fbpx
BJD SKY
BJD SKY
Browsing Category

Featured

ଫେରିଲା ଏମପି ଲ୍ୟାଡ୍; ସାଂସଦଙ୍କୁ ବର୍ଷକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ପୁଣି ସାସଂଦ ହାତ ପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏମପି ଲ୍ୟାଡ୍ ଫଣ୍ଡକୁ ପୁଣିଥରେ କ୍ରିୟାଶୀଳ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି । ୨୦୨୧-୨୨ ପାଇଁ…

ଆଇପିଏଲ ଟାଇଟଲ ଜିତିବା ଅନ୍ତର୍ଜାତୀୟ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ: ଗାଭାସ୍କର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଧଳା ବଲ୍ କ୍ରିକେଟ୍ର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ…

ଠିକା କାମକୁ ନେଇ ଆକ୍ରମଣରେ ଜଣେ ଗୁରୁତର

ଆକ୍ରମଣର ଶିକାର ହୋଇଥିବା ପ୍ରମୋଦ ମହିକାପଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ଘଟିଛି ନନ୍ଦିପଦା ଥାନା ମରୈଙ୍ଗା ଛକରେ । ମରୈଙ୍ଗା ଠାରେ ଠିକା କାମ କରି ଚଳୁଥିବା…

ଲାଞ୍ଚୁଆ ସୁପରଭାଇଜର ଗିରଫ

କେନ୍ଦୁଝର ସଦର ତହସିଲର ରାଜସ୍ଵ ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ । ଜଣେ ବ୍ୟକ୍ତିଙ୍କ ମିୟୁଟେସନ ମାମଲାର ଫିଲଡ ଭେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦେବା ପାଇଁ…

ସୁଶୀଲ କୁମାର ଏକାଡେମୀରେ ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା;ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜାତୀୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏମିତି ଏକ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହାକୁ ବିଶ୍ୱାସ…

ସଡ଼କ ସୁରକ୍ଷା ପାଇଁ ନୂତନ ଆପ୍ ଲଞ୍ଚ କଲେ ମୁଖ୍ୟମନ୍ତ୍ରୀ; ୩୦ଟି ଜିଲ୍ଲାରେ ପ୍ରଶିକ୍ଷଣ ଦେବେ ୩୦୦ ପ୍ରଶିକ୍ଷକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ଦ୍ବାରା…

ଦୁର୍ନୀତି ଘେରରେ ସଢା ଗ୍ରାମପଞ୍ଚାୟତ

ତଦନ୍ତକୁ ଦିଗହରା କରିବା ପାଇଁ ସରପଞ୍ଚ ସମର୍ଥକଙ୍କ ଗୁଣ୍ଡାରାଜ । ବୁଧବାର କେନ୍ଦୁଝର ଜିଲ୍ଲା ଊଜଊଇର ଏକ ଟିମ୍ ହାଟଡ଼ିହି ବ୍ଳକ ସଢା ପଞ୍ଚାୟତ ନାଗତୋଟା ସାହିରେ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ତଦନ୍ତ…

ଅଁଳା ନବମୀରେ ସାକ୍ଷୀଗୋପାଳ ମନା

ଅଁଳା ନବମୀରେ ଶ୍ରଦ୍ଧାଳୁଙ୍କୁ ପୁରୀ ସାକ୍ଷୀଗୋପାଳ ଆସିବା ମନା । ୧୨ ତାରିଖ ଅଁଳା ନବମୀରେ ପ୍ରଶାସନର ୧୪୪ ଜାରି ନିଷ୍ପତ୍ତି । ୧୫ ତାରିଖ ଏକାଦଶୀରେ ମଧ୍ୟ ୧୪୪ ଲାଗୁ ରହିବା ନେଇ ସୂଚନା । କେବଳ ସେବାୟତଙ୍କୁ ଦର୍ଶନ…

ପଦ୍ମଶ୍ରୀ ଆଓ୍ଵାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ଧାରଣାରେ ବସିଲେ ‘ପହିଲମାନ’

ନୂଆଦିଲ୍ଲୀ : ମୁକ ପହିଲମାନ ନାମରେ ପ୍ରସିଦ୍ଧ ହରିୟାଣାର ବୀରେନ୍ଦ୍ର ସିଂହଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ…

ବିରାଟଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ; ଆଇଆଇଟି ପାସ୍ ଯୁବକଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ଦୁଷ୍ମର୍ମ ଧମକ ଦେଇଥିବା ଯୁବକ ଗିରଫ ହୋଇଛି । ୨୩ ବର୍ଷୀୟ ରାମନାଗେଶ ଶ୍ରୀନିବସଙ୍କ ଅଗୁବଥିନୀଙ୍କୁ ହାଇଦ୍ରାବଦରୁ ଗିରଫ କରିଛି…