପଳସା ଗ୍ରାମର ବାବୁଲି ନାୟକ । ନିଆଳି ଥାନା ଆଇଆଇସିଙ୍କ ନିର୍ଦ୍ଦେଶରେ…
ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ…
ଫିଲ୍ମ ପ୍ରମୋସନ ସହ ପେଟ ପୂଜା କରୁଛନ୍ତି ରଣବୀର;ଖାଉଛନ୍ତି ବରା,ଇଡ଼ଲି,ଦୋଷା
ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତା ରଣବୀର କପୁର ଏକ କଦଳୀ ପତ୍ରରେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଉଥିବା ନଜର ଆସିଥିଲେ। ପ୍ରକୃତରେ ରଣବୀର କପୁର ମଧ୍ୟାହ୍ନ ଭୋଜନରେ ବ୍ରହ୍ମାସ୍ତ୍ରର ସହ-ତାରକା ନାଗାର୍ଜୁନ ଏବଂ…