fbpx
Browsing Category

Featured

ବିଫଳତାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । କେତେକଙ୍କ ଜୀବନରେ ସଫଳତା ଶୀଘ୍ର ଆସିଥାଏ, କଛି ଲୋକଙ୍କ କ୍ଷେତ୍ରରେ ସଫଳତା ଆସିବା ବିଳମ୍ବ ହୋଇଥାଏ ଓ କେତେକାଂଶ କ୍ଷେତ୍ରରେ କଠିନ ପରିଶ୍ରମ ପରେ…

ରାଶିଫଳ(ମଙ୍ଗଳବାର,୨୬ ଅକ୍ଟୋବର,୨୦୨୧)

ମେଷ - ଶୁଭଖବର ପାଇ ମନ ଖୁସି ହେବ । ସହକର୍ମୀମାନଙ୍କର ସମର୍ଥନ ଏବଂ  ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ କରିବେ…

ମୁଜିବଙ୍କ ଯାଦୁକରୀ ସ୍ପିନରେ ଫସିଲା ସ୍କଟଲାଣ୍ଡ; ଆଫଗାନିସ୍ତାନର ବୃହତ ବିଜୟ

ନୂଆଦିଲ୍ଳୀ: ଶାରଜାରେ ଖେଳା ଯାଉଥିବା ଟି-୨୦ ବିଶ୍ୱକପର ସୁପର-୧୨ର ସୋମବାରର ମୁକାବିଲାରେ ବୃହତ ବିଜୟ ହାସଲ କରିଛି ଆଫଗାନିସ୍ତାନ । ମାତ୍ର ୬୦ ରନରେ ଅଲଆଉଟ ହେବା ସହିତ ୧୩୦ ରନରେ ପରାଜିତ ହୋଇଛି ସ୍କଟଲାଣ୍ଡ । ମୁଜିବ…

ଫ୍ରିଜରେ ରଖନ୍ତୁ ନାହିଁ ଏହି ଖାଦ୍ୟ, ଜାଣନ୍ତୁ କାହିଁକି

ଖାଦ୍ୟ-ପାନୀୟ ଦ୍ରବ୍ୟକୁ କିଛି ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ତାକୁ ଫ୍ରିଜରେ ରଖାଯାଇଥାଏ । କିନ୍ତୁ ବଜାରରେ ମିଳୁଥିବା ସବୁ ଖାଦ୍ୟ ଫ୍ରିଜରେ ରଖାଯାଇପାରିବ ନାହିଁ । ଆସନ୍ତୁ ଜାଣିବା କେଉଁ ଜିନିଷକୁ ଫ୍ରିଜରେ…

ଓଡ଼ିଶା ସୀମାନ୍ତରେ ଗୁଳିବିନିମୟ; ଟଳିଲେ ୩ ମାଓବାଦୀ

ମାଲକାନଗିରି(ଓଡ଼ିଶା ଭାସ୍କର): ଛତିଶଗଡ଼ ରାଜ୍ୟର ବିଜାପୁର ଓ ତେଲେଙ୍ଗାନା ମୁଲୁଗୁ ଜିଲ୍ଲା ସୀମାନ୍ତରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଘଟିଛି ଗୁଳି ବିନିମୟ । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।…

ତେଲ ଦର ଆକାଶ ଛୁଆଁ: ମୁହଁ ଖୋଲିଲେ ପୂର୍ବତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ଲିଟର ପିଛା ୧୦୦ ପାର ହୋଇଛି ଦର । ଫଳରେ ସାଧାରଣ ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ…

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିନିଅନ୍ତୁ ବ୍ୟାଙ୍କ କାମ

ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବ୍ୟାଙ୍କ କାମ ବାକି ରହିଛି ତେବେ ଶୀଘ୍ର ସାରିନିଅନ୍ତୁ, କାରଣ ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବରରେ ଦୀପାବଳି, ଧନତେରସ, ଗୁରୁ ନାନକ ଜୟନ୍ତୀ ଭଳି ବଡ଼ ପର୍ବ ମଧ୍ୟ…

୫୦ଟି ଗଛ ଲଗାନ୍ତୁ: ବର୍ଷକୁ କମେଇବେ ଅଢେଇ ଲକ୍ଷ; ସରକାର ଦେବେ ସହାୟତା

ନୂଆଦିଲ୍ଲୀ: କୃଷକ ଏବଂ କୃଷିର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି । ଏମିତି ଏକ ଯୋଜନାରେ ଆପଣ ବର୍ଷକୁ ୨.୫ ଲକ୍ଷ ଟଙ୍କା ଆୟ କରିପାରିବେ । ଆଜି ଆମେ ଆଲୋଚନା କରିବା କେମିତି ମାତ୍ର ୫୦ଟି…

ସଲମାନ ଖାନଙ୍କ ‘ଅନ୍ତିମ’ର ଟ୍ରେଲର ରିଲିଜ୍: ‘ଜିସ୍ ଦିନ ସରଦାର କି ହଟେଗୀ ସବକି ଫଟେଗୀ’

ରିଲିଜ ହୋଇଛି ସଲ୍ଲୁ ଭାଇଙ୍କ ଆଗାମୀ ଫିଲ୍ମ ‘ଅନ୍ତିମ’ର ଟ୍ରେଲର । ଫିଲ୍ମରେ ଦର୍ଶକଙ୍କୁ ସଲ୍ଲୁ ଭାଇଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ । ଦର୍ଶକ ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିବ ।…

‘ବଣ୍ଟି ଔର ବବଲୀ-୨’ ଟ୍ରେଲର ରିଲିଜ୍: ଅସଲି ନକଲି ମଧ୍ୟରେ ହେବ ଯୁଦ୍ଧ

ବର୍ତ୍ତମାନ ବଲିଉଡରେ ଅନେକ ବଡ଼ ବଡ଼ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ରାନୀ ମୁଖାର୍ଜୀ ଏବଂ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ଔର ବବଲୀ-୨’ ର ଖୁବ ଚର୍ଚ୍ଚା ହେଉଛି । ପ୍ରଥମେ ଏହାର ପ୍ରମୋ…